Sign in
Sign in
Recover your password.
A password will be e-mailed to you.
ବସ୍ରେ ପିଟିହେଲା ବାଇକ୍, ୩ ଯୁବକଙ୍କ ମୃତ୍ୟୁ
ସୁନ୍ଦରଗଡ଼: ହେମଗିରି ଥାନା ତୁମୁଳିଆ ଛକ ନିକଟରେ ଆଜି ଏକ ଘରୋଇ ଯାତ୍ରୀବାହୀ ବସ୍ ସହ ବାଇକ ଧକ୍କା ହୋଇଛି। ଏହି ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶ୍ୟାମ ଗିଦିଲି (୩୦), ଈଶ୍ୱର ପାଣ୍ଡେ (୩୨) ଓ ଓମ ପ୍ରକାଶ ବିଶ୍ୱାଳ (୩୩)।
ସୂଚନା ଅନୁସାରେ!-->!-->!-->…
ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା, ଇଡିରେ ହାଜର ହେଲେ ଆକାଶ ପାଠକ
ଭୁବନେଶ୍ୱର: ଇଡିରେ ହାଜର ହେଲେ ଆକାଶ ପାଠକ । ବହିଷ୍କୃତ IFS ଅଭୟକାନ୍ତ ପାଠକଙ୍କ ପୁଅ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜ ହୋଇଛନ୍ତି । ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଇଡିରେ ହାଜର ହୋଇଛନ୍ତି ଆକାଶ ପାଠକ ।
ଅଭିଯୋଗ ଅନୁସାରେ, ଟାଟା ମୋଟର୍ସ!-->!-->!-->…
ନକଲି ଔଷଧ, ୬ ଜିଲ୍ଲାରେ ରୁଜୁ ହେଲା ୧୨ ମାମଲା
ଭୁବନେଶ୍ୱର: ଦେହ ଭଲ ହେବା ପାଇଁ ଆପଣ ଖାଉଥିବା ଔଷଧ ନକଲି । ଗଳିକନ୍ଦି ସହର ବଜାର ରାଜ୍ୟର ସବୁଠି ଏହି ନକଲି ଔଷଧ ବିକ୍ରି ହେଉଛି । ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ଭଳି ରାଜ୍ୟର ପ୍ରାୟ ଜିଲ୍ଲାରେ ନକଲି ଔଷଧ କ୍ଲାଭାମ-୬୨୫ ବେଧଡ଼କ ଭାବେ ବିକ୍ରି ହେଉଛି । ରାଜ୍ୟ ବାହାରୁ ଆସୁଥବା ଏହି!-->…
ଆନନ୍ଦ ଟପୋ ମୃତ୍ୟୁ ମାମଲାରେ ଥାନାରେ ହାଜର ହେଲେ ଗର୍ଲଫ୍ରେଣ୍ଡ
ଭୁବନେଶ୍ବର:ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଇନଫୋସିଟି ଥାନାରେ ହାଜର ହେଲେ ପ୍ରେମିକା । ବାପାଙ୍କ ସହ ଥାନାରେ ହାଜର ହୋଇଛନ୍ତି ଆନନ୍ଦଙ୍କ ଗର୍ଲଫ୍ରେଣ୍ଡ ମନଜିତ ଟେଟେ । ମନଜିତଙ୍କୁ ଜେରା କରୁଛନ୍ତି ଭୁବନେଶ୍ୱର ଆଡିସନଲ ଡିସିପି ପ୍ରକାଶ ଚନ୍ଦ୍ର ପାଲ ଓ ଜୋନ-୬ ଏସିପି ରମେଶ ଚନ୍ଦ୍ର ବିଷୋୟୀ!-->…
ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧା
ଭୁବନେଶ୍ବର: ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧା। ଫିନାଇଲ ପିଇବା ପରେ ବୃଦ୍ଧା ଜଣକ କହିଛନ୍ତି ବିଷ ନପାଇବାରୁ ଫିନାଇଲ ପିଦେଇଲି। ବୃଦ୍ଧାଙ୍କ ନାଁ ରବିନ୍ଦ୍ର ମୋହନ ଦାସ। ଜଗତସିଂହପୁର ରଘୁନାଥପୁରରେ ତାଙ୍କ ଘର।ବୃଦ୍ଧା ଜଣକ କହିଛନ୍ତି ମତେ ଦୁଇ ଜଣ ହଇରାଣ କରୁଛନ୍ତି। ସେ ଦୁଇ!-->…
