Sign in
Sign in
Recover your password.
A password will be e-mailed to you.
ଓଡ଼ିଶାରେ ପ୍ରଥମ – ସମ୍ରେ ବ୍ରେନ୍ ଡେଡ ବ୍ୟକ୍ତିଙ୍କ ଅଂଗଦାନ ଫଳରେ ଦେଶର ୪ ଜଣ ରୋଗୀଙ୍କର ନୂତନ ଜୀବନ ଲାଭ
ଭୁବନେଶ୍ୱର, : ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶନିବାର ଜଣେ ବ୍ରେନ୍ ଡେଡ୍ ହୋଇଥିବା ରୋଗୀଙ୍କର ଶରୀରରୁ ଏକାଧିକ ଅଂଗ ବାହାର କରାଯାଇ ଅନ୍ୟ ଗୁରୁତର ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇପାରିଛି । ଗତ ଶନିବାର ଦିନ ଦେଶର ତିନିଟି ଭିନ୍ନ!-->…
ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଜିପ୍ଟର ସର୍ବୋଚ୍ଚ ସମ୍ମାନ 'Order of the Nile' ଗ୍ରହଣ କରିଛନ୍ତି। ସେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫର୍ଥା ଇ-ସିସ୍ଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ଭିତରେ ଏହା ବିଭିନ୍ନ ଦେଶ ପକ୍ଷରୁ!-->…
ଓୱେସିଙ୍କ ରାଲିରେ ‘ଔରଙ୍ଗଜେବ ଅମର ରହେ’ ସ୍ଲୋଗାନ
ମୁମ୍ବାଇ : ନିଜ ବୟାନ ପାଇଁ ଚର୍ଚ୍ଚାରେ ଥିବା ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ମହାରାଷ୍ଟ୍ରର ବୁଲଧାନାରେ ଓୱେସିଙ୍କ ଦଳ ପକ୍ଷରୁ ଆୟୋଜିତ ଏକ ରାଲିରେ ‘ଔରଙ୍ଗଜେବ ଅମର ରହେ’ ସ୍ଲୋଗାନ!-->…
ମନ୍ତ୍ରୀ ପଦ ପାଇଁ ବ୍ଲାକମେଲିଂ କରୁଛନ୍ତି ସୌମ୍ୟରଞ୍ଜନ: ଅନୁଭବ ପଟ୍ଟନାୟକ
ଭୁବନେଶ୍ୱର: ଫାଇଭ ଟି ସଚିବ ପ୍ରସଙ୍ଗରେ ନିଜର ମତାମତ ଆଲେଖ୍ୟ ଜରିଆରେ ଲେଖିଛନ୍ତି, ‘ସମ୍ବାଦ’ ଖବରକାଗଜରେ ସମ୍ପାଦକ ତଥା ଖଣ୍ଡପଡାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୂର୍ବରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।
ଏବେ!-->!-->!-->…
ଐତିହାସିକ ଅଲ-ହାକିମ୍ ମସ୍ଜିଦ୍ ପରିଦର୍ଶନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନିଃସର୍ତ୍ତ ଅଫିସ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଇଜିପ୍ଟର ରାଜଧାନୀ କାଇରାରେ ଥିବା ୧୧ଶହ ଶତାବ୍ଦିର ଐତିହାସିକ ଅଲ-ହାକିମ୍ ମସ୍ଜିଦ୍ ପରିଦର୍ଶନ କରିଥିଲେ। ଭାରତର ଦାଉଦୀ ବୋହରା ସମ୍ପ୍ରଦାୟଙ୍କ ସହାୟତାରେ ଏହି ଅଲ-ହାକିମ୍ ମସ୍ଜିଦ୍ର ଉନ୍ନତିକରଣ କରାଯାଇଛି। ଏହି ନବୀକରଣ କାମ!-->…
ଚାଷ ଜମିରେ ପ୍ରଶିକ୍ଷଣ ବିମାନର ଜରୁରୀକାଳୀନ ଅବତରଣ
