Sign in
Sign in
Recover your password.
A password will be e-mailed to you.
କୁଆଖାଇ ନଦୀରେ ବୁଡ଼ି ୨ ସାଙ୍ଗ ମୃତ, ୨ ନିଖୋଜ
ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ହୋଇଯାଇଛନ୍ତି। ବାଲିଅନ୍ତା ଥାନା ଧବଳହାର ନିକଟରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଜାମସେଦ୍ପୁରର ଆର୍ଯ୍ୟନ୍, କଟକର ଅବିନାଶ। ନିଖୋଜ ହେଲେ ବାଲେଶ୍ୱରର ରୋହିତ ଓ!-->…
ରାଜ୍ୟର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ମୌସୁମୀ ପ୍ରବାହ ସ୍ୱାଭାବିକ ସ୍ଥିତିରେ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୯.୯ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ୱାଭାବିକ ବର୍ଷା ୯.୮ ମିମି ତୁଳନାରେ ୧ ପ୍ରତିଶତ ଅଧିକ!-->…
ବୁଡ଼ାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି : ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରହୁ ନ ଥିବାରୁ ରୋଗୀ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ମାସରେ ଜଣେ ନୂତନ ଡାକ୍ତର ହସ୍ପିଟାଲରେ ନିଯୁକ୍ତି ପାଇଥିଲେ। ସେ!-->…
ଉତ୍କଳ ବିଶ୍ବବିଦ୍ୟାଳୟରେ ବିଶ୍ବ ଜନସଂଖ୍ୟା ଦିବସ ପାଳିତ : ବ୍ୟାପକ ଜନ ସଚେତନତା ଦ୍ବାରା ହିଁ ଜନସଂଖ୍ୟାରେ ସ୍ଥିରତା…
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଜନସଂଖ୍ୟା ଗବେଷଣା କେନ୍ଦ୍ର ପକ୍ଷରୁ ପିଜି କାଉନସିଲ ହଲରେ ବିଶ୍ବ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତା କରି ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶାରୀରିକ, ମାନସିକ ଓ ବୌଦ୍ଧିକ ଜ୍ଞାନ ବୃଦ୍ଧି ଅପରିହାର୍ଯ୍ୟ!-->…
୯୦ କୋଟି ଟିକସ ଫାଙ୍କିଛି ଡିଏନ୍ ଗ୍ରୁପ
ଭୁବନେଶ୍ୱର: ଅଡ଼ୁଆରେ ପଡ଼ିଲା ଡିଏନ୍ ଗ୍ରୁପ। ୨୧୦ କୋଟିର ଲୁଚାଛପା କ୍ୟାସ୍ ନେଇ ୯୦ କୋଟି ଟିକସ ଫାଙ୍କିଛି ଏହି କମ୍ପାନୀ। ଆୟକର ବିଭାଗକୁ ଏହି ସୂଚନା ମିଳିଛି। ୯୦ କୋଟି ଟିକସ ଫାଙ୍କି ଥିବା ନେଇ ଆୟକର ବିଭାଗକୁ ଏହି ତଥ୍ୟ ମିଳିଥିବା ସୂଚନା ରହିଛି। ଚଢ଼ାଉ ବେଳେ ଜବତ ଦସ୍ତାବିଜରୁ ଆୟକର!-->…
ଗୁଣାତ୍ମକ ଶିକ୍ଷାକୁ ମୁଖ୍ୟମନ୍ତ୍ରୀଙ୍କ ଫୋକସ; ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ସୃଷ୍ଟି ହେଲା ୯୦୨ ନୂତନ ପଦବୀ
