Sign in
Sign in
Recover your password.
A password will be e-mailed to you.
ଭିଜିଲାନ୍ସ ଦ୍ୱାରା ଗିରଫ କୋଦଳା ତହସିଲ ନାଜିରଙ୍କୁ ମିଳିଲା ଜାମିନ୍…
ବ୍ରହ୍ମପୁର:- ୬୦୦୦ ଟଙ୍କା ଲାଞ୍ଚ ନେବା ମାମଲାରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହୋଇଥିବା କୋଦଳା ତହସିଲଦାରଙ୍କ କାର୍ଯ୍ଯାଳୟ ଅଧିନରେ କାର୍ଯ୍ଯରତ କର୍ମଚାରୀ ସଞ୍ଜୟ ସେଠୀଙ୍କୁ ମିଳିଛି ଜାମିନ୍। ନଭେମ୍ବର ମାସ ୨୧ ତାରିଖରେ କୋଦଳାର କକା ହୋଟଲ ପାଖରେ ନାଜିର ଭାବରେ!-->!-->!-->…
ଶ୍ୱଶୂରଙ୍କୁ ତାଲା ପକାଇ ବୋହୂ ଫେରାର, ଛାତ୍ରଙ୍କୁ ଧରି ଟିଉସନ ଦିଦି ଛୁ: ଦୁଇଟି ଘଟଣା, ହେଲେ ମହିଳା ଜଣେ!
ନୟାଗଡ/ଭୁବନେଶ୍ୱର: ଶ୍ୱଶୂରଙ୍କୁ ତାଲା ପକାଇ ବୋହୂ ଫେରାର । ଛାତ୍ରଙ୍କୁ ଧରି ଟିଉସନ ଦିଦି ଛୁ । ଦୁଇଟି ଘଟଣା ଦୁଇଟି ଏତଲା । ହେଲେ ମହିଳା ଜଣେ । ଦଶପଲ୍ଲାରେ ଦିଦି, ଭୁବନେଶ୍ୱରରେ ବୋହୂ । ଏହି ଘଟଣାକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଚର୍ଚ୍ଚା । ଛାତ୍ରଙ୍କୁ ନେଇ ଦିଦି ଫେରାର ପରେ ଏବେ!-->…
ଅମିତାଭ ବଚ୍ଚନଙ୍କ ‘ସ୍ବାଧୀନତା’ ଭାଷଣ ପାଇଁ ‘ବିଜେପି’ ଓ ‘ଟିଏମ୍ସି’ ମଧ୍ୟରେ ବିବାଦ
କୋଲ୍କାତା: ‘୨୮ତମ କୋଲ୍କାତା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ’ରେ ନାଗରିକ ସ୍ବାଧୀନତା ଓ ମତବ୍ୟକ୍ତ କରିବାର ସ୍ବାଧୀନତା ଉପରେ ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନଙ୍କ ବକ୍ତବ୍ୟ ଯୋଗୁଁ ପଶ୍ଚିମବଙ୍ଗରେ ଶାସକ ‘ତୃଣମୂଳ କଂଗ୍ରେସ’ ଓ ‘ବିଜେପି’ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଛି।
!-->!-->!-->…
ଜାନୁଆରି ୨୪ରେ ‘ଜେଇଇ’; ମେ ୭ରେ ‘ନିଟ୍’
ନୂଆଦିଲ୍ଲୀ: ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଜାନୁଆରି ୨୪ରେ ‘ଜେଇଇ’ ଏବଂ ମେ ୭ରେ ‘ନିଟ୍’ ପରୀକ୍ଷା କରାଯିବ ବୋଲି ଗୁରୁବାର ରାତିରେ ‘ନ୍ୟାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି’ ଘୋଷଣା କରିଛି।
୨୦୨୩ ଜାନୁଆରି ୨୪, ୨୫, ୨୭, ୨୮, ୨୯, ୩୦ ଏବଂ ୩୧ ତାରିଖରେ ‘ଜେଇଇ ମେନ୍ ୨୦୨୩’!-->!-->!-->…
୧୯୭୧ ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ରେ ପାକିସ୍ତାନକୁ ପରାସ୍ତ କରିଥିବା ଭାରତ ପାଳନ କରୁଛି ‘ବିଜୟ ଦିବସ’
