Sign in
Sign in
Recover your password.
A password will be e-mailed to you.
ବରିଷ୍ଠ ସାମ୍ୱାଦିକ ଜଗନମୋହନଙ୍କ ବିୟୋଗରେ ବ୍ରହ୍ମପୁରରେ ସାମ୍ୱାଦିକଙ୍କ ପକ୍ଷରୁ ଶୋକସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା…
ବ୍ରହ୍ମପୁର- ବ୍ରହ୍ମପୁରର ବରିଷ୍ଠ ସାମ୍ୱାଦିକ ଜଗନମୋହନ ମହାପାତ୍ରଙ୍କ ବିୟୋଗ ଓଡିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି । ସ୍ୱାସ୍ଥ ପାଇଁ ସଦାସର୍ବଦା ନିଜେ ସଚେତନ ହେବା ସହିତ ସବୁବେଳେ କିପରି ଜୀବନରେ ସୁସ୍ଥ ହୋଇ ରହିବେ ସେ ନେଇ ଉପଦେଶ ଦେଇ ଆସୁଥିବା ଜଣେ ବରିଷ୍ଠ ସାମ୍ୱାଦିକ ଶେଷରେ!-->!-->!-->…
ରତ୍ନବେଦିରେ ଶ୍ରୀଜିଉ; ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଂଜନ କଲେ ମହାବାହୁ
ପୁରୀ: ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ଶନିବାର ରାତିରେ ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିବା ସହ ରତ୍ନବେଦିରେ ଅଧିଷ୍ଠିତ ହୋଇଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି। ହରିବୋଲ, ହୁଳହୁଳି ସାଙ୍ଗକୁ!-->…
ଛଟେଇ କର୍ମଚାରୀଙ୍କର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ
କୁଆଁରମୁଣ୍ଡା : କୁଆଁରମୁଣ୍ଡା ବ୍ଳକ ଅନ୍ତର୍ଗତ ସ୍ଵସ୍ତିକ କାରଖାନାର କିଛି କର୍ମଚାରୀଙ୍କୁ କାରଖାନାର କର୍ତ୍ତୃପକ୍ଷ ଛଟେଇ କରିବା ଅଭିଯୋଗ ନେଇ କର୍ମଚାରୀମାନେ କୁଆଁରମୁଣ୍ଡା ବ୍ଳକ ଅଧିକାରୀ ଶ୍ରୀମତୀ ତୃପ୍ତି ବରାଇଙ୍କୁ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କୁଆଁରମୁଣ୍ଡା ନାଗରିକ!-->…
ଉଦୀୟମାନ କ୍ରୀଡାବିତଙ୍କୁ ସହାୟତାର ହାତ ବଢାଇଲେ ୫ଟି ସଚିବ
ମାଲକାନଗିରି, (୦୧/୦୭) : ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନଙ୍କ ତ୍ଵରିତ ପଦକ୍ଷେପ ଯୋଗୁଁ ଆଜି ମାଲକାନଗିରି ଜିଲ୍ଲାର ଉଦୀୟମାନ କ୍ରୀଡାବିତ ଷ୍ଟେଲନ ରାଜ୍ ଖୋସଲାଙ୍କ ସ୍ବପ୍ନ ସତ ହୋଇଛି । କୁମୁଟିଗୁଡ଼ା ନିବାସୀ ଷ୍ଟେଲନ କ୍ରିକେଟ ରେ ନିଜ ଭବିଷ୍ୟତ ଗଠନ କରିବେ ବୋଲି ୫ଟି ସଚିବଙ୍କ!-->…
ବିଦ୍ୟାଳୟରେ ଅବସର ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟାଗୁଡ଼ା ପଞ୍ଚାୟତ ପୁଷାଙ୍ଗିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷୟିତ୍ରୀ ରେବତୀ କୁମାରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ!-->…
ଜାତୀୟ ଡ଼ାକ୍ତର ଦିବସ ପାଳନ
ବ୍ରହ୍ମପୁର : ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ତରଫରୁ ଜାତୀୟ ଡ଼ାକ୍ତର ଦିବସ ବ୍ରହ୍ମପୁର ଜେ ବି ପ୍ରାଙ୍ଗଣ ଠାରେ ଅନୁଷ୍ଟିତ ହୋଇଯାଇଛି l ଡ଼କ୍ଟର ଫୋରମ୍ ସଭାପତି ଡ଼ାକ୍ତର ଶଙ୍କର୍ଷଣ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ!-->…
ଶତାଧିକ ଗ୍ରାମବାସୀ ବିଦ୍ୟୁତ ଯୋଗାଣ କାର୍ଯ୍ୟାଳୟର ଗେଟ୍ ରେ ତାଲାପକାଇ ବିକ୍ଷୋଭ କଲେ
କୁଆଁରମୁଣ୍ଡା : କୁଆଁରମୁଣ୍ଡା ବିଦ୍ୟୁତ ଯୋଗାଣ କାର୍ଯ୍ୟାଳୟ କୁ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ଆସି ଗେଟ୍ ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା । ଘଟଣାଟି ଏପରି ଯେ, ଗତ ୧୫ଦିନ ହେବ ନାଇକିନ୍ ବାହାଲ, ପୁଟ୍ଖଖମନ, କାଲୋଶିହରିଆ ତଥା ଆଖପାଖ ଅଞ୍ଚଳରେ!-->…
ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
ରାଉରକେଲା (୧/୭) : ଆଜି ସକାଳ ସମୟ ରେ ରାଉରକେଲାର ରିଂଗ ରୋଡ କଡରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଛି । ରାସ୍ତାରେ ଯିବାଆସିବା କରୁଥିବା ଲୋକମାନେ ମୃତ ଦେହ ପଡିଥିବାର ଦେଖି ସ୍ଥାନିୟ ପୋଲିସ ଥାନାକୁ ଖବର ଦେଇ ଥିଲେ । ପୋଲିସ ମୃତକ ପଡିଥିବା ସ୍ଥାନ ରେ!-->…
ଟିପିଏସ୍ଓଡିଏଲକୁ ‘ରାଜ୍ୟସ୍ତରୀୟ ବିଦ୍ୟୁତ ସୁରକ୍ଷା ପୁରସ୍କାର ୨୦୨୩’ ସମ୍ମାନ
ଲଗାତାର ଭାବେ ତୃତୀୟ ଥର ପାଇଁ ବିଦ୍ୟୁତ ସୁରକ୍ଷା ପୁରସ୍କାର ଗ୍ରହଣ
ବ୍ରହ୍ମପୁର, (୧/୭) : ବ୍ରହ୍ମପୁର ସର୍କଲ୍ ଅଧୀନସ୍ଥ ୩୩/୧୧ ଖଣ୍ଡଦେଉଳି ପ୍ରାଥମିକ ସବ୍-ଷ୍ଟେସନରେ ଗ୍ରହଣ କରାଯାଇଥିବା ଶ୍ରେଷ୍ଠ ବିଦ୍ୟୁତ ସୁରକ୍ଷା ବ୍ୟବସ୍ଥା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍!-->!-->!-->…
ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା
ମାଲକାନଗିରି, (୦୧/୦୭/) : ଆସନ୍ତା ଜୁଲାଇ ୨୫ ତାରିଖ ଦିନ ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥି ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ମାଲକାନଗିରିଙ୍କ!-->!-->!-->…