ଭୁବନେଶ୍ୱର: ଭୁବନେଶ୍ୱର:ଗୁଣାତ୍ମକ ଶିକ୍ଷାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସ୍ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ନୂତନ ପଦବୀ ସୃଷ୍ଟି । ୬୪୨ ଶିକ୍ଷକ, ୨୬୦ ଅଣଶିକ୍ଷକ ପଦବୀ ସୃଷ୍ଟି ୧୦୬ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମିଳିବ ନିଯୁକ୍ତି । ରାଜ୍ୟର ୧୦୬ଟି ଉନ୍ନୀତ!-->…
ବାହାନଗା ଟ୍ରେନ ଦୁର୍ଘଟଣା: ପୁଣି ୪ ଦିନିଆ ରିମାଣ୍ଡରେ ଗଲେ ତିନି ଅଭିଯୁକ୍ତ
ବାଲେଶ୍ୱର:ବାହାନଗା ଟ୍ରେନ ଦୁର୍ଘଟଣାରେ ଗିରଫ ତିନି ଅଭିଯୁକ୍ତ ପୁଣି ୪ ଦିନିଆ ରିମାଣ୍ଡରେ ଗଲେ । ପ୍ରଥମ ରିମାଣ୍ଡ ସରିବା ପରେ ସେମାଙ୍କୁ କୋର୍ଟରେ କୋର୍ଟରେ ହାଜର କରାଯାଇଥିଲା । ହେଲେ ଅଧିକ ଜେରା ପାଇଁ ପୁଣି ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।
ବାହାନଗା ରେଳ ଦୁର୍ଘଟଣାର!-->!-->!-->…
ନବୀନ ପଟ୍ଟନାୟକଙ୍କ ସମ୍ପର୍କୀୟ ଭାଇଭଉଣୀଙ୍କୁ ଆନନ୍ଦ ଭବନରେ ଭେଟିଲେ କଂଗ୍ରେସ ବିଧାୟକ ମୋକିମ
କଟକ: କଟକ ଆନନ୍ଦ ଭବନରେ ଅସୁସ୍ଥ ଓ ଅସହାୟ ଅବସ୍ଥାରେ ଅଛନ୍ତି ନବୀନ ପଟ୍ଟନାୟକଙ୍କ ବଡ ବାପାଙ୍କ ପୁଅ ଝିଅ ଦିଲ୍ଲୀ ପଟ୍ଟନାୟକ ଓ ରେଖା। ରକ୍ଷଣାବେକ୍ଷଣ ଅଭାବରୁ ଏହି ଘର ଜରାଜୀର୍ଣ୍ଣ ହୋଇ ପଡିଥିବାବେଳେ ଆଗରେ ଘାସି ଉଠିଛି । ଅବସର ନେବା ପରେ ଦିଲ୍ଲୀପଙ୍କ ପାଖରେ ଅର୍ଥ ରୋଜଗାରର ମାଧ୍ୟମ!-->…
ଫକୀରମୋହନ ବିଶ୍ଵବିଦ୍ୟାଳୟ ଅବିଭକ୍ତ ବାଲେଶ୍ୱର ବାସୀଙ୍କ ଆବେଗ, ସ୍ଵପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ: ଧର୍ମେନ୍ଦ୍ର…
ଭୁବନେଶ୍ୱର: ବାଲେଶ୍ୱର ଫକୀରମୋହନ ବିଶ୍ଵବିଦ୍ୟାଳୟ ୨୫ ବର୍ଷ ପୂରଣ କରିବା ଅବସରରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଫକୀରମୋହନ ବିଶ୍ଵବିଦ୍ୟାଳୟ ଖାଲି ଏକ ଶିକ୍ଷାନୁଷ୍ଠାନ ନୁହେଁ, ଏହା ଅବିଭକ୍ତ ବାଲେଶ୍ୱର ବାସୀଙ୍କ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ, ଆବେଗ,!-->…
ଆମ ଓଡ଼ିଶା, ୫୦ % ପିସି ଓଡ଼ିଶା : ସମୀର ମହାନ୍ତି
ଭୁବନେଶ୍ୱର, : ରାଜ୍ୟ ସରକାର ତଥ୍ୟର ମାପକାଠି ନ କରି ୨୩ ବର୍ଷ ଶାସନର ବିଫଳତାର ଗୋଲାପୀ ଚିତ୍ର ଦେଖାଉଛନ୍ତି । ତଥ୍ୟ, ପରିସଂଖ୍ୟାନ ଏବଂ ବିଫଳ ଯୋଜନାକୁ ସଂଶୋଧିତ କରିବାର ନୂଆ ଭର୍ସନ ହେଉଛି ‘ଆମ ଓଡିଶା ନବୀନ ଓଡିଶା’ । ନବୀନ ସରକାର ଆମ ଓଡ଼ିଶାକୁ ୫୦ % ପିସି ଓଡ଼ିଶାରେ ପରିଣତ କରିଛନ୍ତି!-->…