Sign in
Sign in
Recover your password.
A password will be e-mailed to you.
ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷାଙ୍କ ମହନୀୟତା,ଦୁଇ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ
ଚିତ୍ରକୋଣ୍ଡା: ଆଜି ଆଦିବାସୀ ଅଧୁଷିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଜାନବାଇ ମେଡିକାଲ ପିଏଚସିନିଉ ଠାରେ ସ୍ୱାଭିମାନ ଅଞ୍ଚଳ ର ଦୁଇ ଜଣ ଯକ୍ଷ୍ମା ଆକ୍ରାନ୍ତ ରୋଗୀ ଯଥା ବଡପଡା ପଞ୍ଚାୟତ ଖଜୁରୀଗୁମା ଗ୍ରାମର ଘେନୁ ଚରଣ ବଣ୍ଡା ଏବଂ ଜାନବାଇ କଲୋନୀ ଗ୍ରାମର ଦମାଇ ଖିଲ!-->…
ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ
ପାଟଣା : ଢେଙ୍କିକୋଟ ପଞ୍ଚାୟତ ଲଙ୍ଗଳକଣ୍ଟି ଗ୍ରାମର କୁଞ୍ଜବିହାରୀ ଗିରିଙ୍କର ୪ ଟି ଟ୍ରାକ୍ଟର ଓ ବିଜୟ କୁମାର ଗିରିଙ୍କର ୧ଟି ଟ୍ରାକ୍ଟର ପରିମାଣର ଧାନ ବିଡା ଖଳାରେ ନିଆଁ ଲାଗି ଜଳିଯାଇଛି ।
ଖବର ପାଇ ଘଟଗାଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର!-->!-->!-->…
ହିଞ୍ଜିଳିକାଟୁ ସରକାରୀ ଵୃନ୍ଦାବନ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ
ହିଞ୍ଜିଳିକାଟୁ ୧୫।୧୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଚାଲି ରହିଥିଲା । ମଙ୍ଗଳବାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ!-->…
ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ
ବ୍ରହ୍ମପୁର : ଆଜି ପୂର୍ବାହ୍ନ ସମୟରେ ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଜନୈକ ଯୁବକ ନିଶାଶକ୍ତ ଅବସ୍ଥାରେ ନିଜ ବେକକୁ ଏକ ଧାରୁଆ ପଦାର୍ଥ ରେ କାଟି ଦେଇଥିବା ଦେଖିବାକୁ ମିଳିଥିଲା ।ଯୁବକ ଜଣକ ବେକ କାଟୁଥିବା ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଜଣାପଡିଛି। ଘଟଣା ସ୍ଥଳରେ ସ୍ଥାନୀୟ!-->…
ଜମି କିସମ ବଦଳାଇବାକୁ ଲାଞ୍ଚ; ଧରାପଡ଼ିଲେ ତହସିଲଦାର
ବେଗୁନିଆ : ଜମିର କିସମର ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରାପଡିଲେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ। ବୁଧବାର ତହସିଲଦାର ନିଜ କଳିଙ୍ଗନଗରସ୍ଥିତ ବାସଭବନ ସାମ୍ନାରେ ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିବା ବେଳେ!-->…
ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହେବ
ଫୁଲବାଣୀ : କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ (ରବିବାର)ଦିନ ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ(କିମ୍)ଆନୁକୂଲ୍ୟରେ ଏକ ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର!-->…
ଅଜଣା ଦୁର୍ବୃତ୍ତଙ୍କ ଗୁଳି ମାଡରେ ମହିଳା ଗୁରୁତର
ଦେବଗଡ : ଅଜଣା ଦୁର୍ବୃତ୍ତଙ୍କ ଗୁଳି ମାଡରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଗ୍ରାମପଂଚାୟତ କଦୋଗୁଡା ଗ୍ରାମରେ ବୁଧବାର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ରାଜେଶ ମହନ୍ତଙ୍କ ଘର ଭିତରେ ପଶି ଜଣେ ଅଜଣା ଦୁର୍ବୃତ୍ତ!-->…
ବ୍ଲକ୍ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଘାଟିତ
ବୁଗୁଡା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଆୟୋଜିତ ବ୍ଲକ୍ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଉକ୍ତ କ୍ରୀଡା ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ବିଡିଓ ବାସୁଦେବ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ!-->…
ପ୍ରଥମ ଟେଷ୍ଟ୍ : ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ, ୧୩୩ ରନରେ ୮ ଓ୍ବିକେଟ ହରାଇଲା
ଚଟ୍ଟୋଗ୍ରାମ : ଚଟ୍ଟୋଗ୍ରାମଠାରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟର ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ନିଜର ସ୍ଥିତିକୁ ଦୃଢ କରିଛି । ଭାରତର ପ୍ରଥମ ଇନିଂସ ସ୍କୋର ୪୦୪ ରନ ଜବାବରେ ବାଂଲାଦେଶ ୮ ଓ୍ବିକେଟରେ ୧୩୩ ରନ କରିଛି । ଫଳରେ ଏପର୍ଯ୍ୟନ୍ତ ବାଂଲାଦେଶ ୨୭୧ରନରେ ପଛୁଆ ରହିଛି ।!-->…
‘ବିହାରରେ ମଦ ଈଶ୍ବରଙ୍କ ପରି; ସବୁଆଡ଼େ ଥାଏ ହେଲେ ଦୃଶ୍ୟମାନ ହୁଏନାହିଁ’
ପାଟ୍ନା: ବିହାରରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ୍ ସିଂହ। ସେ କହିଛନ୍ତି କି ବିହାରରେ ସବୁ ଜାଗରେ ମଦ ଉପଲବ୍ଧ। ସେ ଥଟ୍ଟା କରି କହିଛନ୍ତି ଯେ, ଯେପରି ଈଶ୍ବର!-->…