Sign in
Sign in
Recover your password.
A password will be e-mailed to you.
ଦାରିଙ୍ଗବାଡ଼ିଠାରେ ଆଠଦଫା ଦାବି ନେଇ ଜିଲ୍ଲାସ୍ତରୀୟ ସମିତି ସଭ୍ୟ ,ସଭ୍ୟା ମହାସଂଘର ବୈଠକ ଅନୁଷ୍ଠିତ
ଦାରିଙ୍ଗବାଡ଼ି (୩୦/୬) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପାଷ୍ଟର ଆସୋସିଏସନ ସଭାଗୃହ ଠାରେ ଜିଲ୍ଲା ସମିତି ସଭ୍ୟ ସଭାପତି ବୈଦନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ସମିତି ସଭ୍ୟ,ସଭ୍ୟା ମହାସଂଘ ପକ୍ଷରୁ ଆଠ ଦଫା ଦାବି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର!-->…
କୃଷକ ଓ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ଶୋଭାଯାତ୍ରା ଓ ଆନ୍ଦୋଳନ
ଉମରକୋଟ : ସୂଚନା ପ୍ରକାରେ ଉମରକୋଟ ବ୍ଲକର ୨୬ ଗୋଟି ପଞ୍ଚାୟତର ସମଗ୍ର ଓଡ଼ିଶା କୃଷକ ସଭା, ଆଦିବାସୀ ଅଧିକାର ମଞ୍ଚ ଓ ଜଙ୍ଗଲ ଅଧିକାର କମିଟି ମହାସଂଘର କର୍ମକର୍ତ୍ତା ଏବଂ ସାଧାରଣ ଜନତା ଯୋଗଦାନ କରି ସରକାରଙ୍କ ବିଭିନ୍ନ ପ୍ରକାର ମାରଣ ନୀତି ଉପରେ ପ୍ରତିବାଦ କରି ଏକ ବିଶାଳ ରାଲି ବାହାରି!-->…
ଋଷିମାଳ ପାହାଡ଼ କାଟି ଜଙ୍ଗଲ ନଷ୍ଟ କଲେ ଦୁର୍ବୃତ୍ତ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ
ଦାରିଙ୍ଗବାଡ଼ି,୨୯/୦୬, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାମୁଣୀଗାଁ ବନାଞ୍ଚଳ ହାତୀମୁଣ୍ଡ ପଞ୍ଚାୟତ ଋଷିମାଳ ପାହାଡ଼ର ସଂରକ୍ଷିତ ଜଙ୍ଗଲକୁ ଦୁର୍ବୃତ୍ତମାନେ କାଟି ସଫା କରିଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ପାହାଡ଼ରେ ରହିଥିବା ବାରୁଣୀ ସ୍ନାନ ମଣ୍ଡପ ନିକଟରେ!-->…
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଶୀର୍ଷ ତାଲିକାରେ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀବୃନ୍ଦ
ଫୁଲବାଣୀ : ଚଳିତବର୍ଷ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ଵାରା ପରିଚାଳିତ ଯୁକ୍ତତିନି ପରୀକ୍ଷାରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ପ୍ରଥମ ୧୦ ଶୀର୍ଷ ତାଲିକାରେ ରହି ମହାବିଦ୍ୟାଳୟର ଗର୍ବ ଓ ଗୌରବ ବଢାଇଛନ୍ତି। ଏଥିରେ ନୃତତ୍ତ୍ୱ!-->…
ନିର୍ବାଚିତ ପ୍ରତିନିଧିଙ୍କ ଅଣଦେଖା ଯୋଗୁଁ ଆସ୍କା ସରକାରୀ ଚିକିତ୍ସାଳୟ ଭଗବାନ ଭରସା…
ବ୍ରହ୍ମପୁର (୩୦/୬) : ଗଞ୍ଜାମ ଜିଲ୍ଲାର କେନ୍ଦ୍ର ସ୍ଥଳି ହେଉଛି ଆସ୍କା ସରକାରୀ ଚିକିତ୍ସାଳୟ ଏହି ଚିକିତ୍ସାଳୟ ଉପରେ କବିସୂର୍ଯ୍ୟ ନଗର ,ଧରକୋଟ ବ୍ଲକ, ଶେରଗଡ଼ ବ୍ଲକ,ବାଲିପଦର, ବୁଗୁଡା ସମେତ ଆସ୍କା ବିଧାନସଭା ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନସାଧରଣ ନିର୍ଭର କରିଥାନ୍ତି।ଏହି ଚିକିତ୍ସାଳୟରେ!-->…
