Sign in
Sign in
Recover your password.
A password will be e-mailed to you.
ଆଶାକର୍ମୀ ମାନେ ଘେରାଉ କଲେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ…
ଫୁଲବାଣୀ :-ସାରା ରାଜ୍ୟ ରେ ଆଶା କର୍ମୀ ମାନଙ୍କ ନ୍ୟାର୍ଯ୍ୟ ଦାବୀ ନେଇ ବିକ୍ଷୋଭ ଚାଲିଥିବା ବେଳେ କନ୍ଧମାଳ ଜ଼ିଲ୍ଲାରେ ମଧ୍ୟ୍ୟ ତାହା ଦେଖିବା କୁ ମିଳିଛି ଜ଼ିଲ୍ଲା ସଭାପତି ଅମ୍ବିକା ବେହେରାଙ୍କ ନେତୃତ୍ୱ ରେ ଜ଼ିଲ୍ଲା ର ଶତାଧିକ ଆଶା କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ମାଦିକୁନ୍ଦା ଛକ ରୁ!-->…
ଧାରଣା ରେ ବସିଥିବା ଅଙ୍ଗନବାଡି କର୍ମୀଙ୍କୁ ଭେଟିଲେ ସ୍ୱତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି…
ଚିତ୍ରକୋଣ୍ଡା: ସ୍ୱତନ୍ତ୍ର ବିକାଶ ପରିଷଦ ରାଜ୍ୟ ଉପଦେଷ୍ଟା ଦାଇତ୍ଵ ଗ୍ରହଣ କରିବା ପରେ ପ୍ରଥମ କରି ପ୍ରଦୀପ ମାଝୀ ଚିତ୍ରକୋଣ୍ଡା ସ୍ୱାଭିମାନଞ୍ଚଳ ଗ୍ରସ୍ତ କରିଛନ୍ତି ଆଜି ଏହି ଗ୍ରସ୍ତ ସମୟରେ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ହେଚ୍ ଡି ଏଫ ସି ବ୍ୟାଙ୍କ ନିକଟସ୍ଥ ଅଙ୍ଗନବାଡି କାର୍ଯ୍ୟାଳୟ!-->!-->!-->…
ଚିତ୍ରକୋଣ୍ଡାରେ ଓଡିଶା ଡ୍ରାଇଭର ମହା ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହ ପଦଯାତ୍ରା…
ଚିତ୍ରକୋଣ୍ଡା: ଓଡିଶା ଡ୍ରାଇଭର ମହାସଂଘ ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଜିଲ୍ଲା ସ୍ତରୀୟ ଓଡିଶା ଡ୍ରାଇଭର ମହା ସଂଘ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଓଡିଶା ଡ୍ରାଇଭର ସଂଘ ର ମାଲକାନଗିରି ଜିଲ୍ଲା ସଭାପତି ଚିତ୍ରସେନ ବେହେରା!-->!-->!-->…
ଓଡିଶା ସୀମାନ୍ତ ସ୍ୱାଭିମାନ ଅଞ୍ଚଳରେ ବହୁମୂଖୀ ସ୍କୁଲର ଶିଳାନ୍ୟାସ…
ଚିତ୍ରକୋଣ୍ଡା: ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ମଣ୍ଡାପାଲି ଠାରେ ଏକ ବହୁମୁଖୀ ସ୍କୁଲର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ଉକ୍ତ ଶିଳାନ୍ୟାସ କରିଛନ୍ତି ଓଡିଶା ସ୍ୱତ୍ରନ୍ତ୍ର ବିକାଶ!-->!-->!-->…
ଭୁସ୍ଖଳନ ହୋଇଥିବା କୁମ୍ଭାରୀ ପଦର ଗ୍ରାମବାସୀଙ୍କୁ କମଳ ସହିତ ଘରୋଇ ଆସବାବପତ୍ର ପ୍ରଦାନ
