ଏମ୍‌ଡି ଓ ସିଇଓଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଗତକାଲି ଏକ କମ୍ପାନୀର ସିଇଓ ଏବଂ ଏମଡିଙ୍କ ହତ୍ୟା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ୩ ଜଣଙ୍କୁ ବାନ୍ଧିଛି । ସେମାନେ ହେଲେ ସାବାରିଶ, ବିନୟ ରେଡ୍ଡି ଏବଂ ସନ୍ତୋଷ ।ଅଭିଯୁକ୍ତମାନେ ଗତକାଲି ଖଣ୍ଡା ଏବଂ

୧୫ ବର୍ଷରେ ଦରିଦ୍ରତାରୁ ମୁକୁଳିଛନ୍ତି ୪୧.୫ କୋଟି ଭାରତୀୟ

ନୂଆଦିଲ୍ଲୀ: ଦରବୃଦ୍ଧି ତଥା ବେକାରୀ ସମସ୍ୟା ମଧ୍ୟରେ ଆସିଛି ଏକ ଖୁସି ଖବର। ଜାତିସଂଘର ଏକ ରିପୋର୍ଟ ଅନୁସାରେ, ଗତ ୧୫ ବର୍ଷ ମଧ୍ୟରେ ପ୍ରାୟ ୪୧ କୋଟି ୫ ଲକ୍ଷ ଭାରତୀୟ ଦରିଦ୍ରତାରୁ ମୁକୁଳି ପାରିଛନ୍ତି । ଅର୍ଥାତ୍ ସେମାନେ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। ଗ୍ଲୋବାଲ୍

କଂଗ୍ରେସର ‘ରାତ୍ରି ଭୋଜନ କୂଟନୀତି’: ବେଙ୍ଗାଲୁରୁ ବୈଠକରେ ଚୂଡ଼ାନ୍ତ ହେବ ବିରୋଧୀଙ୍କ ରଣନୀତି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆସନ୍ତା ଜୁଲାଇ ୧୭ ଓ ୧୮ ତାରିଖରେ ଦୁଇଦିନ ବ୍ୟାପୀ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳ ନେତାଙ୍କ ପରବର୍ତ୍ତୀ ବୈଠକରେ ଯୋଗଦେବେ। ଏହି ବୈଠକ ପାଇଁ ୨୪ଟି ଦଳକୁ ନିମନ୍ତ୍ରଣ କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକତା

ଦିଲ୍ଲୀରେ ଟମାଟୋ ୨୦୦ ଟଙ୍କା ଟପିଲା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଟମାଟୋ କିଲୋ ପ୍ରତି ଏବେ ୨୦୦ ଟଙ୍କା। କେବଳ ଦିଲ୍ଲୀ ନୁହେଁ ଦେଶର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଟମାଟୋ କିଲୋପ୍ରତି ୧୦୦ରୁ ୨୦୦ ଟଙ୍କା ଦରରେ ବିକ୍ରି ହେଉଛି। ତେବେ, ଟମାଟୋର ଆକାଶ ଛୁଆଁ ଦର ବୃଦ୍ଧିକୁ ଜନ ଅସନ୍ତୋଷ ତୀବ୍ର ହେବା ପରେ ବିଳମ୍ବରେ

ମୋଦୀ ସାଙ୍ଗିଆ ମାମଲା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ରୁଜୁ କଲେ ଗୁଜରାଟ ବିଜେପି ବିଧାୟକ

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ମନ୍ତବ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍‌ ଲଗାଇବା ପାଇଁ କଂଗ୍ରେସ ନେତା ଯଦି ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନ କରନ୍ତି ତେବେ ତାଙ୍କ ବିରୋଧରେ ମାନହାନି ମାମଲାର ଅଭିଯୋଗକାରୀ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ସୁପ୍ରିମ୍‌ କୋର୍ଟରେ ଏକ

ଚିପ୍‌ ମେକିଂ ଉଦ୍ୟୋଗ ପ୍ରତିଷ୍ଠାରୁ ଫୋକ୍ସକନ୍‌ ଦୂରେଇ ଯିବା ପରେ ଅନ୍ୟ ସଂସ୍ଥାଙ୍କ ଧାଡ଼ି ଲାଗିଛି : ବେଦାନ୍ତ

