ପ୍ରେମିକ ଘରେ ପ୍ରେମିକାର ସନ୍ଦେହଜନକ ମୃତଦେହ ଉଦ୍ଧାର

ଫୁଲବାଣୀ : ପ୍ରେମିକ ଘରେ ପ୍ରେମିକାର ସନ୍ଦେହଜନକ ମୃତ ଦେହ ଉଦ୍ଧାର ଏହି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ମାଲଗୁଣ୍ଡି ଗ୍ରାମରେ । ସୂଚନା ଯୋଗ୍ୟ ପ୍ରେମିକ କାହୁଁ ଚରଣ ସେଠୀ ବାପା ସୌରଙ୍ଗ ସେଠୀଙ୍କ ଘରୁ ସୁଜାତା ଦିଗାଲଙ୍କ ମୃତ ଦେହ ଉଦ୍ଧାର କରାଯାଇ

ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା

ମାଲକାନଗିରି, (୨୯/୦୬) : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଜୁନ୍ ମାସ ବ୍ୟାପୀ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ସଦର ମହକୁମାରେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ

ବାୟୁ ସେନା ଦ୍ଵାରା କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ

ମାଲକାନଗିରି (୨୯/୦୬) : ମାଲକାନଗିରି ମହାବିଦ୍ୟାଳୟ ରେ ବିଶ୍ଵବ୍ୟାଙ୍କ ସହାୟତା କାର୍ଯ୍ୟକ୍ରମରେ ଓ.ଏଚ.ଇ.ପି.ଇ.ଇ ଏବଂ ଆଇ.କ୍ୟୁ. ଏସି ର ମିଳିତ ଉଦ୍ୟମରେ କ୍ୟାରିୟର କାଉନସେଲିଂ ସେଲ ଛାତ୍ର ଛାତ୍ରୀ ମାନେ କିଭଳି ଭାବରେ ବାୟୁ ସେନାରେ ଯୋଗ ଦେଇ ପାରିବେ ସେ ସଂପର୍କିତ କାର୍ଯ୍ୟକ୍ରମ

ପାର୍କିଂ ପାଲଟିଛି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖ ରାସ୍ତା, ଆମ୍ବୁଲାନ୍ସ ଯିବାରେ ସମସ୍ୟା ସୃଷ୍ଟି…

ହିଞ୍ଜିଳିକାଟୁ ୨୯।୬ : ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ କୁ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଚିକିତ୍ସା ନିମନ୍ତେ ଆସୁଛନ୍ତି ।ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ଓ ସମ୍ପର୍କିୟ ଙ୍କ ନିମନ୍ତେ ଅଟୋ ,କାର ଓ ବାଇକ ପାର୍କିଁ ଵ୍ୟବସ୍ଥା ନଥିବାରୁ ଗାଡି ଗୁଡିକ ଚିକିତ୍ସାଳୟ ସମ୍ମୁଖ

ମୂଖ୍ୟ ବିଚାରପତିଙ୍କ ଦ୍ଵାରା ଫୁଲବାଣୀ ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଦାଦପାଜୁ ଠାରେ ହେବାକୁ ଥିବା ନୂତନ ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି l ଏହାକୁ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ ଏସ ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ଗାନ୍ଧୀ ସ୍ମୃତି ଭବନ ଠାରେ ଶୁଭ

ରଥଉପରେ ମହାପ୍ରଭୁଙ୍କ ସୁନାବେଶ, ରାତି ୧୨ଟା ପର୍ଯ୍ୟନ୍ତ ଦେବେ ଦର୍ଶନ

ପୁରୀ : ଆଷ‌ାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦାଣ୍ଡରେ ବିରାଜମାନ ତିନିରଥ ଉପରେ ମହାପ୍ରଭୁ ସୁନାବେଶ(ବଡ଼ତଢ଼ାଉ ବେଶ)ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଏହି ବିରଳ ବେଶ ଦର୍ଶନ କରି ଲକ୍ଷାଧିକ ଭକ୍ତ ନିଜକୁ ଧନ୍ୟ ମନେ କରିଛନ୍ତି। ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ ବେରିକେଡରେ ଯାଇ

ଭାରତ-ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌: ଅକ୍ଟୋବର୍‌ ୧୫ ପାଇଁ ଅହମଦାବାଦ ହୋଟେଲ୍‌ ବୁକିଙ୍ଗ୍‌ ଭଡ଼ା ୧ ଲକ୍ଷ ଟଙ୍କା

ଅହମଦାବାଦ: ଅକ୍ଟୋବର ୧୫ ତାରିଖରେ ଗୁଜରାଟର ଅହମଦାବାଦରେ ‘ଓ.ଡି.ଆଇ. ବିଶ୍ବକପ୍‌’ ହେବ ବୋଲି ମଙ୍ଗଳବାର ଦିନ ‘ଆଇସିସି’ ଘୋଷଣା କରିବା ପରେ ସେ ଦିନକ ପାଇଁ ସେଠାକାର ହୋଟେଲ୍‌ ରୁମ୍‌ଗୁଡ଼ିକର ବୁକିଙ୍ଗ୍‌ ମୂଲ୍ୟ ହଠାତ୍‌ ବୃଦ୍ଧି ପାଇ ୧ ଲକ୍ଷ ଟଙ୍କା ହୋଇଯାଇଥିବା କଥା ବଭିନ୍ନ ଗଣମାଧ୍ୟମ

ଖଲିସ୍ତାନୀଙ୍କୁ ପ୍ରେତ୍ସାହନ ଓ ଆଶ୍ରୟ ଦେଉଛି କାନାଡ଼ା : ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ : କାନାଡା ସରକାର ଏବେ ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରୁଛନ୍ତି ଓ ସବୁପ୍ରକାରର ପ୍ରେତ୍ସାହନ ଦେଉଛନ୍ତି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି ।ରିପୋର୍ଟ ଅନୁସାରେ କାନାଡା ସରକାର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁନାହାନ୍ତି ଏବଂ

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଲେ ସୁବ୍ରତ ବାଗଚି

ଭୁବନେଶ୍ୱର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ସୁବ୍ରତ ବାଗଚୀ । ଏନେଇ ସୁବ୍ରତ ବାଗଚୀ ଗୁରୁବାର ଟ୍ୱିଟ୍ କରି ଲେଖିଛନ୍ତି, ୭ ବର୍ଷର ଗୌରବମୟ ଯାତ୍ରା ପରେ ବ୍ୟକ୍ତିଗତ କାରଣ ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ୁଛି । ବାଗଚୀ

ସିଦ୍ଧରମେୟା ଡରିଗଲେ, ମୁଁ ହୋଇଥିଲେ ଡ଼ରିନଥାନ୍ତି: ଶିବକୁମାର

ବେଙ୍ଗାଲୁରୁ: କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଆଜି ଏମିତି କିଛି କହିଦେଇଛନ୍ତି ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି | ଶିବକୁମାର ଏମିତି କିଛି କହିଛନ୍ତି, ଯାହା ପରେ କର୍ଣ୍ଣାଟକ କଂଗ୍ରେସରେ ସବୁ କିଛି ଠିକ୍ ଚାଲିନାହିଁ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି।