ସ୍ବାଭାବିକ ହେଲା ଏମ୍ସ ସର୍ଭର, ସାଇବର ଆକ୍ରମଣ ଚୀନରୁ ହୋଇଥିଲା

ନୂଆଦିଲ୍ଲୀ : ଭାରତର ସବୁଠାରୁ ବଡ଼ ସରକାରୀ ହସପିଟାଲ ଦିଲ୍ଲୀ ଏମ୍ସରେ ହୋଇଥିବା ସାଇବର ଆକ୍ରମଣ ଚୀନ ଦ୍ବାରା କରାଯାଇଥିଲା ବୋଲି ସ୍ପଷ୍ଟ ହୋଇଯାଇଛି । ଏମ୍ସର ୧୦୦ଟି ସର୍ଭର ମଧ୍ୟରୁ ୫ଟିରେ ଚୀନର ହ୍ୟାକରମାନେ ଅନୁପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ । ତେବେ ଏବେ ଏସବୁ ହ୍ୟାକରଗୁଡ଼ିକୁ

ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ୭ଦଫା ଦାବୀନେଇ ଗଞ୍ଜାମ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

ଛତ୍ରପୁର : ରାଜ୍ୟରେ ଏବେ ଆଶାକର୍ମୀମାନେ ସେମାନଙ୍କ ନ୍ୟାର୍ଯ୍ୟ ଦାବୀନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହିପରିପେକ୍ଷିରେ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ୭ଦଫା ଦାବୀନେଇ ବୁଧବାର ଗଞ୍ଜାମ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଚିଲିକା ଚକୋର ମହୋତ୍ସବ ଓ ଚିଲିକା କଳା ସମାଗମ ଉଦଯାପିତ

ବ୍ରହ୍ମପୁର : ବରକୂଳ ଠାରେ ୧୦ ଡିସେମ୍ବର ଠାରୁ ପାଞ୍ଚଦିନ ବ୍ୟାପୀ ଚାଲିଥିବା ଲୋକକଳା ଓ ଲୋକ ସଂସ୍କୃତିର ମହାକୂମ୍ଭ ଚିଲିକା ଚକୋର ମହୋତ୍ସବ ଓ ଚିଲିକା କଳା ସମାଗମ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଅଛି। ୧୦ ତାରିଖରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ପାତ୍ର ଙ୍କ କରକମଳରେ

ଅରବିନ୍ଦ ନଗର ରାସ୍ତାର ଅବସ୍ଥା ଶୋଚନୀୟ,ଏନ୍ଏସି ପ୍ରଶାସନ ସାଜିଛି ନିଦାବିଷ୍ଣୁ

ବୁଗୁଡ଼ା : ସ୍ଥାନୀୟ ଏନଏସି କଲ୍ୟାଣୀ ମଣ୍ଡପ ପଛପଟ ଅରବିନ୍ଦ ନଗର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ୱାର୍ଡ ନଂ-୩ ଅନୁର୍ଗତ ଏହି ରାସ୍ତା ସାରା ଖାଲଖମା ସାଙ୍ଗକୁ ସଦାବେଳେ ଦୁର୍ଗନ୍ଧ ପାଣି ଜମିରହୁଥିବାରୁ ସେଠାରେ ଘୁଷୁରି ଲୋଟିବା ସହ ଲୋକଙ୍କଯାତାୟାତରେ ଅସୁବିଧା ହେଉଛି। ଲୋକଙ୍କ

୭ଦଫା ଦାବିକୁ ନେଇ ଜିଲ୍ଲାପାଳଙ୍କ ଅଫିସସମ୍ମୁଖରେ ଗର୍ଜିଲେ ଆଶାକର୍ମୀ

ମାଲକାନଗିରି : ଆଜି ସିଡିଏମଓ ଅଫିସ ରୁ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ୧୧୦୦ରୁ ଉର୍ଦ୍ଧ ଆଶାକର୍ମୀ ନିଜର ୭ଦଫା ଦାବିକୁ ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ଦିନଧରି ଗାଁଗହଳିରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ

ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିର ଶୁଭାରମ୍ଭ

ମାଲକାନଗିରି : ମାଲକାନଗିରି ସଦର ମହକୁମା ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଧାନ ମଣ୍ଡିକୁ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି ଏବଂ ଜିଲ୍ଲାପାଳ ବିଶାଳ ସିଂ ମିଳିତ ଭାବେ ଶୁଭଦେଇଛନ୍ତି । ପ୍ରାରମ୍ଭିକ ଭାବେ ଜିଲ୍ଲା ୧୪ଟି ମଣ୍ଡିରେ ଆଜି ଧାନମଣ୍ଡି ଶୁଭାରମ୍ଭ ହୋଇଛି ।

୬୨ ଯୁଦ୍ଧ ପ୍ରସଙ୍ଗ ଆଲୋଚନା ପାଇଁ ନେହରୁ ରାଜି ହୋଇଥିଲେ, ଏବେ ମୋଦି ଡରୁଛନ୍ତି: ଥରୁର୍‌

ନୂଆଦିଲ୍ଲୀ:ଚାଇନା-ଭାରତ ସୀମାରେ ଦୁଇ ଦେଶର ସେନା ମଧ୍ୟରେ ସଦ୍ୟ ସୃଷ୍ଟି ହୋଇଥିବା ମୁହାମୁହିଁ ପରିସ୍ଥିତିକୁ ନେଇ ରାଜନୀତି ଜୋର ଧରିଛି। ଅରୁଣାଚଳ ପ୍ରଦେଶ ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନା ପାଇଁ ମୋଦି ସରକାରଙ୍କ ବିଫଳତାକୁ ବିରୋଧୀ ଦାୟୀ କରି ଆସୁଥିବା ବେଳେ ସଂସଦରେ ଏ ସମ୍ପର୍କରେ

ମହିଳାଙ୍କୁ ମାସକୁ ୧୨ଟି ସାନିଟାରି ନାପକିନ ଯୋଗାଇ ଦିଆଯିବ: ଗେହଲଟ୍

ଜୟପୁର: ମାସିକ ଋତୁସ୍ରାବ କାଳରେ ମହିଳାମାନଙ୍କୁ ମାଗଣାରେ ସାନିଟାରି ନାପକିନ ଯୋଗାଇ ଦେବେ ରାଜସ୍ଥାନ ସରକାର। ଋତୁସ୍ରାବ ଜନିତ ସମସ୍ୟାରେ ଶିକାର ହେଉଥିବା ମହିଳାଙ୍କୁ ପ୍ରତିମାସରେ ୧୨ଟି ସାନିଟାରି ନାପକିନ ଯୋଗାଇ ଦିଆଯିବ। ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି।

ଚାଇନା  ସହିତ ବ୍ୟବସାୟ ବନ୍ଦ କରୁ ଭାରତ: କେଜ୍ରିୱାଲ

ନୂଆଦିଲ୍ଲୀ: ଚାଇନା ସହିତ ବାଣିଜ୍ୟ ବନ୍ଦ କରୁ ଭାରତ। ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏହି ଦାବି କରିଛନ୍ତି। ଅରୁଣାଚଳ ପ୍ରଦେଶର ଏଲ୍‌ଏସି ନିକଟସ୍ଥ ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସେନା ସଂଘର୍ଷ ପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି କେଜ୍ରିୱାଲ। କେଜ୍ରିୱାଲ

ସମଲିଙ୍ଗୀ ବିବାହକୁ ସ୍ୱୀକୃତି ନେଇ କେନ୍ଦ୍ର ସରକାରଙ୍କୁ  ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ସମଲିଙ୍ଗୀ ବାହାଘରକୁ ଅନ୍ୟ ବାହାଘର ପରି ସାମାଜିକ ମାନ୍ୟତା ଓ ସୁବିଧା ମିଳୁନି । ସେମାନଙ୍କ ବିବାହକୁ ଆଇନଗତ ମାନ୍ୟତା ନିମିଳିଥିବାରୁ ବିଭିନ୍ନ ସରକାରୀ ନିୟମ ଓ ସୁବିଧାର ବଞ୍ଚିତ ରଖାଯାଉଛି । ସମଲିଙ୍ଗୀ ବିବାହକୁ ସ୍ୱତନ୍ତ୍ର ମ୍ୟାରେଜ୍ ଆକ୍ଟରେ ସ୍ୱୀକୃତି ପ୍ରଦାନ କରିବାକୁ