ଦାରିଙ୍ଗବାଡ଼ି,୧୪/୧୨: ରାଜ୍ୟ ସରକାର ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମର ସମସ୍ତ ୯୬ ପରିବାରକୁ ଶୀତ ପାଇଁ କମ୍ବଳ ସହିତ ବିଭିନ୍ନ ଘରୋଇ ଆବାସ ପତ୍ର ପ୍ରଦାନ କରିଛନ୍ତି। କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଅନୁସୂଚିତ ଜନଜାତି ଉନ୍ନୟନ କମିଟି ଅଧ୍ୟକ୍ଷ ରୋଦନ ମଳିକ, ସମିତି!-->!-->!-->…
ପରପଙ୍କା ମଣ୍ଡଳୀରେ ପ୍ରୀ ଖ୍ରୀଷ୍ଟମାସ ମହୋତ୍ସବ-୨୦୨୨ ଅନୁଷ୍ଠିତ
ଦାରିଙ୍ଗବାଡ଼ି,୧୪/୧୨ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଫୁଲବାଣୀ ଧର୍ମାଞ୍ଚଳ ଉତ୍ତର ଭାରତ ମଣ୍ଡଳୀ ପକ୍ଷରୁ ଦାରିଙ୍ଗବାଡ଼ି ପାଷ୍ଟରେଟର ପରପଙ୍କା ମଣ୍ଡଳୀରେ ପ୍ରୀ ଖ୍ରୀଷ୍ଟମାସ ମହୋତ୍ସବ-୨୦୨୨ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେଫୁଲବାଣୀ ଧର୍ମାଞ୍ଚଳ ଉତ୍ତର ଭାରତ ମଣ୍ଡଳୀ!-->…
ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ବେଳେ ପ୍ରସବ ହୋଇଗଲା ଆଉ ଆଖି ବୁଝିଲା ନବଜାତକ
ଫୁଲବାଣୀ ୧୪/୧୨: ରାସ୍ତା ନାହିଁ ଫଳରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି, ଫଳରେ ବାଧ୍ୟ ହୋଇ ଗର୍ଭବତୀଙ୍କୁ ଖଟିଆରେ ବୋହି ପ୍ରାୟ ୬/୭ କିମି ବାଟ ବହୁ କଷ୍ଟରେ ପାହାଡ଼ ପର୍ବତ ଡେଇଁ ଚାଲି ଚାଲି ଆସି ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ବେଳେ ପ୍ରସବ ହୋଇଗଲା ଆଉ ନବଜାତକର ମୃତ୍ୟୁ ବି ହେଲା ଏଭଳି!-->…
ଜାତୀୟସ୍ତରରେ କରାଟେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା
ବ୍ରହ୍ମପୁର : ଜାତୀୟ ସ୍ତରରେ କରାଟେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଆଜି କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଜସ୍ବ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର ଉପଜିଲ୍ଲାପାଳ ଆଶୁତୋଷ!-->…
ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ
ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲିଙ୍ଗରାଜ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ମିଳିତ!-->…
ଅଜଣା ଗାଡି ଧକାରେ ଜଣେ ଆହତ
ଦାରିଙ୍ଗବାଡ଼ି,୧୪/୧୨: ଦାରିଙ୍ଗବାଡ଼ି ବଇନି ସାହି ନିକଟ ୫୯ନଂ ଜାତୀୟ ରାଜପଥ ଠାରେ ଶ୍ରାନିକେତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାରାହା ଗ୍ରାମର ଜିକରିୟ ପ୍ରଧାନ(୪୦) ଅଜଣା ଗାଡି ଧକାରେ ଆହତ ହୋଇ ରାସ୍ତା ଉପରେ ପଡ଼ି ରହିଥିଲେ । ଏହି ଖବର ଗଣ ମାଧ୍ୟମ ପ୍ରତିନିଧି ତଥା!-->!-->!-->…