ଜନ୍ମ ହେଲା ୪ ଗୋଡ଼ିଆ ଶିଶୁକନ୍ୟା

ଗ୍ୱାଲିୟର: ଆପଣ ପୂର୍ବରୁ ଯୋଡ଼ାମୁଣ୍ଡ ଶିଶୁ, ଦେହଯୋଡ଼ା ଶିଶୁଙ୍କ ପରି କେତେ ଅଜବ ଶିଶୁଙ୍କ ବିଷୟରେ ଶୁଶିଥିବେ ଓ ଦେଖିଥିବେ। ହେଲେ ଏବେ ଆଉ ଗୋଟିଏ ବିରଳ ଘଟଣା ଘଟିଛି। ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରେ ଜଣେ ମହିଳା ୪ଟି ଗୋଡ଼ ଥିବା ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବର ପ୍ରଚାର

‘ପତଲି କମରିୟା ତେରୀ’ ଗୀତରେ ଡ୍ୟାନ୍ସ କରି ନିଲମ୍ବିତ ହେଲେ ୪ ମହିଳା କନଷ୍ଟେବଲ

ଅଯୋଧ୍ୟା: ମନ ଖୁସିରେ ନାଚିବା ୪ ଜଣ ମହିଳା କନଷ୍ଟେବଲଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାର ସମସ୍ତଙ୍କୁ ଉତ୍ତର ପ୍ରଦେଶ ପୁଲିସ୍‌ ପକ୍ଷରୁ ନିଲମ୍ବିତ କରାଯାଇଛି। ଏହି ୪ ମହିଳା କନଷ୍ଟେବଲ ରାମଜନ୍ମ ଭୂମିର ସୁରକ୍ଷା ଦାୟିତ୍ୱରେ ରହିଥିଲେ। ହେଲେ ସେମାନେ

ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କଲେ ଏଲନ ମସ୍କ

ସାନ ଫ୍ରାନ୍ସିକୋ: ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛନ୍ତି କମ୍ପାନୀର ନୂଆ ମାଲିକ ଏଲନ ମସ୍କ। ଏହି ସାମ୍ବାଦିକମାନେ ସମ୍ଭବତଃ ଟ୍ୱିଟରରେ ଘଟୁଥିବା ଘଟଣା ବିରୋଧରେ ଖବର ପ୍ରକାଶ କରିବା ସହ ମସ୍କଙ୍କୁ ଟାର୍ଗେଟ କରୁଥିବାରୁ ସେମାନଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇବା

କ୍ଲିଣ୍ଟନଙ୍କ ‘ସାପ’ ମନ୍ତବ୍ୟ ଦୋହରାଇ ପାକିସ୍ତାନ ଉପରେ ବର୍ଷିଲେ ଏସ୍‌ ଜୟଶଙ୍କର

ମିଳିତ ଜାତିସଂଘ: ପୁଣିଥରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ପୂରା ବିଶ୍ୱ ଜାଣିଛି। ଅଢ଼େଇ ବର୍ଷ କରୋନା କାଳରେ ସମସ୍ତଙ୍କ ସ୍ମରଣଶକ୍ତି ଟିକିଏ କିମି ଯାଇଛି, ହେଲେ ଅନ୍ତର୍ଜାତୀୟ

ବିଚାରପତି ପଦ ଖାଲି ପଡ଼ିବା ପ୍ରସଙ୍ଗ: ପୁଣି କଲେଜିୟମକୁ ଟାର୍ଗେଟ କଲେ ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ବିଚାରପତି ପଦ ଖାଲି ପଡ଼ିବା ପ୍ରସଙ୍ଗକୁ ନେଇ ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ପୁଣିଥରେ ତୀବ୍ର ହୋଇଛି। ଗୁରୁବାର ସଂସଦରେ କେନ୍ଦ୍ର ଆଇନମନ୍ତ୍ରୀ କରିଣ ରିଜିଜୁ ଏହି ପ୍ରସଙ୍ଗରେ ମତ ରଖିବା ବେଳେ ସୁପ୍ରିମକୋର୍ଟ କଲେଜିୟମକୁ ଟାର୍ଗେଟ କରିଛନ୍ତି। ଏଥିସହ