ବଳପୂର୍ବକ ଘରେ ପଶି ଜଣେ ଗଣମାଧ୍ୟମର ଛାତ୍ରୀଙ୍କୁ ସବ୍ ଇନିସପେକ୍ଟର ଅସଦାଚରଣ ଅଭିଯୋଗ: ଥାନାରେ ଏତଲା
ପୁରୀ: ପୋଲିସ ବାବୁଙ୍କ ନାଁରେ ଥାନାରେ ଏତଲା । ବଳପୂର୍ବକ ଘରେ ପଶି ଜଣେ ଗଣମାଧ୍ୟମର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଜଣେ ସବ୍ ଇନିସପେକ୍ଟରଙ୍କ ସମେତ ଆଉ ଜଣଙ୍କ ନାମରେ ଥାନାରେ ମାମଲା ରୁଜ୍ଜୁ ହୋଇଛି । ପୁରୀ ବାସେଳୀସାହି ଥାନା ମଙ୍ଗଳାଘାଟ ରୋଡ୍ ବଡପୋଖରୀ ଯାଗା ନିକଟରେ ଅସଦାଚରଣ!-->…
ପ୍ରଶାସନ ସହ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା : ହିରାଧର ଡେମ ନିକଟ ଇଟାଭାଟିରେ ଗଦା ହୋଇଛି ବାଲିମାଫିଆଙ୍କ ଶତାଧିକ…
ହିଞ୍ଜିଳିକାଟୁ (୧୪।୧୨) : ହିଞ୍ଜିଳିକାଟୁ ତହସିଲ୍ ଅନ୍ତର୍ଗତ ଚାନ୍ଦୁଲି ଗ୍ରାମ ନିକଟସ୍ଥ ହିରାଧର ଡେମ ନିକଟରେ ଥିବା ରିଷିକୁଲ୍ୟା ନଦୀର ବେଆଇନ୍ ବାଲିଘାଟ ନିଲାମ ହୋଇ ନଥିଲେ ମଧ୍ୟ ଏହି ବାଲିଘାଟରୁ ବାଲିମାଫିଆ ମାନଙ୍କ ଦ୍ୱାରା ଦୀର୍ଘ ବର୍ଷ ହେବ ଦୈନିକ ଶତାଧିକ ଟ୍ରିପ୍ ବାଲି ଚୋରାଚାଲାଣ!-->…
ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ଆରବିଆଇର ପୂର୍ବତନ ଗଭର୍ଣ୍ଣର
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ଓ ଦେଶରେ ଏବେ ଘୃଣାର ପରିବେଶ ସୃଷ୍ଟି ହୋଇଥିବା ଅଭିଯୋଗ କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା କରୁଛନ୍ତି। ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ରାଜସ୍ଥାନରେ ପହଞ୍ଚିଲାଣି।
!-->!-->!-->…
ପାଇଖାନା ଟାଙ୍କିରେ ପଡି ଦୁଇ ଶିଶୁକନ୍ୟା ମୃତ
ଗଞ୍ଜାମ:ପାଇଖାନା ଟାଙ୍କିରେ ପଡି ଦୁଇ ଶିଶୁକନ୍ୟା ମୃତ। ଗଞ୍ଜାମ ଜିଲ୍ଲା ବଡଗଡ ଥାନା ତାକରଡା ଗାଁରେ ଦୁଃଖଦ ଘଟଣା ଘଟିଛି । ମୃତ ଶିଶୁକନ୍ୟା ହେଲେ ସିଦ୍ଧପୁର ଗାଁର ବସୁମତି ସେଠୀ ଓ କାଳିଆଗୁଡା ଗାଁର ଦିବ୍ୟା ସେଠୀ । ଉଭୟଙ୍କ ବୟସ ୫ବର୍ଷ ।
ଦୁଇଜଣ ନିଜ ମାମୁଘର ତାକରଡା ଆସିଥିଲେ । ଆଜି!-->!-->!-->…
ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କ ଆଗୁଆ ଜାମିନ ଆବେଦନ : ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି
ଅର୍ଚ୍ଚନା ନାଗ ମାମଲାରେ ହାଇକୋର୍ଟରେ ଅଭିଯୋଗକାରିଣୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ହୋଇଛି । କେସ୍ ଡାଏରା ଦାଖଲ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅନ୍ତରୀଣ ସୁରକ୍ଷା!-->…