ନୂଆଦିଲ୍ଲୀ: ବୈଷୟିକ ତ୍ରୁଟି ଯୋଗୁ ଏକ ପ୍ରଶିକ୍ଷଣ ବିମାନ କର୍ଣ୍ଣାଟକର କାଲାବୁରାଗିସ୍ଥିତ ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ରବିବାର ପୂର୍ବାହ୍ନ ପ୍ରାୟ ୯ଟାରେ ଜରୁରୀକାଳୀନ ଅବତରଣ କରିଛି। ଏହି ବିମାନରେ ଦୁଇଜଣ ମହିଳା ପାଇଲଟ ଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ!-->…
୫ଟି ସଚିବଙ୍କୁ ଅଧିକାର ଦେଲା କିଏ: ବିଜୟ ପଟ୍ଟନାୟକ
ଭୁବନେଶ୍ୱର: ଜିଲ୍ଲା ବୁଲୁଛନ୍ତି, ବିକାଶ କାର୍ଯ୍ୟର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ । ଯାହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଲଗାତାର ପ୍ରଶ୍ନ କରି ଚାଲିଛନ୍ତି । ଆଜି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପୁଣି ପାଣ୍ଡିଆନଙ୍କୁ ନେଇ!-->…
ଆମେରିକାରୁ କିଣାଯିବାକୁ ଥିବା ପ୍ରିଡେଟର ଡ୍ରୋନର ଦର ନେଇ ସହମତି ହୋଇନାହିଁ : ପ୍ରତିରକ୍ଷା ମନ୍ତ୍ରାଳୟ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଶେଷ ହୋଇଯାଇଛି ଓ ସେ ଏବେ ଇଜିପ୍ଟ ଗସ୍ତରେ ଅଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ ଆମେରିକା ଗସ୍ତ ସମୟରେ ହିଁ ପ୍ରିଡେଟର ଡ୍ରୋନ କ୍ରୟ କଥା ଚର୍ଚ୍ଚାରେ ଥିଲା । କେତେକ ସୋସିଆଲ ମିଡିଆ ରିପୋର୍ଟ ଅନୁସାରେ ଭାରତ ମହଙ୍ଗା ଦରରେ!-->…
ଭାରତୀୟ ସେନା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମେହବୁବା ମୁଫତି
ନୂଆଦିଲ୍ଲୀ :ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥାପ ପିଡିପି ମୁଖ୍ୟ ମେହବୁବା ମୁଫତି ଭାରତୀୟ ସେନା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ୫୦ ରାଷ୍ଟ୍ରୀୟ ରାଇଫଲର ଯବାନମାନେ ପୁଲୱାମାରେ ଥିବା ଗୋଟିଏ ମସିଜିଦରେ ପ୍ରବେଶ କରିଥିଲେ।
ଏହାପରେ ସେଠାରେ ଥିବା ମୁସଲିମମାନଙ୍କୁ!-->!-->!-->…
ଜୁନ୍ ୨୬ରୁ ତିନିଦିନିଆ ଏକାମ୍ର ପ୍ରକଳ୍ପ ଭୂମି ପୂଜନ କାର୍ଯ୍ୟକ୍ରମ
ଭୁବନେଶ୍ବର: ଚଳିତ ମାସ ୨୬ ତାରିଖ ଠାରୁ ଏକାମ୍ର ପ୍ରକଳ୍ପ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବ। ରାଜଧାନୀ ଭୁବନେଶ୍ଵରସ୍ଥିତ ଏକାମ୍ର କ୍ଷେତ୍ର ତିନି ଦିନ ଧରି ଉତ୍ସବମୁଖର ହେବ। ଏହି ସମାରୋହରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଅନେକ ଲୋକଙ୍କ ସମାଗମ ହେବ। ଏକାମ୍ର ପ୍ରକଳ୍ପ ଭୂମି ପୂଜନ ସମୟରେ!-->…