ନୂଆଦିଲ୍ଲୀ : ଗୁଜୁରାଟରେ ସେମି କଣ୍ଡକ୍ଟର ଚିପ୍‌ ମେକିଂ ଉଦ୍ୟୋଗ ପ୍ରତିଷ୍ଠା ଚୁକ୍ତିରୁ ତାଇୱାନ୍‌ କମ୍ପାନୀ ଫୋକ୍ସକନ୍ ଦୂରେଇ ଯିବା ପରେ ବହୁ ସଂସ୍ଥା ସହଯୋଗୀ ହେବା ପାଇଁ ଲାଇନ୍‌ ଲଗାଇ ଥିବା କହିଛି ବିଦାନ୍ତ। ବେଦାନ୍ତ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ବୁଧବାର ଏହା କହିଛନ୍ତି।ଏହି

ସମଗ୍ର ଉତ୍ତର ଭାରତରେ ବର୍ଷା ପ୍ରଳୟ : ଗଲାଣି ୧୦୦ରୁ ଉର୍ଦ୍ଧ୍ବ ଜୀବନ, ଦିଲ୍ଲୀକୁ ବନ୍ୟାର ଭୟ

ନୂଆଦିଲ୍ଲୀ : ସମଗ୍ର ଉତ୍ତର ଭାରତରେ ବର୍ଷା ପ୍ରଳୟ ରଚିଥିବାବେଳେ ଏବେ ଦିଲ୍ଲୀକୁ ଦେଖାଦେଇଛି ବନ୍ୟା ଭୟ। ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି। ବିପଦ ସଙ୍କେତ ପାର କରି ଗତ ୪୫ ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଯମୁନା ବଢ଼ି ପାଣି ସ୍ତର। ହରିୟାଣାରୁ ଅଧିକ

ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଶକ୍ତି ବୃଦ୍ଧି ଦିଗରେ ପଦକ୍ଷେପ

~୧.୨ ସର୍କିଟ କିଲୋମିଟର ନୂତନ ନେଟୱର୍କ~୨୨ଟି ବିଜୁଳି ଖୁଣ୍ଟି ସ୍ଥାପନ ବ୍ରହ୍ମପୁର : ଟିପି ସାଉଥ୍ ଓଡିଶା ବିତରଣ ଲିମିଟେଡ୍, ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଦିଗରେ

ବାଲି ମାଫିଆ ଙ୍କ କଳା କାରନାମା : କୁକୁଡ଼ାଖଣ୍ଡି ଲେଡିସିଙ୍ଘମ ତହସିଲଦାରଙ୍କ ଗାଡ଼ିରେ ଚିପ୍ସ ଲଗାଇବା ଘଟଣା ନେଇ ଥାନା…

ବ୍ରହ୍ମପୁର:୧୨-୭- ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀ ଘାଟରୁ ଦୈନିକ ଶହ ଶହ ଟ୍ରକ ବାଲି ଚୋରାରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେବା ସହ ରାଜ୍ୟ ବାହାରକୁ ମଧ୍ୟ ଦିନ ଦ୍ୱିପ୍ରହରେ ଅବାଧ ରେ ଚାଲାଣହେଉଛି।କା ଭାଁଆ କେତେବେଳେ ରାଜସ୍ୱ ବିଭଗ ତ କେତେବେଳେ ପୋଲିସ କର୍ମଚରୀ ମାନେ ଧରପଗଡ

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଦିବାସୀ ଙ୍କୁ ବିହନ ବଣ୍ଟନ

ପାତ୍ରପୁର : ଭୁବନେଶ୍ଵରର ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପାତ୍ରପୁର ବ୍ଲକ ତୁମ୍ବ। ପଞ୍ଚାୟତ ର ବିଭିନ୍ନ ଗ୍ରାମର ଆଦିବାସୀ ମାନଙ୍କୁ ମାଗଣାରେ ବିହନ ବଣ୍ଟନ କରାଯାଇଥିଲା। ଭୁବନେଶ୍ବର ର “ଡେଭଲୋପମେଣ୍ଟ ସପୋର୍ଟ ଟ୍ରଷ୍ଟ”‘, ନାମକ ସ୍ୱେଚ୍ଛାସେବୀ ସଂଗଠନ ଆଦିବାସୀ ଓ ଅନୁନ୍ନତ ଲୋକ