Sign in
Sign in
Recover your password.
A password will be e-mailed to you.
ଦୁଇଥର ବିଶ୍ବବିଜେତା ଓ୍ବେଷ୍ଟଇଣ୍ଡିଜ୍ ଏଥର ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ
ହରାରେ : ବିଶ୍ବକପ୍ କ୍ରିକେଟ ଆରମ୍ଭ ହେବା ପୂର୍ବରୁ ହିଁ ସବୁଠାରୁ ବଡ଼ ଓଲଟପାଲଟ ହୋଇଛି । ଦୁଇ ଥରର ଚାମ୍ପିଅନ ଓ୍ବେଷ୍ଟଇଣ୍ଡିଜ୍ ଏଥର ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ । ଦିନେ ବିଶ୍ବ କ୍ରିକେଟର ସବୁଠାରୁ ଦୁର୍ଦ୍ଧର୍ଷ ଟିମ ଥିବା ଓ୍ବେଷ୍ଟଇଣ୍ଡିଜ୍ ପାଇଁ ଏହା ଏକ!-->…
ତିସ୍ତାଙ୍କ ଜାମିନ ଆବେଦନ ଖାରଜ, ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଲେ କୋର୍ଟ
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ କିଛି ଲୋକଙ୍କୁ ଫସାଇବା ପାଇଁ ଚେଷ୍ଟା କରିଥିବା ଅଭିଯୋଗରେ ସାମାଜିକ କର୍ମୀ ତିସ୍ତା ସିତଲବାଦଙ୍କୁ ଶକ୍ତ ଝଟକା ଲାଗିଛି। ଗୁଜରାଟ ହାଇକୋର୍ଟ ଆଜି ତାଙ୍କର ନିୟମିତ ଜାମିନ ଆବେଦନକୁ ଖାରଜ କରିବା ସହ ତୁରନ୍ତ ଆତ୍ମସମର୍ପଣ କରିବାକୁ!-->…
କର୍ପୋରେଟର୍ଙ୍କ ଭାଇ ଓ ପୁତୁରାକୁ ଗୁଳିମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: କର୍ପୋରେଟର୍ ଶ୍ରୀଧର ଜେନାଙ୍କ ଭାଇ ଶିଖର ଓ ପୁତୁରା ରିଙ୍କୁଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥାଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଘଟଣା ପରଠାରୁ ସେ ଫେରାର ଥିଲେ। ଖାଲି ସେତିକି ନୁହେଁ ପ୍ରଭାତ ମାର୍ଥାଙ୍କର ଅନ୍ୟ ଜଣେ ସହଯୋଗୀକୁ ବି!-->…
ବିଜେଡି ନେତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଘଟଣା : ଅଭିଯୁକ୍ତକୁ ଗିରଫ କଲା ପୋଲିସ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ବିଜେଡି ନେତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟାର ଅଭିଯୁକ୍ତ ଗିରଫ । ବିଜେଡି ନେତା ଲଳିତ ମୋହନ ମହାପାତ୍ରଙ୍କ ହତ୍ୟାର ଅଭିଯୁକ୍ତ ରାମକୃଷ୍ଣ ମିଶ୍ରକୁ ଗିରଫ କରିଛି କେ. ନୂଆଗାଁ ଥାନା ପୋଲିସ । ହରିଦ୍ୱାର ପଳାଇଥିବା ବେଳେ ଝାରସୁଗୁଡ଼ା ବ୍ରଜରାଜନଗର!-->…
କମିଲା ଜିଏସଟି ହାର : ଶସ୍ତା ହେବ ଇଲେକ୍ଟ୍ରୋନିକ ସାମଗ୍ରୀ
ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରଣାଳୟ ମନ୍ତ୍ରାଳୟ ପକ୍ଷରୁ ଇଲେକ୍ଟ୍ରୋନିକ ସାମଗ୍ରୀ ଉପରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ହ୍ରାସ କରାଯାଇଛି। ଫ୍ୟାନ୍, କୁଲର, ଗିଜର ଇତ୍ୟାଦି ଉପରେ ଜିଏସଟି ୩୧.୩ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି।
ଘରୋଇ ଉପକରଣରେ ମୋବାଇଲ ଫୋନ୍, ଏଲ୍ଇଡି ବଲ୍,!-->!-->!-->…
ବୁଲଦାଣା ବସ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ମହାରାଷ୍ଟ୍ରର ବୁଲଦାଣା ଜିଲାରେ ଏକ ଭୟଙ୍କର ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ପିଲାଙ୍କ ସମେତ ୨୫ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି।
ବୁଲଦାଣା ବସ ଦୁର୍ଘଟଣା ପରେ ପିଏମଓ ଟୁଇଟ କରିଛନ୍ତି ଯେ, ବସ!-->!-->!-->…
ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା
ଶ୍ରୀନଗର:ଆଜିଠୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା । ଶୁକ୍ରବାର ଜମ୍ମୁକଶ୍ମୀର ଉପରାଜ୍ୟପାଳ ମନୋଜ ସିଂହ୍ନା ଜମ୍ମୁ ବେସ କ୍ୟାମ୍ପର ଯାତ୍ରୀ ନିବାସରେ ପତାକା ଦେଖାଇ ପ୍ରଥମ ଯାତ୍ରା ଆରମ୍ଭ କରିଥିବା ଯାତ୍ରୀଙ୍କୁ ସ୍ୱାଗତ କରିଥିଲେ । ପ୍ରଥମ ବ୍ୟାଚରେ ୪୮୮ ତୀର୍ଥଯାତ୍ରୀ ଅମରନାଥ ଦର୍ଶନରେ!-->…
ଯାତ୍ରୀବାହୀ ବସ୍ ଓଲଟି ଲାଗିଗଲା ନିଆଁ, ୨୫ ଜୀବନ୍ତ ଦଗ୍ଧ
ନିଃସର୍ତ୍ତ ଅଫିସ : ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ରର ବୁଲଢାନାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ବସ୍ରେ ନିଆଁ ଲାଗିଯିବାରୁ ଶୋଇଥିବା ଅବସ୍ଥାରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାୟ ୮ ଜଣ ଗୁରୁତର ହୋଇଛନ୍ତି।
ବସ୍ଟି ନାଗପୁରରୁ ପୁଣେ ଅଭିମୁଖେ!-->!-->!-->…
ସିନ୍ଦେ କ୍ୟାମ୍ପରେ ଯୋଗଦେବେ ଆଦିତ୍ୟ ଠାକରେଙ୍କ ସହଯୋଗୀ…!
ନିଃସର୍ତ୍ତ ଅଫିସ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଓ ତାଙ୍କର ଯୁବ ସେନାକୁ ଶକ୍ତ ଝଟକା ଲାଗିଛି। ଆଦିତ୍ୟଙ୍କ ଘନିଷ୍ଠ ସହଯୋଗୀ ରାହୁଲ କାନାଲ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେବାକୁ ଯାଉଛନ୍ତି। ଆଜି ହିଁ ରାହୁଲ ମୁମ୍ବାଇରେ!-->…
ବାହନାଗା ଦୁର୍ଘଟଣା: ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ହଟାଇଲା କେନ୍ଦ୍ର
ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଘଟିଥିହା ଲୋମହର୍ଷଣକାରୀ ଟ୍ରେନ୍ ଦୁର୍ଘଟଣାକୁ ମାସେ ପୂରିବାରୁ ଗୋଟିଏ ଦିନ ବାକି ରହିଛି। ଏହା ପୂର୍ବରୁ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଭାରତୀୟ ରେଳବାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ!-->…