ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ୮ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ବଡ଼ଦିନ ଓ ନୂଆଁବର୍ଷ ପର୍ବ ପାଳନ ନେଇଁ ଶାନ୍ତି ଜମିଟି…

ଦାରିଙ୍ଗବାଡ଼ି :୧୬/୧୨, କନ୍ଧମାଳ ଜିଲା, ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଜନ ପ୍ରତିନିଧି, ଗ୍ରାମ ମୁଖିଆ, ବଣିକ ସଙ୍ଘ, ସ୍ବେଚ୍ଛା ସେବୀ, ବ୍ଲକ ଅଞ୍ଚଳ ହ୍ୟୁମାନରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ସଦସ୍ୟଙ୍କୁ ନେଇଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଥାନା ସଭା

ରାଜଧାନୀର ରସୁଲଗଡ଼ ଛକରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ବର: ରାଜଧାନୀରେ ହଣାକଟା । ଜମିବାଡ଼ିକୁ କେନ୍ଦ୍ର କରି ହଣାକଟା । ଭୁବନେଶ୍ୱର ରସୁଲଗଡ଼ ଛକରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । କଟୁରୀରେ ହାଣିବା ଯୋଗୁ ବିମ୍ବାଧର ଜେନା ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ବିମ୍ବାଧରଙ୍କ ରସୁଲଗଡ଼ରେ

ମାତ୍ର ୧୦ ଟଙ୍କା ପାଇଁ ସପ୍ତମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଘଟଣା: ବିସ୍ତୃତ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ…

କଟକ: ମାତ୍ର ୧୦ ଟଙ୍କା ପାଇଁ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା। ହାଇକୋର୍ଟ ଶୁଣାଣି କରି ବିସ୍ତୃତ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ରାଜ୍ୟ ସରକାର ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରି ଦର୍ଶାଇଥିଲେ ଯେ ମୃତ ଛାତ୍ରୀଙ୍କ

ଶିମିଳିପାଳରେ ହାତୀ ଶିକାର ଓ ପୋଡ଼ି ଦେବା ଘଟଣା: ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରତ୍ୟକ୍ଷଦର୍ଶୀ ବନ କର୍ମଚାରୀଙ୍କ…

ବାରିପଦା: ଶିମିଳିପାଳରେ ହାତୀ ଶିକାର ଓ ପୋଡି ଦେବା ଘଟଣା। ଅଧିକାରୀଙ୍କ ତାଗିଦ୍‌ରେ ଭୟଭୀତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରତ୍ୟକ୍ଷଦର୍ଶୀ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ତୁରାମ ପୁର୍ତ୍ତି। ଚିକିତ୍ସାଧୀନ ଅବସ୍ଥାରେ କଟକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି।ଏସିବି

ବୁଗୁଡ଼ା ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଯାପିତ…

ବୁଗୁଡ଼ା : ତା ୧୬/୨୨/୨୨ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ବୁଗୁଡ଼ା ବ୍ଲକ୍ ପ୍ରଶାସନ ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି । ଏଥିରେ ୨୧ଟି ଉଚ୍ଚ ବିଦ୍ୟାଳୟ ଓ ୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୨୭୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ

ମହକିଲଙ୍କୁ ମିଳିବ ଆଇନ ସହାୟତା, ସମ୍ବଲପୁର କୋର୍ଟ ଗେଟ୍‌ ପାଖରେ ଖୋଲିଲା ହେଲ୍‌ପ ଡେସ୍କ

ସମ୍ବଲପୁର: ମହକିଲଙ୍କୁ ମିଳିବ ଆଇନ ସହାୟତା। ସମ୍ବଲପୁର କୋର୍ଟ ଗେଟ୍‌ ପାଖରେ ଖୋଲିଲା ହେଲ୍‌ପ ଡେସ୍କ। ସ୍ୱାଭାବିକ ହେଉଛି କୋର୍ଟ କାର୍ଯ୍ୟ। ଜିଲ୍ଲା କୋର୍ଟ ମୁଖ୍ୟ ଫାଟକ ନିକଟରେ ହେଲପ୍‌ ଡେସ୍କ ଖୋଲାଯାଇଛି। କୋର୍ଟରେ ପାରା ଲିଗାଲ୍‌ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ପାରା

୨୨ବର୍ଷ ପରେ ସ୍ବାମୀ ଘର ସାମ୍ନାରେ ମା’ ପୁଅଙ୍କ ଧାରଣା

ବାସୁଦେବପୁର: ୨୨ବର୍ଷ ପରେ ସ୍ବାମୀ ଘର ସାମ୍ନାରେ ମା ପୁଅଙ୍କ ଧାରଣା । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ଶୁକଦେବପୁର ୧୪ ଓ୍ୱାର୍ଡରେ ଦେଖିବାକୁ ମିଳିଛି ଏହି ଘଟଣା। ନିଜ ଅଧିକାର ପାଇଁ ୨୨ବର୍ଷ ପରେ ମା ପୁଅ ମଧ୍ୟପ୍ରଦେଶରୁ ଆସି ନିଜ ସ୍ୱାମୀ ଘର ଆଗରେ

ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କୁ ଖାଇବାକୁ ନଦେବା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ

କରଞ୍ଜିଆ: ଗତ ଅକ୍ଟୋବର ୨୩ରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ହଷ୍ଟେଲରେ ରହୁଥିବା ଛାତ୍ରୀ ମାନେ ଖାଇବାକୁ ନ ପାଇ ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଦୀର୍ଘ ସମୟ କାନ୍ଦିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଆଜିଠୁ ମକର ସଂକ୍ରାନ୍ତି ଯାଏ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ

ପୁରୀ: ଆଜି ଧନୁ ସଂକ୍ରାନ୍ତି । ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀ ମନ୍ଦିରରେ ଲାଗି ହୋଇଛି ପହଲି ଭୋଗ । ଆଜି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି ।

ଫ୍ଲିପକାର୍ଟରୁ ମୋବାଇଲ ଚୋରି କରି ଧରାପଡିଲା ଡେଲିଭରୀ ବୟ

ଆଳି: ଧରାପଡିଲା ଡେଲିଭରୀ ବୟ। ଅନଲାଇନରେ ଠକେଇ କରି ବନ୍ଧା ହେଲେ ଡେଲିଭରି ବୟ । କେନ୍ଦ୍ରାପଡ଼ା ଆଳିରେ ଦେଖିବାକୁ ମିଳିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଡେଲିଭରି ବୟ ହେଉଛନ୍ତି ସିଙ୍ଗିରି ଗାଁର ଦୀପକ ମଳିକ । ତାଙ୍କଠୁ ପୋଲିସ ୩ଟି ଦାମୀ ମୋବାଇଲ ଓ ୩ଟି ବ୍ଲୁ-ଟୁଥ୍ ଜବତ କରିଛି । ଦୀପକ