Sign in
Sign in
Recover your password.
A password will be e-mailed to you.
ଟ୍ରକକୁ ଧକ୍କା ଦେଲା ଓଏସଆରଟିସି ବସ୍: ୮ ଆହତ, ୩ ଗୁରୁତର
କୁଚିଣ୍ଡା: ରାତି ବେଳେ ପୁଣି ବସ ଦୁର୍ଘଟଣାର ଶିକାର। କେନ୍ଦୁଝରରୁ ବଲାଙ୍ଗୀର ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇଛି। ରାସ୍ତା କଡରେ ଟ୍ରକଟି ଛିଡା ହୋଇଥିବା ବେଳେ ବସଟି ପିଟି ହୋଇଯାଇଥିଲା। ତେଣୁ ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବାଇପାସ!-->…
ଜଳେଶ୍ୱର ମନ୍ଦିର ଟଙ୍କା ବଣ୍ଟାକୁ ନେଇ ବିବାଦ; ପୁଜାରୀଙ୍କ ମୁଣ୍ଡ ଫଟାଇଲେ,ଥାନାରେ ମାମଲା
ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜଲେଶ୍ୱର ମନ୍ଦିର ଟଙ୍କା ବଣ୍ଟାକୁ ନେଇ ନେଇ ତୁମୁଳ କାଣ୍ଡ ହୋଇଛି । ଜଣେ ପୂଜରୀଙ୍କୁ ସମ୍ପୃକ ମନ୍ଦିରର ଅନ୍ୟ ଜଣେ ପୁଜାରୀ ଏବଂ ତାଙ୍କ ସମ୍ପର୍କୀୟମାନେ ନିସ୍ତୁକ ମାଡ଼ ମାରିଛନ୍ତି । ଏପରିକି ଘରେ ପଶି ଆସିବାବ ପତ୍ର ଭାଙ୍ଗି ଦେଇଛନ୍ତି ।!-->…
ଓଡ଼ିଶାକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅନୁଦାନ ପଠାଇଲା କେନ୍ଦ୍ର ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ୧୯ଟି ରାଜ୍ୟ ସରକାରଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ୍) ଅନ୍ତର୍ଗତ ୬,୧୯୪.୪୦ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁମୋଦନ ଦେଇଛନ୍ତି। ଏହି ରାଶିରେ ୧ ହଜାର ୨୦୯ କୋଟି ଟଙ୍କା ସାମିଲ ରହିଛି।
ଛତିଶଗଡ଼,!-->!-->!-->…
ଓଡ଼ିଶାକୁ ନାନୋ ୟୁରିଆ ନଦିଆଯାଇ ପାରମ୍ପରିକ ୟୁରିଆ ଦିଆଯାଉ: ମନ୍ତ୍ରୀ ରାଜା ସ୍ୱାଇଁ
ଭୁବନେଶ୍ୱର: ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇବାରେ ସହାୟତା କରିବା ପାଇଁ ରାଜ୍ୟକୁ ୪ ଲକ୍ଷ ଟନ୍ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ମିଳିଛି ୨୨ ହଜାର ୫୦୦ ମେଟ୍ରିକ ଟନ୍ ସାର। ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ!-->…
ମୌସୁମୀ ଅଧିବେଶନରେ ଆଗତ ହେବ ୟୁସିସି ବିଲ୍
ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ତୃତୀୟ ସପ୍ତାହରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ମୌସୁମୀ ଅଧିବେଶନରେ ସରକାର ସମାନ ନାଗରିକ ସଂହିତା (ୟୁସିସି) ବିଲ୍ ଆଗତ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିଲ୍କୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ପଠାଯିବ। କମିଟି ବିଲ୍ ସଂକ୍ରାନ୍ତ ବିଭିନ୍ନ!-->…
ଫ୍ରାନ୍ସରେ ଦଙ୍ଗା ସ୍ଥିତି ଅଣାୟତ୍ତ, ୪୫ ହଜାର ସୁରକ୍ଷାକର୍ମୀ ମୁତୟନ
ନିଃସର୍ତ୍ତ ଅଫିସ : ୟୁରୋପୀ ଦେଶ ଫ୍ରାନ୍ସରେ ୪ ଦିନ ହେଲା ବ୍ୟାପକ ହିଂସାକାଣ୍ଡ ଘଟିବାରେ ଲାଗିଛି। ଯୁବ ଦଙ୍ଗାକାରୀମାନେ ପୁଲିସ୍ ଅଧିକାରୀଙ୍କ ସହ ଲଢ଼େଇ କରିବା ସହ ସର୍ବସାଧାରଣ ସମ୍ପତ୍ତିକୁ ନଷ୍ଟ କରିବାରେ ଲାଗିଛନ୍ତି।
ସେମାନେ ଆପଲ ରିଟେଲ ଷ୍ଟୋର ଠାରୁ ଆରମ୍ଭ କରି ବିଭିନ୍ନ!-->!-->!-->…
ଓବାମାଙ୍କ ବାସଭବନ ସମ୍ମୁଖରୁ ସନ୍ଦିଗ୍ଧ ଯୁବକ ଗିରଫ, ମିଳିଲା ବିପୁଳ ବିସ୍ଫୋରକ
ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବାସଭବନ ନିକଟରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଉଠାଇ ନେଇଛି ପୁଲିସ୍। ତାଙ୍କ କାରରୁ ବହୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗିରଫ ହୋଇଥିବା ଯୁବକଙ୍କ ନାଁ, ଟେଲର ଟରଣ୍ଟୋ ବୋଲି ଜଣାଯାଇଛି।
!-->!-->!-->…
ବାହାନଗା ଦୁର୍ଘଟଣା: ଛଅ ମର ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର
ଭୁବନେଶ୍ୱର: ଜୁନ ଦୁଇ ସଂଧ୍ୟାରେ ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଛଅଟି ମର ଶରୀର ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଶୁକ୍ରବାର ଡିଏନଏ ପରୀକ୍ଷା ରିପୋର୍ଟ ଆସିବା ପରେ ଏମ୍ସ ହସ୍ପିଟାଲରେ ଥିବା ମର ଶରୀରକୁ ଚିହ୍ନଟ କରାଯିବା ପରେ ସେମାନଙ୍କ ପରିବାର ଲୋକଙ୍କୁ!-->…
ସରିଲା +୨ ଆବେଦନ, ୬ରେ ପ୍ରଥମ ମେଧା ତାଲିକା
ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧି ଶୁକ୍ରବାର ଶେଷ ହୋଇଛି। ଦୁଇଥର ଏହି ଅବଧିକୁ ବଢ଼ାଯାଇଥିଲା। ପ୍ରଥମେ ୨୦ରୁ ୨୬ ଏବଂ ପରେ!-->…
ସାଧାରଣ ନିର୍ବାଚନ ନେଇ ବିଜେପିର ପ୍ରସ୍ତୁତି : ଗୌହାଟୀରେ ଓଡ଼ିଶା ପାଇଁ ପ୍ରସ୍ତୁତ ହେବ ରଣନୀତି
ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନର ପ୍ରସ୍ତୁତିକୁ ନେଇ ଭାରତୀୟ ଜନତା ପାର୍ଟି(ବିଜେପି) ମିସନ ମୋଡ୍ରେ କେନ୍ଦ୍ରୀୟ ସଂଗଠନ, ସରକାର ଓ ରାଜ୍ୟ ମାନଙ୍କରେ ବ୍ୟାପକ ପରିବର୍ତ୍ତନ କରିବ। ଆସନ୍ତାମାସ ୬ ତାରିଖରେ ଗୌହାଟୀରେ ପୂର୍ବ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ନେତାମାନଙ୍କ ସହିତ ବିଜେପିର!-->…