ରାଜ୍ୟ ଖେଳାଳୀଚୟନରେ ସୁନ୍ଦରଗଡର ଉତ୍କୃଷ୍ଟ ପ୍ରଦର୍ଶନ

ସୁନ୍ଦରଗଡ : ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ଓଡିଶା ଆମେଚର ବକ୍ସିଂ ଆସୋସିଏସନ୍ ଆନୁକୁଲ୍ୟରେ ଜୁନ୍ ୨୪ ଓ ୨୫ ଦିନ ଚାଲିଥିବା ଷଷ୍ଠ କନିଷ୍ଠ ଓ ଉପକନିଷ୍ଠ ବାଳକ ଓ ବାଳିକା ଚୟନ ପ୍ରତିଯୋଗିତାରେ ସୁନ୍ଦରଗଡ ଜିଲ୍ଲା ମୁଷ୍ଟିଯୁଦ୍ଧ ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରି

କନ୍ଧମାଳର ଯୁବପିଢ଼ିକୁ ରୋବଟିକ୍ସ ଜ୍ଞାନକୌଶଳ ସମ୍ବନ୍ଧେ ସଚେତନତା

ଫୁଲବାଣୀ : ରୋବଟିକ୍ସ ଆଇ. ଓ. ଟି, ଆର୍ଟିଫିସିଆଲ ଇଣ୍ଟେଲ୍ଲୀଜେନ୍ସ ଇତ୍ୟାଦି ଆଧୁନିକ ଯୁଗର ମୁଖ୍ୟ ଜ୍ଞାନ କୌଶଳ । ଆମର ଦୈନନ୍ଦିନ ଜୀବନରେ ଏହାର ବିଶେଷ ପ୍ରୟୋଜନ ଅଛି। ଚାକିରି ଏବଂ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଏହାର ସର୍ବାଧିକ ମହତ୍ତ୍ୱ ଅଛି। ତାହା ସହିତ ଦୈନନ୍ଦିନ ଜୀବନରେ ମଧ୍ୟ ଏହାର

ଖିରି ଭୋଗ ଖାଇ ଜଣେ ମୃତ, ୧୫ ଅସୁସ୍ଥ

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ତାଳକୁରୁଣିଆ ଓ ଅଠିଳାବାଜ ଗାଁରେ ବାସି ଭୋଗ ଖାଇ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ସେହିପରି ୧୫ ଜଣ ଲୋକ ଅସୁସ୍ଥ ହୋଇଛନ୍ତି। ସୂଚନା ଅନୁସାରେ ଗତକାଲି ତାଳକୁରୁଣିଆ ଗାଁରେ ରଥଯାତ୍ରାରେ ଠାକୁରଙ୍କ ଭୋଗ ହୋଇଥିଲା। ତେଣୁ ଏହି ପୂଜାରେ ଠାକୁରଙ୍କ

କସବସା ଗ୍ରାମବାସୀଙ୍କ ପାଇଁ ବସୁଧା ଜଳଯୋଗାଣ ସାତ ସପନ…

ଦାରିଙ୍ଗବାଡ଼ି, ୨୫/୦୬ : ଦାରିଙ୍ଗବାଡ଼ି ବ୍ଲକ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନସ୍ତ କସବସା ରାଜସ୍ୱ ଗ୍ରାମର ପଡ଼ା ଗ୍ରାମ ଯଥା ଡମା, ଡକସାହି, ପଣସପଦର ଓ କିଲିକିଆ ଗ୍ରାମ ବାସୀ ବସୁଧା ପାନୀୟ ଜଳ ଯୋଗାଣରେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ରହିଥିବା ଗ୍ରାମବାସୀ ବୃନ୍ଦ ଅଭିଯୋଗ

ସ୍ୱାଭିମାନ ଅଞ୍ଚଳରେ ଅବ୍ୟବସ୍ଥା ଘେରରେ ପଣସପୁଟ ସରକାରୀ ଏସ୍ଏସ୍ ଡି ଉଚ୍ଚବିଦ୍ୟାଳୟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ରେ ବିକାଶର ନୂତନ ବାର୍ତା ନେଇ ରାଜ୍ୟସରକାର ଡିଣ୍ଡିମ ପିଟୁଥିବା ବେଳେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ପଣସ ପୁଟ ଗ୍ରାମ ପଞ୍ଚାୟତ ସଦର ମହକୁମା ଠାରେ । ପଣସପୁଟ ସରକାରୀ ବିଦ୍ୟାଳୟ 1963ମସିହା ଠାରୁ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଓଡ଼ିଶା ବିଜେପି ଉପରେ ବର୍ଷିଲା ବିଜେଡି…

ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ହିତାଧିକାରୀଙ୍କୁ ଘର ନଦେବା ଷଡ଼ଯନ୍ତ୍ର ଧରା ପଡ଼ିଲା ଷଡ଼ଯନ୍ତ୍ର ପଛରେ ରାଜ୍ୟ ବିଜେପିର ସାଂସଦ ଓ ଓଡ଼ିଶାରୁ ଯାଇଥିବା ଜଣେ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିବା ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ବି ମିଛ କୁହାଇଲେ କେନ୍ଦ୍ର

ହିଂସା ଦମନ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମଣିପୁର ମୁଖ୍ୟମନ୍ତ୍ରୀ

ମଣିପୁର : ମଣିପୁରରେ ଲାଗି ରହିଥିବା ହିଂସା ଓ ଅଶାନ୍ତିକୁ ଦୂର କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରୟାଶ ଜୋରଦାର ହୋଇଛି। ରବିବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍ ସିଂହ ଦିଲ୍ଲୀ ଯାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ପଦରୁ ଶ୍ରୀ

ସାଇବର କ୍ରାଇମ ଏବଂ ଡିଜିଟାଲ ସେପ୍ଟି ବିଷୟରେ କର୍ମଶାଳା

ଫୁଲବାଣୀ : ସ୍ଥାନୀୟ ହୋଟେଲ ଡ୍ରିମଲାଣ୍ଡରେ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ହେଲ୍ସ ଏଜ ଇଣ୍ଡିଆ, ଓଡିଶା, ଭୁବନେଶ୍ବର ଙ୍କ ସହୋଯୋଗରେ ସାଇବର କ୍ରାଇମ ଏବଂ ଡିଜିଟାଲ ସୁରକ୍ଷା ବିଷୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥୁଲା । ଏହି କର୍ମଶାଳାକୁ ଫୁଲବାଣୀ ନଗର ପାଳିକାର ଅଧ୍ଯକ୍ଷା

ବର୍ଷାପାଣିରୁ ବାହାରିବା ପାଇଁ ବିଦ୍ୟୁତ ଖମ୍ଭକୁ ଧରିବା ହେଲା କାଳ, ସାକ୍ଷୀଙ୍କ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଲୱେ ଷ୍ଟେସନରୁ ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଅବହେଳା ହେତୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ଉକ୍ତ ମହିଳା ଜଣକ ଷ୍ଟେସନ ଯାଉଥିବା ବେଳେ ଷ୍ଟେସନ ରାସ୍ତାରେ ବର୍ଷା ପାଣି ଭରି ଯାଇଥିଲା। ପାଣିରୁ ବାହାରିବା ପାଇଁ ମହିଳା ଜଣକ

ଜିଲ୍ଲା ପ୍ରଶାସନର ଉତ୍ତମ ପ୍ରୟାସ : ଅନାଥ ଝିଅର ହାତ ଧରିଲା ରାଜସ୍ଥାନର ଶିକ୍ଷିତ ଯୁବକ

ଫୁଲବାଣୀ : ଦିନେ ସେ ଥିଲା ଅଲୋଡା,ଫିଙ୍ଗି ଦିଆଯାଇଥିଲା ପରିତ୍ୟକ୍ତ ସ୍ଥାନରେ । ଜନ୍ମ କଲା ମାଆ ଛାତିରେ ପଥର ରଖି ଫିଙ୍ଗି ଦେଇଥିଲା ଝିଅଟିକୁ । ଉଦ୍ଧାର ହେବା ପରେ ମେଡିକାଲ ଓ ମାତ୍ର ତିନି ମାସ ର ହୋଇଥିଲା ବେଳେ ପହଞ୍ଚିଲା ଫୁଲବାଣୀର ସାଧନ ଅନାଥାଶ୍ରମରେ । ଏଠି ମାଆ ବାପା ପରିବାରର