ସଂପୂର୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନିି-୫ କ୍ଷେପଣାସ୍ତ୍ର, ନିର୍ମାଣ ପାଇଁ ୫୦କୋଟି ଟଙ୍କାବ୍ୟୟ

ଧାମରା: ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ଆଜି ସନ୍ଧ୍ୟା ୫.୪୫ମିନିଟ ସମୟରେ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ସୁଦୀର୍ଘ ଚାଇନା ଏବଂ ରୁଷିଆକୁ ଲକ୍ଷ୍ୟଭେଦ କରିପାରୁଥିବା ଏବଂ ଚାଇନାର ଡଙ୍ଗପେଙ୍ଗ କ୍ଷେପଣାସ୍ତ୍ରକୁ ଟକ୍କର ଦେବା ଭଳି ଏହି

ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନିକଟରେ ଶେଷ ହୋଇଥିବା ପଦ୍ମପୁର ଉପନିର୍ବାଚନନେଇ ନବୀନ ନିବାସରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପରେ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଯିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୁନ୍ଦରଗଡ଼ରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଅଧୀନରେ ଚିନାବାଦାମ ଚାଷ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ପରିବାରଙ୍କୁ ଜୀବିକାର ବ୍ୟାପକ ସୁଯୋଗ ଦେବା ସହ ଅଧିକ ଆୟ ପାଇଁ କାର୍ଯ୍ୟକାରୀ ହେଉଛି ‘ମିଶନ ଜୀବିକା’ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ

ଅଗ୍ନି-୫ ମିଜାଇଲ ପରୀକ୍ଷଣ ସଫଳ: ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୫୫୦୦ କିଲୋମିଟର

ଧାମରା: ବାଲେଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ । ଭଦ୍ରକ ଜିଲ୍ଲା ଧାମରାର ଅବଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷଣ ହୋଇଛି । ରାତ୍ରୀକାଳୀନ ପରୀକ୍ଷଣ କଲା ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ । ପରୀକ୍ଷଣ ବେଳେ ଡିଆରଡିଓର ବୈଜ୍ଞାନିକ ମାନଙ୍କ ସହିତ ଉପସ୍ଥିତ ଥିଲେ ପ୍ରତିରକ୍ଷା ବିଭାଗ ସଚିବ ।

ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ମୋବାଇଲ ସମ୍ପୂର୍ଣ୍ଣ ନିଷେଧ

ଭୁବନେଶ୍ବର: ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ସମ୍ପୂର୍ଣ୍ଣ ମୋବାଇଲ ନିଷେଧ କରାଯାଇଛି। ସେବାୟତ, ପୁଲିସ, ଅଧିକାରୀ କେହି ନେଇ ପାରିବେନି ମୋବାଇଲ ଫୋନ। ସିଂହଦ୍ବାର ଓ ଦକ୍ଷିଣ ଦ୍ବାରରେ ମୋବାଇଲ ଜମାଦେଇ ଭିତରକୁ ଯିବେ। ନୀତିକାନ୍ତି ଅପଡେଟ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୋଟିଏ ମୋବାଇଲ

ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନରେ ମୁଖ୍ୟ ଆକର୍ଷଣ ପାଟାବାନ୍ଧା ଜଳ ପ୍ରପାତ

ଦାରିଙ୍ଗବାଡି,୧୫/୧୨ : ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବିଡ଼ିଓ ଗଦାଧର

ଆଇଜି ଓ ଜିଲାପାଳଙ୍କ ଅଦାଲତ ପରିସର ପରିଦର୍ଶନ

ସମ୍ବଲପୁର : ଗତ ୧୨ ତାରିଖରେ ସମ୍ବଲପୁର ଜିଲା ଅଦାଲତ ପରିସରରେ ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ସମୟରେ ଘଟିଥିବା ଅପ୍ରିତିକର ଘଟଣାକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାକୁ ନେଇ ଏବେ ସମ୍ବଲପୁରରେ ବିଭିନ୍ନ ମହଲରେ ବ୍ୟାପକ ହଲଚଲ ଜାରି

ବାଇକ ଡ଼ିକିରୁ ୪୭ ହଜାର ଟଙ୍କା ଲୁଟ

ପାଟଣା :ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ଗ୍ରାମର ବାସିନ୍ଦା ତଥା ପ୍ରାଣୀ ଚିକିତ୍ସା ବିଭାଗର ଅବସର ପ୍ରାପ୍ତ କର୍ମଚାରୀ ଗଣେଶ୍ୱର ନାଏକଙ୍କ ବାଇକ ଡ଼ିକି ରୁ ୪୭ ହଜାର ଟଙ୍କା କୌଶଳ କ୍ରମେ ଲୁଟ ହୋଇଯାଇଛି। ଗଣେଶ୍ୱର ପାଟଣା ଷ୍ଟେଟବ୍ୟାଙ୍କ ରୁ ୫୦ ହଜାର ଟଙ୍କା ଉଠାଇ ପୁଟୁଳିଆ ଯାଇଥିଲେ।

ଅମଳ ଧାନକୁ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ, ପ୍ରତିକାର ଦାବି

ବୁଗୁଡ଼ା : ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳର ପଞ୍ଚୁଭୁତି ସେକ୍ସନ ଉଦୟପୁର ବିଟ୍ ନିକଟସ୍ଥ କରସିଙ୍ଗି ଗାଁର ବଞ୍ଜର ଗହିରମାଳରେ ବୁଧବାର ମଧ୍ଯରାତ୍ରରେ ବଣୁଆ ହାତୀ ପଲର ଉପଦ୍ରବ ଦେଖିବାକୁ ମିଳିଛି । ଚାଷୀମାନେ ଆଠ ଟିକିଆ ହାତୀ ପାଲକୁ ଦେଖି ସେମାନଙ୍କୁ ଘୋଉଡାଇବା ପାଇଁ

ଭିଜିଲାନ୍ସ ଜାଲରେ ତମାଣ୍ଡୋ ଥାନା ଏସଆଇ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସଆଇଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଉଛି।