୨୦୨୪ ଶେଷ ବେଳକୁ ଭାରତର ସଡକ ଭିତ୍ତିଭୂମି ଆମେରିକା ସହ ସମାନ ହେବ: ନୀତିନ ଗଡକରୀ

ନୂଆଦିଲ୍ଲୀ: ୨୦୨୪ ଶେଷ ପୂର୍ବରୁ ଭାରତର ସଡକ ଭିତ୍ତିଭୂମି ଆମେରିକାର ମାନ ସହ ସମାନ ହେବ। କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଶୁକ୍ରବାର ଏହା କହିଛନ୍ତି। ଏଠାରେ ୯୫ତମ ଏଫଆସିସିଆଇ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି ଯେ, ଆମେ ଦେଶରେ

୨୦୨୫ ପରେ ଟୋକିଓରେ ନିର୍ମିତ ଘରେ ସୌରଶକ୍ତି ବାଧ୍ୟତାମୂଳକ

ଟୋକିଓ: ଜାପାନ ରାଜଧାନୀ ଟୋକିଓରେ ଗୃହ ନିର୍ମାତାମାନଙ୍କ ପାଇଁ ସମସ୍ୟା ବଢ଼ିଲା। ୨୦୨୫ ଏପ୍ରିଲ ପରେ ଏଠାରେ ରିଅଲ ଇଷ୍ଟେଟ ସଂସ୍ଥାଗୁଡ଼ିକ ଯେଉଁ ଘର ନିର୍ମାଣ କରିବେ ସେଥିରେ ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଘରୁ ନିର୍ଗତ ହେଉଥିବା ଅଙ୍ଗାରକ ନିର୍ଗମନକୁ ହ୍ରାସ କରିବା ପାଇଁ

ଆଜିଠାରୁ ଜାନୁଆରି ୧ ପର୍ଯ୍ୟନ୍ତ ସୁପ୍ରିମ୍‌ କୋର୍ଟର ଶୀତଛୁଟି

ନୂଆଦିଲ୍ଲୀ : ଡିସେମ୍ବର ୧୭ରୁ ଜାନୁଆରି ୧ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଶୀତ ଛୁଟି ହେବ। ତେବେ ଏହି ଶୀତ ଛୁଟି ସମୟରେ କୌଣସି ଅବକାଶ ଖଣ୍ଡପୀଠ ଉପଲବ୍ଧ ହେବନାହିଁ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଏନେଇ ଘୋଷଣା କରିଛନ୍ତି। କୋର୍ଟରୁମ୍‌ରେ

ଗୋଟିଏ ଦିନରେ ୭୦ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ

କିଭ: ଯୁଦ୍ଧ ପରଠାରୁ ରୁଷ ଶୁକ୍ରବାର ୟୁକ୍ରେନ ଉପରେ ବଡ଼ଧରଣର ଆକ୍ରମଣ କରିଛି। ଗୋଟିଏ ଦିନରେ ୭୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ରୁଷ ସେନା। ୟୁକ୍ରେନ୍‌ର ଦ୍ୱିତୀୟ ବୃହତମ ସହର କିଭ୍‌କୁ ଧ୍ୱସ୍ତବିଧ୍ୱସ୍ତ କରିଛି ଶତ୍ରୁ ରାଷ୍ଟ୍ର । ପ୍ରତିପପକ୍ଷ ସେନାର ଘନ ଘନ ମିଶାଇଲ ମାଡ଼

ସାଇକେଲରୁ ପଡି କଲେଜ ଛାତ୍ର ଗୁରୁତର…

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ଜନୈକ +୨ କଳା ପ୍ରଥମ ବର୍ଷ ଛାତ୍ର ସାଇକେଲରୁ ପଡି ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଛାତ୍ର ଜଣକ ହେଲେ ବୁଗୁଡ଼ା ଅନ୍ଧାରୁଆ ସାହିର ଆଶିଷ କୁମାର ସାହୁ (୧୬) । ପ୍ରକାଶ ଯେ, ଆଜି ସକାଳେ ଆଶିଷ ସାଇକେଲରେ

ଦାରିଦ୍ର୍ୟ ମୁକ୍ତ କରି ଦୀର୍ଘସ୍ଥାୟୀ ବିକାଶ ହାସଲ ନିମନ୍ତେ ୧୭ଗୋଟି ଲକ୍ଷ୍ୟ…

ଫୁଲବାଣୀ : ଆମେ ଚାହୁଁଥିବା ଭବିଷ୍ୟତ ଓ ଜନମାନସର ସାମଗ୍ରିକ ଉନ୍ନତି ପାଇଁ ଭାଗିଦାରୀ ଆଧାରରେ ସହସ୍ରାଦ୍ଧ ବିକାଶ ଲକ୍ଷ୍ୟର ବିଭିନ୍ନ ସଫଳତାକୁ ପାଥେୟ କରି ବିଶ୍ବଶାନ୍ତି ବଜାୟ ରଖିବାରେ ଜାତିସଂଘ ଦ୍ବାରା ବିଶ୍ଵର ୧୯୩ଟି ଦେଶ ପାଇଁ ୧୭ଟି ନିରନ୍ତର ତଥା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ

ଖରିଫ ବର୍ଷ 2022-23 ପାଇଁ ଧାନ କିଣା କାର୍ଯ୍ୟକ୍ରମ ର ଶୁଭାରମ୍ଭ…

ଶେରଗଡ଼ : ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଶେରଗଡ଼ ବ୍ଲକ ଅନ୍ତର୍ଗତ ଡେଙ୍ଗା ପଦର ପ୍ରାଥମିକ ସେବା ସମବାୟ ସମିତି ରେ ଖରିଫ ବର୍ଷ 2022-23 ପାଇଁ ଧାନ କିଣା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହେଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି

ସୁନ୍ଦରଗଡ଼ରେ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ : ପ୍ରଥମ ଦିନରେ ଖୋଖୋ ଏବଂ ଭଲିବଲ ପ୍ରତିଯୋଗିତାରେ…

ସୁନ୍ଦରଗଡ଼ : ହକି ବିଶ୍ୱକପକୁ ସ୍ମରଣୀୟ ଏବଂ ଅଧିକ ଆକର୍ଷଣୀୟ କରିବା ପାଇଁ ଜନସାଧାରଣଙ୍କୁ ଯୋଡ଼ି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ବିଶେଷକରି ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା

ବୁଗୁଡା ବ୍ଳକ ସ୍ତରୀୟ ଧାନମଣ୍ଡିର ଶୁଭାରମ୍ଭ…

 ବୁଗୁଡା ବୁଗୁଡା ବ୍ଳକ ଅନ୍ତର୍ଗତ ଏ.କରଡାବାଡି ସେବା ସମବାୟ ସମିତିରେ ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ବ୍ଳକ ସ୍ତରୀୟ ଧାନ ମଣ୍ଡିର ଶୁଭାରମ୍ଭ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ସଂଗ୍ରାମ କେଶରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡି ଉଦ୍ଘାଟନ କରିବା ସହ ବ୍ଳକରେ ମଣ୍ଡି

ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ…

ଦାରିଙ୍ଗବାଡି : ୧୬/୧୨, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ପାଟଖଣ୍ଡା ଖେଳ ପଡିଆ ଠାରେ ରାମ ନାୟକ ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ନେତାଜୀ ଆଥଲେଟିକ୍ ସଂଘ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜୋନ କରାଯାଇଛି । ମୁଖ୍ୟ ଅତିଥି