ଅସୁରକ୍ଷିତ ଅବସ୍ଥା ରେ ଘୋଡାହଡ ନଦୀ ସେତୁ ଯାତ୍ରୀ ହଟ ହଟା…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଘୋଡାହଡ ନଦୀ ସେତୁ ୧୯୯୮ ମସିହା ରେ ଓଡିଶା ର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ଜୁଲାଇ ମାସ ୫ ତାରିଖ ରେ ଶୁଭ ଉଦଘାଟନ କରିଥିଲେ। ପ୍ରତି ବର୍ଷ ମରାମତି ଆଳରେ ଉପରେ ପିଚୁ ପକାଇ ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣା ପଦାରେ

ଆରଟିଆଇ ତଥ୍ୟ ଖୋଲିଲା ହିଞ୍ଜିଳିକାଟୁ ବ୍ଳକ ଦୁର୍ନୀତିର ପେଢି…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମପଞ୍ଚାୟତ ରାଳବ ଗ୍ରାମରେ ସୌନ୍ଦର୍ଯ୍ୟ କରଣ ନାମରେ ଗ୍ରାମ୍ୟ ପାର୍କ ନିର୍ମାଣ ରେ ସାଂଘାତିକ ଦୁର୍ନୀତି ଅଭିଯୋଗ । ଏହିଭଳି ଅଭିଯୋଗ କୌଣସି ଉପାନ୍ତ ଅଞ୍ଚଳରୁ ନୁହେଁ ବରଂ ପ୍ରଶାସନର ନାକ ତଳେ ଥିବା ଖୋଦମୁଖ୍ୟମନ୍ତ୍ରୀ ଙ୍କ

ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ସମ୍ପ୍ରସାରଣ ଗଞ୍ଜାମବାସୀଙ୍କୁ ଲଲିପପ୍ :ବରିଷ୍ଠ କଂଗ୍ରେସ ନେତା ଓ ପିସିସି ସଭ୍ୟ…

ବ୍ରହ୍ମପୁର : ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ସମ୍ପ୍ରସାରଣ ପ୍ରସ୍ତାବ ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଆଉ ଏକ ଉଦାହରଣ। ଏହା ସହ ଉଚ୍ଚ ଶିକ୍ଷା ର ବିକାଶ ପ୍ରତି ସରକାରଙ୍କ ବିମୁଖତା କୁ ପ୍ରମାଣିତ କରିଛି। ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ସମ୍ପ୍ରସାରଣ

ଚିକିଟୀ ବ୍ଲକ୍‌ରେ ମିଶନ ଶକ୍ତି ଋଣ ମେଳା

ଚିକିଟୀ : ଚିକିଟୀ ବ୍ଲକ୍ ରେ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳା ସଶକ୍ତିକରଣ ଯୋଜନାରେ ମିଶନ ଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ମିଶନ ଶକ୍ତି ଦ୍ୱାରା ମହିଳା ମାନଙ୍କୁ ସ୍ୱବିଲମ୍ବୀ କରିବା ଉଦ୍ଧେଶ୍ୟ ନେଇ ସରକାର ମହିଳା ଆତ୍ମ ସହାୟକ ଗୋଷ୍ଠୀ କୁ ବିନା ସୁଧରେ ପାଞ୍ଚ ଲକ୍ଷ୍ୟ ଲେଖାଁଏ

ସୁନ୍ଦରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ, ୧୩୪ଟି ମଣ୍ଡି ଜରିଆରେ କିଣାଯିବ ଧାନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨-୨୩ ବର୍ଷ ପାଇଁ ଖରିଫ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଦିନ ସବଡେଗା ବ୍ଲକର କରମଡିହି ଲ୍ୟାମ୍ପ୍ସଠାରେ ଧାନ ମଣ୍ଡିକୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ ଉଦଘାଟନ କରିଛନ୍ତି। ପର୍ଯ୍ୟାୟକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଣ୍ଡି