ନୂଆଦିଲ୍ଲୀ: ୧୯୭୧ ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ରେ ପାକିସ୍ତାନ ଉପରେ ବିଜୟ ହାସଲ କରିଥିବା ଭାରତ ଆଜି ୫୧ତମ ‘ବିଜୟ ଦିବସ’ ପାଳନ କରୁଛି। ଏହି ଅବସରରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ପ୍ରଦାନ ଉତ୍ସବରେ ଯୋଗା ଦେଇ ସହିଦ ଯବାନମାନଙ୍କ ପ୍ରତି!-->…
କିବ୍ ଆକ୍ରମଣ ଲାଗି ରୁଷ୍ ୨ ଲକ୍ଷ ନୂଆ ସୈନିକ ପ୍ରସ୍ତୁତି କରୁଛି: ୟୁକ୍ରେନ୍
କିବ୍: ୨୦୨୩ ଆଦ୍ୟ ମାସଗୁଡ଼ିକରେ କିବ୍ ଉପରେ ରୁଷ୍ ପୁଣି ଥରେ ଆକ୍ରମଣ କରିପାରେ ବୋଲି ୟୁକ୍ରେନ୍ ସଶସ୍ତ୍ର ବାହିନୀର ମୁଖ୍ୟ କମାଣ୍ଡର୍ ଅନୁମାନ କରୁଥିବା କଥା ଗୁରୁବାର ଦିନ ‘ଦି ଇକୋନୋମିଷ୍ଟ୍’ ପ୍ରକାଶ କରିଥିବା ସାକ୍ଷାତ୍କାରରୁ ଜଣାପଡ଼ିଛି।
ଏବେ ବେଶୀ ଅଂଶ ୟୁକ୍ରେନ୍ର ପୂର୍ବ!-->!-->!-->…
ଏକ ଲକ୍ଷ ଦାନ କଲେ ମହିଳା ଭିକାରି…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିସରରେ ଭିକ୍ଷା ବୃତ୍ତି କରୁଥିବା ତୁଳା ବେହେରା ନାମକ ଜଣେ ୭୦ ବର୍ଷର ମହିଳା ମନ୍ଦିରକୁ ଦାନ କଲେ ଏକ ଲକ୍ଷ ଟଙ୍କା l ଏ ଦୁନିଆରେ ସମସ୍ତେ ଧନ ସମ୍ପତ୍ତି ଅର୍ଜନ ପାଇଁ ନ ଖାଇ ନ ପିଇ ଦିନ ରାତି ଏକ କରି ଉପାର୍ଜନ!-->!-->!-->…
ମଦ ମୃତ୍ୟୁକୁ ନେଇ କୌଣସି କ୍ଷତିପୂରଣ ମିଳିବ ନାହିଁ: ନୀତୀଶ କୁମାର
ପାଟନା: ବିହାରରରେ ମଦ ମୃତ୍ୟୁକୁ ନେଇ ଅଧିକ କଠୋର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିଷାକ୍ତ ମଦ୍ୟପାନ କରି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପ୍ରତି ନୀତିଶଙ୍କର କୌଣସି ସମବେଦନା ନଥିବା ସଙ୍କେତ ଦେଇଛନ୍ତି। ମୃତକଙ୍କୁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ବୋଲି ନୀତିଶ!-->…
ଭୂସ୍ଖଳନ ଘଟଣା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି, ଏବେ ବି ୨୨ ନିଖୋଜ
କ୍ୱାଲାଲୁମପୁର: ମ୍ୟାଲେସିୟାର ରାଜଧାନୀ କ୍ୱାଲାଲୁମପୁର ଉପକଣ୍ଠରେ ଥିବା ଗୋଟିଏ କ୍ୟାମ୍ପ ନିକଟରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ମଧ୍ୟ ରହିଛନ୍ତି। ଏବେ ବି ଆହୁରି ୨୨ ଜଣ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କୁ ଠାବ କରିବାକୁ!-->…
କିନ୍ନର ସଶକ୍ତି କାର୍ଯ୍ୟକ୍ରମ ଓ ସଚେତନତା କର୍ମଶାଳା…
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପ୍ରଶାସନ ଓ ସ୍ବାତୀର ମିଳିତ ଆନୁକୁଲ୍ୟରେ ପଂଚାୟତ ସମିତି ବୈଠକ ଗୃହରେ ସରକାରଙ୍କ ବିଭିନ୍ନ ଗରିବ ଦୁରୀକରଣ ଯୋଜନା ଓ ଟ୍ରାନସ୍କେଣ୍ଡର ସଶକ୍ତି କରଣ କାର୍ଯ୍ୟକ୍ରମ “ସ୍ୱୀକୃତୀ” ଉପରେ ସଚେତନତା କର୍ମଶାଳା ପଂଚାୟତ ସମିତି ଅଧ୍ୟକ୍ଷ ଦିଲ୍ଲିପ!-->!-->!-->…