କନ୍ଧମାଳ ଜିଲ୍ଲା ନବ ନିଯୁକ୍ତ ଶିଶୁ ମଙ୍ଗଳ କମିଟିର କାର୍ଯ୍ୟରେ ଯୋଗଦାନ

ଫୁଲବାଣୀ : ରାଜ୍ୟ ସରକାରଙ୍କ ଦ୍ଵାରା ନବ ନିଯୁକ୍ତ କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ କମିଟି କାର୍ଯ୍ୟରେ ଯୋଗ ଦେଇଛନ୍ତି। ସିଡବ୍ଲୁସି ର ଅଧ୍ୟକ୍ଷ ଓ ଅନ୍ୟ ୪ ସଦସ୍ୟ କାର୍ଯ୍ୟରେ ଯୋଗଦାନ ପରେ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱରଙ୍କୁ ସାକ୍ଷାତ କରି ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ଜିଲ୍ଲାର ଶିଶୁ

ନ୍ୟାୟ ପାଇଁ ବ୍ରହ୍ମପୁର ଏସପିଙ୍କ ଦ୍ଵାରସ୍ଥ ହେଲେ ମାଆ

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଭିତରେ ଗତ ୭ ତାରିଖ ଦିନ ତାରିଖ ରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗ ଗାଁର ଗୈାରୀବାଳା ସାହୁଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମପୁରରେ ଇଞ୍ଜିନିୟରିଂ ପାଠ ପଢ଼ୁଥିଲେ । ୨୦୨୧ ରେ ଘରେ କିଏ ନଥିବା ବେଳେ

ଅଙ୍ଗନୱାଡି କର୍ମୀ ଓ ପାଚିକାମାନଙ୍କ ଆଠ ଦଫା ଦାବିପତ୍ର ପ୍ରଦାନ,

ଉମରକୋଟ : ସମସ୍ତ ଓଡ଼ିଶା ସାରା ଗତ ୨୧ ତାରିଖଠାରୁ ଠାରୁ ଅଲ ଓଡ଼ିଶା ଅଙ୍ଗନୱାଡି କର୍ମୀ, ଏବଂ ପାଚିକା ମାନେ ୭ ଦଫା ଦାବି ନେଇ ଧାରଣା ଦେବା ସହ ବିଭିନ୍ନ ଜିଲ୍ଲାର ବ୍ଲକ ଅଫିସ ଠାରୁ ଆରମ୍ବ କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ | କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର

ଗ୍ରାମାଞ୍ଚଳସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଉଦଯାପିତ

ଫୁଲବାଣୀ : ଫୁଲବାଣୀ ବ୍ଲକର ବିଶିପଡ଼ା ପଞ୍ଚାୟତ ଅନ୍ତର୍ଗତ ଦୁମୁରିଗୁଡ଼ା ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଏବଂ ବାନର ସେନା ଯୁବକ ସଂଘ ଦୂମୁରିଗୁଡ଼ାର ମିଳିତ ଆନୁକୁଲ୍ୟରେ ଗ୍ରାମାଞ୍ଚଳ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଉଦଯାପିତ ହୋଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି

ଟ୍ରକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ଗାଡ଼ିଆପଡା ଘାଟି ବୁଲାଣୀ ରାସ୍ତାରେ ଟ୍ରକ ଟି ଭାରସାମ୍ଯ ହରାଇ ୪୦ ଫୁଟ ତଳେ ପଡ଼ିଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ

ନବାଗତ ପ୍ରାଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ବୁଦ୍ଧଖୋଲ ପାଦଦେଶରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ରଜନୀ କାନ୍ତ ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ

ସ୍କୁଲ ଭିତରେ ମଳବର୍ଷା ଘଟଣାର ପୁନରାବୃତ୍ତି; ଅନ୍ୟ ସ୍କୁଲକୁ ସ୍ଥାନାନ୍ତର କଲେ ବ୍ଲକ ଶିକ୍ଷାଧିକାରୀ

ଛତ୍ରପୁର : ସ୍କୁଲ ଭିତରେ ମଳ ବର୍ଷା ହେବା ଘଟଣାରେ ଆଜି ଆଉ ପୁନରାବୃତ୍ତି ଘଟିଛି । ପୂର୍ବରୁ ଏହା ସ୍କୁଲ ଭିତରେ କେବଳ ଛାତ୍ରଛାତ୍ରୀ ମାନଙ୍କ ଉପରେ ପଡୁଥିବା ବେଳେ ଆଜି ଏହା ସ୍କୁଲ ବାହାରେ ଏବଂ ଅଭିଭାବକ ଓ ଗ୍ରାମବାସୀଙ୍କ ଉପରେ ପଡୁଥିବା ଅଭିଯୋଗ ହୋଇଛି । ଗତ ଶୁକ୍ରବାର ଦିନ ସ୍ଥାନୀୟ

ଆନ୍ଧ୍ରପ୍ରଦେଶରେ ଗଞ୍ଜାମ ଜିଲ୍ଲାର ଦାଦନ ଶ୍ରମିକ ବିଦ୍ୟୁତ ସ୍ବର୍ଶରେ ମୃତ୍ୟୁ

ଚମାଖଣ୍ଡି : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ତଥା ଚମାଖଣ୍ଡି ଥାନା ଅନ୍ତର୍ଗତ ଓ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ପୁଟଵଗଡ ଗ୍ରାମର ଇନ୍ଦିରା ଆବାସ କଲୋନୀ ର କୃଷ୍ଣ ପ୍ରଧାନ,(୨୬) ଗତ ଏକ ସପ୍ତାହ ତଳେ ଦାଦନ ଶ୍ରମିକ ଭାବେ ଆନ୍ଦ୍ରା ପ୍ରଦେଶ ର ଗୁଡ଼ୱ।ଡା ଅଞ୍ଚଳ କୁ ଟ୍ରକ ରେ ଧାନ ଲୋଡିଙ୍ଗ

ରାଜଧାନୀରେ ଦୁଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ଦିନ ଦି’ପହରରେ ବୁଲିଲା ଖଣ୍ଡା। ନୟାପଲ୍ଲୀ ଥାନା ସିଆର୍‌ପି ଛକରେ ଦୁଇ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ତେବେ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

ଆମର କାର୍ଯ୍ୟ ପାଇଁ ଆମେ ଯତ୍ନବାନ ଓ ପ୍ରତିବଦ୍ଧ- ଆଇଜି ଡ. ଦୀପକ କୁମାର

ସମ୍ବଲପୁର: ଗତ ୧୨ ତାରିଖରେ ସମ୍ବଲପୁର ଜିଲା ଅଦାଲତ ପରିସରରେ ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ସମୟରେ ଘଟିଥିବା ଅପ୍ରିତିକର ଘଟଣାକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଉକ୍ତ ଘଟଣାକୁ ନେଇ ସୁପ୍ରିମକୋର୍ଟ ବିଭିନ୍ନ ପକ୍ଷଙ୍କୁ ବୁଧବାର ନିଜର ପକ୍ଷ