Sign in
Sign in
Recover your password.
A password will be e-mailed to you.
ଗଞ୍ଜାମ ଜିଲାପାଳଙ୍କ ହିଞ୍ଜିଳିକାଟୁ ଗସ୍ତ
ହିଞ୍ଜିଳିକାଟୁ, : ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା ନିମନ୍ତେ ଗୁରୁବାର ହିଞ୍ଜିଳିକାଟୁ ବ୍ଳକ ଓ ପୌରାଞ୍ଚଳ ଗ୍ରସ୍ତ କରିଥିଲେ। ହିଞ୍ଜିଳିକାଟୁ ମ୍ୟୁନିସିପାଲଟିରେ ମାର୍କେଟ କମ୍ପ୍ଲେକ୍ସ, ଆହାର କେନ୍ଦ୍ର, ମିଶନ ଶକ୍ତି କାଫେ ସେଣ୍ଟର ଏବଂ!-->…
ଓଡ଼ିଶାର ବିଭିନ୍ନ ଜାଗାରେ ଦେଖାଗଲା ଉଜ୍ଜ୍ୱଳମୟ ଆଲୋକ
ଓଡ଼ିଶା ଆକାଶରେ ରହସ୍ୟମୟ ଆଲୋକ । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆଉ ଆଲୋଚନା । ଏଇ କିଛି ସମୟ ପୂର୍ବରୁ ଭଦ୍ରକ ଚାନ୍ଦବାଲିଠାରୁ ଆରମ୍ଭ କରି ପୁରୀର କାକଟପୁର, କଟକ ଏବଂ ମୟୁରଭଞ୍ଜର କରଞ୍ଜିଆରେ ଦେଖିବାକୁ ମିଳିଛି ଏହି ରାହସ୍ୟମୟ ଆଲୋକ ।କାକଟପୁର ମା ମଙ୍ଗଳାଙ୍କ ମନ୍ଦିର ଉପରେ ଏହି!-->…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା ବିଜେପି ସାଂସଦ ମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଓଡ଼ିଶା ସରକାରଙ୍କୁ ପରାମର୍ଶ!-->…
ଜଗତସିଂହପୁରରେ ୨୧୪ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୨୧୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଜଗତସିଂହପୁର, ରଘୁନାଥପୁର, ତିର୍ତ୍ତୋଲ ଓ ବାଲିକୁଦାରେ ୪ଟି ମିଶନ ଶକ୍ତି ଭବନ ଉଦ୍ଘାଟନ କରିଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୧୦!-->…
ନାଇଜେରିଆନ ସାଇବର ଠକକୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି
ଭୁବନେଶ୍ୱର: ନୂଆଦିଲ୍ଲୀରୁ ନାଇଜେରିଆନ ସାଇବର ଠକକୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି । ସାଇବର ଠକେଇ ଅଭିଯୋଗରେ ନାଇଜେରିଆ ନାଗରିକ ପାଟ୍ରିକ ଚିଜୋରୋମ ଓରାଜାକାକୁ ଗିରଫ କରାଯାଇଛି। ଇନ୍ସପେକ୍ଟର ଅନୀଲ ଆନନ୍ଦଙ୍କ ନେତୃତ୍ୱରେ ଦିଲ୍ଲୀ ଦ୍ବାରକାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି ।!-->…
ପିଜିଟି ପଦବୀ ପୂରଣ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ
ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ଖାଲିଥିବା ସ୍ନାତକୋତ୍ତର ( ପିଜିଟି ) ପଦବୀଗୁଡିକ ପୂରଣ କରିବା ନିମନନ୍ତେ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଛି। ଇତି ମଧ୍ଯରେ ଓପିଏସସି ଦ୍ବାରା ୩୩୫ ଜଣ ପିଜିଟିଙ୍କୁ ନିଯୁକ୍ତ ପ୍ରଦାନ!-->…
ରାଜଧାନୀରେ ବଢୁଛି ମଶାଙ୍କ ପ୍ରାଦୁର୍ଭାବ, କେମିକାଲ ସ୍ପ୍ରେ କରିବାକୁ ବ୍ୟବହାର ହେବ ଡ୍ରୋନ
ରାଜଧାନୀରେ ବଢୁଛି ମଶାଙ୍କ ପ୍ରାଦୁର୍ଭାବ। ମଶାଙ୍କ ବଂଶ ବିସ୍ତାରକୁ ରୋକିବାକୁ ବିଏମସିର ଚିନ୍ତା। ମଶା ବଂଶ ନିପାତ ପାଇଁ ବିଏମସି ନେବ ପଦକ୍ଷେପ। ଆଗାମୀ ଏକ ମାସ ପର୍ଯ୍ୟନ୍ତ ବ୍ୟାପକ ହେବ ମଶା ତେଲ ପକାଇବା ଓ ମଶା ଧୂଆଁ ଛାଡିବା ଅଭିଯାନ। ବଢିବ ଟିଫା ମେସିନ ଓ ଟିମ ସଂଖ୍ୟା।
ମଶାବଂଶ!-->!-->!-->…
ପୁରୀ ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ, ୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
ପୁରୀ: ପୁରୀ ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ। କାଠ ଗୋଦାମରେ ଲାଗିଲା ନିଆଁ। ଖବର ପାଇ ଅଗ୍ନିଶମ ବାହିନୀର ୮ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନି କାଣ୍ଡର କାରଣ ଅସ୍ପଷ୍ଠ ଥିବା ବେଳେ ପ୍ରାୟ ୫ କୋଟି ଟଙ୍କାର ମୂଲ୍ୟବାନ କାଠ!-->…
ଭୂତଳଜଳର ବିକାଶ ଏବଂ ପରିଚାଳନା ପଦ୍ଧତି ତାଲିମ ଶିବିର ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଡଃ ମେଜର ଏସ ବଳିୟାର ସିଂଙ୍କ ସଭାପତିତ୍ବରେ ଭୂତଳ ଜଳର ବିକାଶ ଏବଂ ପରିଚାଳନା ପଦ୍ଧତି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି lଏଥି ସକାଶେ ଭୁବନେଶ୍ୱରରୁ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ନାମକ ଗୋଟିଏ ଟିମ୍!-->…
ଲୋକସଭାରେ ଉଠିଲା ଅର୍ଚ୍ଚନା ପ୍ରସଙ୍ଗ, ସିବିଆଇ ତଦନ୍ତ ଦାବି କଲେ ବିଜେପି ସାଂସଦ ସୁରେଶ ପୂଜାରୀ
ଭୁବନେଶ୍ବର: ଲୋକସଭାରେ ଉଠିଲା ଅର୍ଚ୍ଚନା ନାଗ ବ୍ଲାକମେଲ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସିବିଆଇ ତଦନ୍ତ ଦାବି କଲେ ବିଜେପି ସାଂସଦ ସୁରେଶ ପୂଜାରୀ। ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର ପାଇଁ ମଧ୍ୟ ଦାବି କଲେ। ଓଡ଼ିଶା ପୁଲିସ ଉପରେ ପ୍ରଶ୍ନ ଉଠାଇ ସୁରେଶ ପୂଜାରୀ କହିଥିଲେ ଯେ ଅର୍ଚ୍ଚନା ନାଗ!-->…