ପିଏମ୍ ଆବାସ ଦୁର୍ନୀତିର ସିବିଆଇ ତଦନ୍ତ ହେଉ: ପୃଥ୍ୱୀରାଜ

ଭୁବନେଶ୍ୱର: ପିଏମ ଆବାସ ଯୋଜନା ଦୁର୍ନୀତିରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ପ୍ରେସମିଟ୍‌ରେ ଦାବିକଲେ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖନ୍ତୁ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ପିଏମ୍ ଆବାସ ବଣ୍ଟନ ପାଇଁ ବିଜେଡି ଟଙ୍କା

ଲେପ୍ଟନାଣ୍ଟ ଜେନେରାଲଙ୍କ ସମେତ ୧୫ ସେନା ଅଧିକାରୀଙ୍କୁ ବରଖାସ୍ତ କଲା ପାକିସ୍ତାନ ସେନା

ରାଓ୍ବଲପିଣ୍ଡି : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗିରଫ ହେବା ପରେ ଗତ ମେ ୯ରେ ସାରା ପାକିସ୍ତାନରେ ହିଂସାକାଣ୍ଡ ହୋଇଥିଲା । ପାକିସ୍ତାନର କେତେକ ସେନା କାର୍ଯ୍ୟାଳୟ ଉପରେ ବି ଆକ୍ରମଣ ହୋଇଥିଲା । ଏବେ ପାକିସ୍ତାନ ସେନା ଏ ନେଇ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି । ଏହି

ଦିଗପହଣ୍ଡି ବସ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦିଗପହଣ୍ଡି ଭୟଙ୍କର ବସ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ଦୁର୍ଘଟଣାସ୍ଥଳକୁ ଯାଉଛି ଜଏଣ୍ଟ ଟିମ୍‌। ଦିଗପହଣ୍ଡି ବସ୍‌ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟଣା ପରେ SOP ଅନୁଯାୟୀ

ଓ୍ବାଗନର ମୁଖ୍ୟ ପ୍ରିଗୋଜିନଙ୍କ ଜୀବନ ପ୍ରତି ବିପଦ, ଖୋଲା ଝରକାରୁ ଦୂରେଇ ରହିବାକୁ ପରାମର୍ଶ ଦେଲା ସିଆଇଏ

ନ୍ୟୁୟର୍କ : ରୁଷର ଘରୋଇ ସଶସ୍ତ୍ର ବାହିନୀ ଓ୍ବାଗନର ଗ୍ରୁପର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । ପୁଟିନଙ୍କ ଗୁପ୍ତଚରମାନେ ତାଙ୍କୁ ମାରିଦେବାର ଆଶଙ୍କା କରାଯାଉଛି । ଏଣୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପକ୍ଷରୁ ତାଙ୍କୁ ସତର୍କ କରିଦିଆଯାଇଛି ଓ ଖୋଲା

ବିରାଟ ସ୍କାମ : ଭଦ୍ରକ କାଳୀଙ୍କ ପୀଠରେ ଭୁଷୁଡ଼ି ପଡିଛି ବିରାଟ ପାଚେରୀ

ଭଦ୍ରକ : ଭଦ୍ରକ କାଳୀଙ୍କ ପୀଠରେ ମହା ଦୁର୍ନୀତିର ଗନ୍ଧ, ବିକାଶ ନାଁ ରେ ହରିଲୁଟ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କାର କାମ ଏବେ ସାମାନ୍ୟ ବର୍ଷା ପବନ ରେ ନଷ୍ଟ ହୋଇଯାଉଛି ଏତେ ନିମ୍ନ ମାନର କାମ କାହିଁକି ହେଉଛି, କିଏ ନେଉଛି ପିସି, ବର୍ଷା ରେ ଧସିଗଲା ନୂଆ କରି

ଗୋଲ୍ଡୀ ବ୍ରାରର ଖୋଲା ଧମକ- ସଲମାନ ଖାନଙ୍କୁ ଆମେ ନିଶ୍ଚିତ ମାରିବୁ

ମୁମ୍ବାଇ : ସଲମାନ ଖାନଙ୍କୁ ନିଶ୍ଚିତ ହତ୍ୟା କରାଯିବ ବୋଲି କହିଛି କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର। ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହି କଥା କହିଛି। ଗୋଲ୍ଡୀ ବ୍ରାର କହିଛି, ଆମେ ତାଙ୍କୁ (ସଲମାନ ଖାନ) ମାରିବୁ। ତାଙ୍କୁ ଆମେ ନିଶ୍ଚିତ

ମାସାନ୍ତ ସାହିତ୍ୟ ଆସର ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ (୨୬/୬) : ଜିଲ୍ଲା ଲେଖକ ସାମୁଖ୍ୟ କାର୍ଯ୍ୟାଳୟ ରେ ରବୀନ୍ଦ୍ର ନାଥ ମିଶ୍ରଙ୍କ ପୌରହିତରେ ମାସାନ୍ତ ରବିବାସରୀୟ ସୃଜନ ସାହିତ୍ୟ ସନ୍ଧ୍ୟା ଓ କବିତା ପାଠୋତ୍ସବ ଆୟୋଜିତ ହୋଇ ଯାଇଛି । ସାମୁଖ୍ୟ ଦ୍ୱାରା ପ୍ରତ୍ୟେକ ମାସର ଶେଷ ରବିବାର ଦିନ ଏହା ଆୟୋଜିତ କରାଯାଉଅଛି ।ନୁତନ କବି ଓ

KCRଙ୍କୁ ଝଟକା: କଂଗ୍ରେସରେ ମିଶିଲେ ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ ଓ ବିଧାୟକ

ହାଇଦ୍ରାବାଦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (KCR) ଓ ତାଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତି (BRS)କୁ ଲାଗିଛି ବଡ଼ ଝଟକା। ସୋମବାର ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ

ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା : ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ୮ ଗୁରୁତର…

ବ୍ରହ୍ମପୁର //ଦିଗପହଣ୍ଡି: ଆଜି ଭୋର ସମୟରେ ଘଟିଛି ବଡ଼ ଦୁର୍ଘଟଣା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥି ସହିତ ଦୁଇ ବସ୍‌ର ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ

ଖୁଲ୍ଲମ ଖୁଲ୍ଲା ଖୁଡ଼ଖୁଡ଼ୀ ଜୁଆ ଖେଳବେଳେ ପୋଲିସ ଚଢାଉ

ଉମରକୋଟ (୨୫/୦୬) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଂଜାପାଡ଼ା ପଞ୍ଚାୟତର ହାତୀବେନା ଓ ଗଣ୍ଡାଡ଼ିହି ସଂଲୋନୋ ସାପ୍ତାହିକ ବଜ଼ାର ରବିବାର ଦିନ ଅନୁଷ୍ଠିତ ହୁଏ | ଏହି ସାପ୍ତାହିକ ବଜାରରେ ଖୁଲ୍ଲାମ ଖୁଲ୍ଲା ଚାଲେ ଖୁଡ଼ଖୁଡ଼ି ଜୁଆଖେଳ l ଏହି ଜୁଆ ଖେଳରେ ଗରିବ ଖଟିଖିଆ ଓ