Sign in
Sign in
Recover your password.
A password will be e-mailed to you.
ଫୁଲ ତୋଳିବା ବେଳେ ଅଘଟଣ: ପାଇଖାନା ଟାଙ୍କିକୁ ଖସି ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ
କଟକ: ଫୁଲ ତୋଳୁଥିବା ସମୟରେ ପାଇଖାନା ଟାଙ୍କିକୁ ଖସି ପଡ଼ି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। କଟକ ଯୋବ୍ରା ଅଞ୍ଚଳରେ ଏହି ଘଟଣାଟି ଘଟିଛି। ମୃତ ମହିଳାଙ୍କ ନାଁ ଜୟନ୍ତୀ ରାଉତ ଓ ତାଙ୍କ ବୟସ ୫୮ ବର୍ଷ ବୋଲି ଜଣାପଡ଼ିଛି।
ଆଜି ସକାଳ ପ୍ରାୟ ୫ଟା ସମୟରେ ଜୟନ୍ତୀ ନିଜ ଘର ପଛ ପଟେ ଥିବା ଏକ ଫୁଲ ଗଛ!-->!-->!-->…
ସଡକ ଦୁର୍ଘଟଣାରେ ତିନି ମୃତ୍ୟୁ ଓ ଜଣେ ଗୁରୁତର …
ଉମରକୋଟ ( ୩୦/ ୦୬/୨୦୨୩) ଗତକାଲି ବିଳମ୍ବିତ ରାତ୍ରିରେ ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବାସିନୀ ଠାରେ ଭାରସାମ୍ୟ ସମ୍ବାଳି ନ ପାରି ଏକ ସ୍ବିଫ୍ଟ କାର ଯାହାର ନମ୍ବର OD 24G 4962 ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି, ସୂଚନା ପ୍ରକାରେ ରାଇଘର ବ୍ଲକର ଛତାବେଡା!-->…
ଜଗନ ମହାପାତ୍ରଙ୍କ ବିୟୋଗରେ ଉତ୍କଳ ସମ୍ବାଦିକ ସଙ୍ଘ ପକ୍ଷରୁ ଶୋକସଭା
ମାଲକାନଗିରି : ଆଜି ବରିଷ୍ଟ ସାମ୍ବାଦିକ ତଥା ସକାଳ ଖବର କାଗଜର ବ୍ରହ୍ମପୁର ଜୋନାଲ ମୁଖ୍ୟ ଡ.ଜଗନ ମହାପାତ୍ରଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଏହି ଶୋକାକୁଳ ଖବର ବିଜୁଳି ଗତିରେ ଚାରିଆଡେ ପ୍ରଚାରିତ ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ ବର୍ଗ ଯଥା ସାମ୍ବାଦିକ, ରାଜନୀତିଜ୍ଞ,!-->…
ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ନୂଆଗାଁ (ଲିଜେଣ୍ଡ)କୁ ପରାସ୍ତ କରି ନୂଆଗାଁ (ଏ) ଚମ୍ପିୟାନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଗହିଙ୍ଗିଆ ଖେଳ ପଡିଆ ଠାରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଥଲା। ଗୁରୁବାର ଫାଇନାଲ ମ୍ୟାଚରେ ନୂଆଗାଁ (ଏ) ନୂଆଗାଁ (ଲିଜେଣ୍ଡ)କୁ ଛଅ ରନ୍ ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା। ପ୍ରଥମେ ଟସ୍!-->…
ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ : ଚାଳକ ଗୁରୁତର
ବାଲିଗୁଡ଼ା : ଭାରସାମ୍ଯ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଚାଳକକୁ କନ୍ଧମାଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଘଟଣା ପ୍ରକାରେ ଗୁରୁବାର ଅପରାହ୍ନ ରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ!-->…
ଜିଲ୍ଲାସ୍ତରୀୟ ଆଣ୍ଟି ମ୍ୟାଲେରିଆ ମାସ ଅଭିଯାନ-୨୦୨୩ ଅନୁଷ୍ଠିତ
ଫୁଲବାଣୀ : ଜିଲ୍ଲା ସ୍ତରୀୟ ଆଣ୍ଟି ମ୍ୟାଲେରିଆ ମାସ ଅଭିଯାନ-୨୦୨୩ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.ମନୋଜ କୁମାର ଉପାଧ୍ୟାୟ!-->…
କମଳା ପ୍ରକାଶିନୀ ଦ୍ଵାରା ପୁସ୍ତକ ଉପହାର କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳର ଏକମାତ୍ର ପୁସ୍ତକ ପ୍ରକାଶକ ଏବଂ ବିକ୍ରେତା ଭାବରେ କମଳା ପ୍ରକସିନି ପୁସ୍ତକ ପ୍ରକାଶନ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରୁଅଛି l ନିକଟରେ ପବିତ୍ର ବାହୁଡା଼ ଯାତ୍ରା ଅବସରରେ ଅନୁଷ୍ଠାନ ଏକ ଅଭିନବ କାର୍ଯ୍ୟକ୍ରମ କରିଥିଲା l ନିଜ ଖର୍ଚ୍ଚରେ ଉତ୍କଳ ପ୍ରସଙ୍ଗ ,!-->…
ନକ୍ସଲଙ୍କ ଜନଅଦାଲତରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ବୁର୍କାପାଲ ପଞ୍ଚାୟତ ଉପ ସରପଞ୍ଚ ମାଣ୍ଡବି ଗଙ୍ଗା ଏବଂ ଜଣେ ଶିକ୍ଷାକର୍ମୀ ଶୁକ୍କା କାବାସୀଙ୍କୁ ନକ୍ସଲମାନେ ଜନଅଦାଲତରେ ହତ୍ୟା କରିଛନ୍ତି l ସୂଚନା ଅନୁଯାଇ ଆଜିକୁ ପ୍ରାୟ 10ଦିନ ତଳେ ବୁର୍କାପାଲ ପଞ୍ଚାୟତ ଉପ!-->…
ବ୍ଲକସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ
ହିଞ୍ଜିଳିକାଟୁ (୨9 ।୬) : ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦୀନଦୟାଲ ଗ୍ରାମୀଣ କୌଶଳ ଯୋଜନା ଆନୁକୂଲ୍ୟରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପଞ୍ଜୀକରଣ, ସହାୟତା ସମେତ ମୋଟ ୭ଟି ଷ୍ଟଲ ହୋଇଥିଲା। ୧୨ଟି ଟ୍ରେଡ୍ ପାଇଁ ମୋଟ ୨୪୦ ଜଣ!-->…
ବିପଦ ସଂକୁଳ ପରିସ୍ଥିତିରେ ବ୍ରାହ୍ମଣୀଗାଁ ବଙ୍ଗଡ଼ଦୁଆ ଘାଟିରାସ୍ତା
ଦାରିଙ୍ଗବାଡ଼ି, (୨୯/୦୬) : ଦାରିଙ୍ଗବାଡିରୁ ବ୍ରାହ୍ମଣୀଗାଁ ଯିବା ସମୟରେ ବଙ୍ଗଡ଼ଦୁଆ ଘାଟି ରାସ୍ତା ଦେଇ ଯିବାକୁ ପଡ଼େ । ପୁଇଗୁଡା ଗାଁ ନିକଟରୁ ବଙ୍ଗଡ଼ଦୁଆ ଘାଟି ଆରମ୍ଭ ହୁଏ। ଏହି ଘାଟି ରାସ୍ତାର ଦୁଇ ପାର୍ଶ୍ଵରେ ବିପଦ ସଂକୁଳ ପରିସ୍ଥିତିରେ କିଛି ବିରାଟ କାୟ ଗଛ ରହିଛି। ବର୍ଷା ଜଳରେ!-->…