Sign in
Sign in
Recover your password.
A password will be e-mailed to you.
ଜୁଲାଇ ୩ ଓ ୪ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଭିଜିବ ଓଡ଼ିଶା । ଜୁଲାଇ ୩ରୁ ହେବ ପ୍ରବଳ ବର୍ଷା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୁଲାଇ ୩ ଓ ୪ରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର,!-->…
ଅବ୍ୟାପାରରେ ବ୍ୟାପାର: ଭର୍ତ୍ତୃହରି
ଭୁବନେଶ୍ୱର: ଫାଇଭଟି ସଚିବଙ୍କୁ ନେଇ ବିବାଦ ଓ ସେୀମ୍ୟ ପଟ୍ଟନାୟକଙ୍କ ପ୍ରଶ୍ନ ପ୍ରସଙ୍ଗ । ଏସବୁ ଅବ୍ୟାପାରରେ ବ୍ୟାପାର ବୋଲି କହିଲେ ସାଂସଦ ଭର୍ତ୍ତୃହରି ମହତାବ । ସୌମ୍ୟ ବାବୁ ପ୍ରଶ୍ନ କଲେ ,ମୁଖ୍ୟମନ୍ତ୍ରୀ ତାର ଉତ୍ତର ଦେଇ ସାରିଛନ୍ତି । ରାଜନୀତିରେ ଅମଲାତାନ୍ତ୍ରୀକ ହସ୍ତକ୍ଷେପ ହେଉଛି କି!-->…
ଯୁବକଙ୍କୁ ମାଡ଼ ମାରି ରାଜଧାନୀରୁ ବନ୍ଧା ହେଲେ ‘ନକଲି ପୋଲିସ ଅଧିକାରୀ’
ଭୁବନେଶ୍ୱର: ନିଜକୁ ଥାନା ଅଧିକାରୀ ପରିଚୟ ଦେଇ ଯୁବକଙ୍କୁ ମାଡ଼ ମାରୁଥିବା ଜଣେ ନକଲି ପୋଲିସକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଶୁକ୍ରବାର ପୋଲିସରେ ଏନେଇ ଅଭିଯୋଗ ପରେ ନକଲି ପୋଲିସ ଅଧିକାରୀ ରଶ୍ମି ରଞ୍ଜନ ଭୂୟାଁଙ୍କ ହାତରେ ହାତକଡ଼ି ପକାଇଛି ପୋଲିସ ।
କେନ୍ଦ୍ରାପଡ଼ା ଜିଲ୍ଲାର!-->!-->!-->…
ନମାଜ ପାଠ ବେଳେ ଜେଲରୁ ଖସି ପଳାଇଲେ ୧୭ କଏଦୀ
ଲାହୋର: ନମାଜ ପାଠ ବେଳେ ଜେଲରୁ ଖସି ପଳାଇଲେ ୧୭ ଜଣ କଏଦୀ | ପାକିସ୍ତାନର ବଲୁଚିସ୍ତାନରେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଗତକାଲି କଏଦୀମାନେ ବଲୁଚିସ୍ତାନର ଚମନ ଜେଲରୁ ଖସି ପଳାଇଥିଲେ। ତେବେ ଏହି ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ଏହି!-->…
ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ପୁଣି ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା
କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ରତ୍ନଭଣ୍ଡାରର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ପୁଣି ରୁଜ୍ଜୁ ହୋଇଛି ଏକ ଜନସ୍ୱାର୍ଥ ମାମଲା। ରତ୍ନଭଣ୍ଡାର ଖୋଲି ତାର ବିପଦଶଙ୍କୁଳ ଅଂଶ ମରାମତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏଥିରେ ପ୍ରାର୍ଥନା!-->…
ଜଳୁଛି ଫ୍ରାନ୍ସ ! ୩ୟ ଦିନ ପାଇଁ ହିଂସା ଜାରି
ପ୍ୟାରିସ୍ : ପୁଲିସ ଗୁଳିରେ ଜଣେ ତରୁଣ ଶରଣାର୍ଥୀର ମୃତ୍ୟୁ ପରେ ଫ୍ରାନ୍ସରେ ଚାଲିଥିବା ହିଂସା କ୍ରମାଗତ ୩ୟ ଦିନ ପାଇଁ ବି ଜାରି ରହିଛି । ଏହି ଦଙ୍ଗା କ୍ରମଶଃ ଫ୍ରାନ୍ସର ଅନ୍ୟ ସହରକୁ ବ୍ୟାପିଚାଲିଛି । ଏହି ହିଂସା ଯୋଗୁଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକାରନ ୟୁରୋପୀୟ ସଂଘ ବୈଠକ ଅଧାରୁ!-->…
ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀଙ୍କ ସମେତ ୩ ଜଣଙ୍କ ଜାମିନ ବିହୀନ ଗିରଫ ପରୱାନା ଜାରି
ପାରଳାଖେମୁଣ୍ଡି: ପୁଣି ଚର୍ଚ୍ଚାରେ ACF ମୃତ୍ୟୁ ଘଟଣା । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ୩ ଜଣଙ୍କ ନାଁ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା । ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ, ପୂର୍ବତନ ଡିଏଫଓ ଏବଂ ରୋଷୟାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ବା NBW ଜାରି କରାଯାଇଛି ।
!-->!-->…
ମୋଦି-ପୁଟିନ୍ଙ୍କ ଭିତରେ କଥାବାର୍ତ୍ତା; ୟୁକ୍ରେନ୍ ଓ ରୁଷରେ ବିଦ୍ରୋହ ପ୍ରସଙ୍ଗ ଉଠିଲା
ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ଆଜି ୟୁକ୍ରେନ୍କୁ ନେଇ ଫୋନ୍ରେ ଆଲୋଚନା ହୋଇଛି। କ୍ରେମଲିନ ଏନେଇ ସୂଚନା ଦେଇଛି। ଅଲୋଚନା ବେଳେ ଦୁଇନେତା ସାଙ୍ଘାଇ ସହଯୋଗ ସଂଗଠନ ତଥା ଜି-୨୦ ଭିତରେ ସହଯୋଗ ନେଇ ଆଲୋଚନା କରିଥିଲେ।!-->…
ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି: ନରସିଂହ ମିଶ୍ର
ଭୁବନେଶ୍ୱର: ରତ୍ନଭଣ୍ଡାର ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବଡ ବୟାନ । ମୁଁ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି । କିନ୍ତୁ ମୁଁ ବିଫଳ ହୋଇଥିଲି ବୋଲି କହିଲେ ବିଧାୟକ ନରସିଂହ ମିଶ୍ର । ସେତେବେଳେ ମୋ ଉପରେ ଚାପ ପଡିଥିଲା ।
ମୋ ସରକାର ମତେ କହିଥିଲେ!-->!-->!-->…
ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫାପତ୍ର ଫାଡ଼ିଦେଲେ ମହିଳାମାନେ
ଇମ୍ଫାଲ : ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫା ନେଇ ଆସିଲା ନାଟକିୟ ମୋଡ଼। ତାଙ୍କ ଇସ୍ତଫା ପତ୍ର ଫାଡ଼ିଦେଲେ ମହିଳାମାନେ। ସେ ଆଜି ରାଜ୍ୟପାଳ ଅନୁସୂୟା ଉକିଙ୍କୁ ରାଜଭବନରେ ଭେଟି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିବାକୁ ଯିବାର ଥିଲା। ହେଲେ ତାଙ୍କ ଘର ବାହାରେ ମହିଳା ଓ!-->…