ବିଜ୍ଞାନ ଯୁଗରେ ବି ଅନ୍ଧ ବିଶ୍ବାସରେ ବଶୀଭୂତ ହେଉଛନ୍ତି ଲୋକେ
ମାଲକାନଗିରି : ମାଲକାନଗିରି ଦିନକୁ ଦିନ ବିଜ୍ଞାନ ଯେତେ ଆଗକୁ ଯାଉଛି ତାହା ସହ ତାଳଦେଇ ଚିକିତ୍ସା ବିଜ୍ଞାନ ମଧ୍ୟ ଆଗକୁ ଯାଉଥିବା ବେଳେ ଆଜି ମଧ୍ୟ କିଛି ଆଦିବାସୀ ଲୋକ ଅନ୍ଧ ବିଶ୍ବାସରେ ବଶୀଭୂତ ହୋଉଛନ୍ତି । ବିଜ୍ଞାନ ଯୁଗରେ ଆଜିବି ଲୋକ ଅଛନ୍ତି ଦୁର୍ଘଟଣା ରେ ଗୋଡ, ହାତ ଭାଙ୍ଗିଲେ ଗୁଣିଆ!-->…
ଆଜି ବି ବଞ୍ଚିଛି ମାଟି ଦେବତାର ପୁଜା : ସମାଜର ମଙ୍ଗଳ କାମନା ପାଇଁ ପ୍ରକୃତି ପୂଜା କଲେ କନବାଗିରି ଆଦିବାସୀ ସମୁଦାୟ
ଫୁଲବାଣୀ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଅଧିବାସୀଙ୍କ ପାଇଁ ପ୍ରକୃତି ହେଉଛି ପ୍ରଥମ ପୂଜ୍ୟ। ଏହି ଅବସରରେ ସ୍ଥାନୀୟ ପରିଷଦ ଅନ୍ତର୍ଗତ କନବାଗିରି ଗ୍ରାମର ଆଦିବାସୀ ବା କନ୍ଧ ସମ୍ପ୍ରଦାୟର ମହିଳା ପୁରୁଷ, ବୃଦ୍ଧ ବୃଦ୍ଧା, ଯୁବକ ଯୁବତୀ ତଥା ସମୁଦାୟ ତରଫରୁ ନିଜ ଗାଁ ଜଙ୍ଗଲରେ ଥିବା!-->…
ଗୁଜୁରାଟରେ ବର୍ଷା ଆଣିଲା ବିତ୍ପାତ, ୨ ଦିନରେ ନେଲେଣି ୯ ଜୀବନ
ଗାନ୍ଧୀନଗର : ଗୁଜୁରାଟରେ ବର୍ଷା ଆଣିଲା ବିତ୍ପାତ, ୨ ଦିନ ଭିତରେ ୯ ଜୀବନ ନେଲେଣି। ସୂଚନା ମୁତାବକ ଗତ ୩୦ ଘଣ୍ଟା ଭିତରେ ଏଠାରେ ପ୍ରାୟ ୨୦୦ ମିଲିମିଟର ବର୍ଷା ହୋଇଛି। ମୂଷଳ ଧାରା ବର୍ଷା ଯୋଗୁ ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଆସନ୍ତା ଶନିବାର, ରବିବାର ଓ ସୋମବାର ମଧ୍ୟ ଏଠାରେ ପ୍ରବଳ!-->…
ବଢିଲା ସ୍ବଳ୍ପ ସଂଚୟ ସ୍କିମର ସୁଧହାର
ନୂଆଦିଲ୍ଲୀ : କ୍ଷୁଦ୍ର ସଞ୍ଚୟ ଯୋଜନା ଗୁଡ଼ିକରେ ନିବେଶ କରୁଥିବା ନାଗରିକଙ୍କୁ ସରକାର ଖୁସି ଖବର ଆଣିଦେଇଛନ୍ତି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ପାଇଁ ସରକାର କେତେକ ସ୍ବଳ୍ପ ସଂଚୟ ଯୋଜନା ଉପରେ ସୁଧ ହାର ୦.୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।ସରକାର ୨ ବର୍ଷିଆ ଡାକଘର ଜମା!-->…
ଟ୍ୱିଟରକୁ ଝଟକା ଦେଲେ କର୍ଣ୍ଣାଟକ ହାଇକୋର୍ଟ, ସରକାରଙ୍କ ନିର୍ଦ୍ଦେଶ ନ ମାନିବାରୁ ଦେବ ୫୦ ଲକ୍ଷ ଟଙ୍କାର ଜରିମାନା
ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଏକ ବଡ଼ ଝଟକା ଦେଇଛନ୍ତି। ଟ୍ୱିଟରର ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ ବର୍ଷେ ଧରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଳନ ନକରିବାରୁ ୫୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିବ | ମିଳିଥିବା ସୂଚନା ମୁତାବକ!-->…