ମର୍ମନ୍ତୁଦ ସିରିଜ୍‌ ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ୪୮ ଜୀବନ, ୨୦ ଗୁରୁତର

ଶୁକ୍ରବାର ସନ୍ଧ୍ୟାରେ କେନିଆରେ ଏକ ଭୟଙ୍କର ସିରିଜ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ରାସ୍ତା ଉପରେ ଯାଉଥିବା ଗାଡ଼ିଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଚାପି ଦେଇଥିଲା। ଏହି ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର

ହସ୍ପିଟାଲରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ବାରିପଦା: ହସ୍ପିଟାଲରେ ଚାକିରି କରାଇ ଦେବା ନାଁରେ ଠକେଇ କରି ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ସୁପରଭାଇଜର ଭାବେ କାମ କରୁଥିବା ରଜତ କୁମାର ପାତ୍ର ନାମକ ଜଣେ ବ୍ୟକ୍ତି ଶୁକ୍ରବାର ଗିରଫ ହୋଇଛନ୍ତି। ସମାନ ଡାକ୍ତରଖାନାରେ ନିଯୁକ୍ତିର ସୁଯୋଗ ରହିଛି ବୋଲି ମିଛ ପ୍ରତିଶ୍ରୁତି

ପୁଣି ଶବକୁ ଅସମ୍ମାନ, ଟ୍ରଲିରେ ବୁହା ହେଲା ଶବ

ଗଜପତି: ମିଳିଲାନି ମହାପ୍ରଣାୟ, ଟ୍ରଲିରେ ବୁହା ହେଲା ଶବ। ଗଜପତି ଜିଲ୍ଲା ମୋହନା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କୃଷ୍ଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଗତକାଲି ବିଳମ୍ବିତ ରାତିରେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା।

ରମାଦେବୀ ବିଶ୍ବବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ବି.ଏଡ୍ ଫଳ ପ୍ରକାଶିତ, ସ୍ବାହାସାଇନା ଶ୍ରେଷ୍ଠ ସ୍ନାତକ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଏବଂ ବିଏଡ୍ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟ ୱେବସାଇଟ rdwu.ac.inରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି। ଏଥର ସ୍ନାତକରେ ୬୬୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୦୭୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ମୋଟ୍

କୃଷି ଉପକରଣ ସବସିଡି ଦୁର୍ନୀତି, ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୭ କୋଟି ୧୬ ଲକ୍ଷ ଟଙ୍କାର କୃଷି ଉପକରଣ ସବସିଡି ଦୁର୍ନୀତି ମାମଲାରେ ପଞ୍ଚମ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ବିଦ୍ୟାଧର ବେହେରାକୁ ଭଦ୍ରକରୁ ଗିରଫ କରାଯାଇଛି। ବିଦ୍ୟାଧର ବେହେରା ଭଦ୍ରକ ଚରମ୍ପା ସ୍ଥିତ କଳ୍ପନା

ଅଜଣା ଗାଡି ଧକ୍କାରେ ୨ ମୃତ

ପାରାଦୀପ: ପାରାଦୀପ-ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ନନ୍ପୁର ଛକରେ ଦୁର୍ଘଟଣା । ଏକ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ । ମୃତକ ହେଲେ ଜୟଚନ୍ଦ୍ରପୁରର ରଜନୀକାନ୍ତ ନାଉରି ଓ ଭଣଜା ଜିତୁ ସ୍ୱାଇଁ । ଭୂତମୁଣ୍ଡାଇରୁ ଜୟଚନ୍ଦ୍ରପୁରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି

ଯୋଡ଼ି ହେଲା କଟା ହାତ, ସଫଳ ଭାବେ ପ୍ରତିରୋପଣ କଲେ ବଡ଼ ମେଡିକାଲର ଡାକ୍ତର

ଭୁବନେଶ୍ୱର: କଟକ ଏସସିବି ମେଡିକାଲର ଏକ ଡାକ୍ତରୀ ଦଳ ବାଲେଶ୍ୱର ଜିଲ୍ଲାର ଜଣେ ୨୨ ବର୍ଷୀୟ ଯୁବକଙ୍କ କଟା ହାତକୁ ସଫଳତାର ସହ ଯୋଡ଼ିଛନ୍ତି। ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଏହି ଅସ୍ତ୍ରୋପଚାରରେ ପ୍ଲାଷ୍ଟିକ ସର୍ଜରୀ, ଅର୍ଥୋପେଡିକ, ନିଶ୍ଚେତକ ବା ଆନାସ୍ତେସିଆ ବିଭାଗର ଡାକ୍ତରମାନେ ସାମିଲ

ଲାଲବାହିନୀଙ୍କ ତାଣ୍ଡବ: ପୋଡିଦେଲେ ହାଇଓ୍ୱା ସମେତ ୯ଟି ମେସିନ୍

ରାୟଗଡ଼ା: ରାୟଗଡ଼ାରେ ପୁଣି  ମାଓବାଦୀଙ୍କ ଲାଲ ତାଣ୍ଡବ। ମାଓବାଦୀମାନେ କ୍ରସରରେ ଥିବା ୨ଟି ପ୍ରୋକଲିନ ମେସିନ, ୫ଟି ହାଇୱା ଏବଂ ୨ଟି ଲୋଡର ସମେତ ୯ ଗାଡ଼ି ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତ। ଘଟଣା ଅନୁଯାୟୀ ଗତକାଲି ବିଳମ୍ବିତ

ଆଜି ନୀଳାଦ୍ରି ବିଜେ; ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ

ପୂରୀ : ଆଜି ଶ୍ରୀଜିଉଙ୍କ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ନବଦିନାତ୍ମକ ଲୀଳାଖେଳା ସାରି ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ହେଲେ ପତ୍ନୀ ମହାଲକ୍ଷ୍ମୀ କିନ୍ତୁ ଅଭିମାନ କରିଥିବାରୁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବେନିା ଏହି ସମୟରେ ସିଂହଦ୍ୱାର ଠାରେ

କନ୍ଧମାଳ ଜିଲାସ୍ତରୀୟ ଆଡ଼ଭୋକେଟ୍‌‌ ଫୋରମ୍‌‌ ବୈଠକ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକର କଞ୍ଜାମେଣ୍ଡି ଠାରେ ଅଲ୍‌‌ ଇଣ୍ଡିଆ ଦଳିତ୍‌‌ ମହିଳା ଅଧିକାର ମୋର୍ଚ୍ଚା ପକ୍ଷରୁ ଜିଲା ସ୍ତରୀୟ ଆଡ଼ଭୋକେଟ୍‌‌ ଫୋରମ୍‌‌ ବୈଠକ ଆୟୋଜିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଲ୍‌‌ ଇଣ୍ଡିଆ ଦଳିତ୍‌‌ ମହିଳା