Sign in
Sign in
Recover your password.
A password will be e-mailed to you.
ପଳାତକ ଘୋଷଣା କରି ଗିରଫ ପରୱାନ ଜାରି
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଓ ଦୌରା ତଥା ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ବାରମ୍ବାର କୋର୍ଟର ନୋଟିସକୁ ଅବମାନନା କରି ନିର୍ଦ୍ଧାରିତ ଧାର୍ଯ୍ୟ ତାରିଖ ଗୁଡିକରେ କୋର୍ଟରେ ହାଜର ନହେବାରୁ ମାନ୍ୟବର ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଚିତ୍ରକୋଣ୍ଡା ଏସ.ଡି.ପି.ଓ. ଆରସେଲ!-->…
ଲୁଟେରଙ୍କ ଟାର୍ଗେଟରେ ତାଲା ବନ୍ଦ ଘର, ସଦରଥାନା ଅଞ୍ଚଳରୁ ଦୁଇଟି ଘରୁ ଚୋରି
ବ୍ରହ୍ମପୁର : ଚୋରଙ୍କ ଟାର୍ଗେଟ ରେ ବର୍ତମାନ ତାଲା ପଡିଥିବା ଘର କାରଣ ଘରେ କିଏ ନଥିବା ସୁଯୋଗ ନେଇ ଅତି ଚତୁରତା ର ସହ ଘରେ ପସି ଚୋରୀ କରୁଛନ୍ତି ସୂଚନା ଥାଉକି ସ୍ଥାନୀୟ ବ୍ରଜନଗର ତୃତୀୟ ଗଳି ସୁରେଶ ଚନ୍ଦ୍ର ପଣ୍ଡା ଓ ପ୍ରଣବାସୀ ପ୍ରଧାନଙ୍କ ଘରୁ ସମାନ ଧରଣର ଚୋରି ହୋଇଛି। ଥାନାରେ ଅଭିଯୋଗ!-->…
ଜଙ୍ଗଲ ନ କାଟିବା ପରାମର୍ଶ ସହ ଜଙ୍ଗଲ ମାଫିଆମାନଙ୍କୁ ବିରୋଧ କରି ମାଓ ବ୍ୟାନର ଓ ପୋଷ୍ଟର
ଉମରକୋଟ: ଦିନକୁ ଦିନ ଯେପରି ଜଙ୍ଗଲ ସଫା ହେଉଛି ତାହାର ବିରୋଧ କରି ପୋଲିସ ପ୍ରଶାସନକୁ ଖୋଲା ଖୋଲି ଚ୍ୟାଲେଞ୍ଜ କରି ପୁଣି ଥରେ ନିଜ ଉପସ୍ଥିତି ଜାହିର କରିଛନ୍ତି ମାଓ ସଙ୍ଗଠନ । ସୂଚନା ଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଏକ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ପ୍ରାୟ ଏଠାରେ ମାଓବାଦୀ!-->…
ବୁଗୁଡ଼ା ଏନଏସିର ପ୍ରାକ୍ତନ କାଉନସିଲରଙ୍କ ପରଲୋକ
ବୁଗୁଡା : ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାକ୍ତନ କାଉନସିଲର ସତ୍ୟ ନାରାୟଣ ବିଷୋୟୀ(୭୫)ଙ୍କ ପରଲୋକରେ ଦୁଃଖର ଛାୟା ଖେଳିଯାଇଛି । ସୋମବାର ସକାଳ ୬ଟା ସମୟରେ ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କୁ ବୁଗୁଡ଼ା ମେଡିକାଲକୁ ନିଆ ଯାଇଥିଲେ ହେଁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା!-->…
ବୁଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଅଲଟ୍ରା ସାଉଣ୍ଡ ବ୍ୟବସ୍ଥା ନାହିଁ : ଗର୍ଭବତୀ, ରୋଗୀ ହଟହଟା
ବୁଗୁଡ଼ା : ହାତ ପାହାନ୍ତାରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ବିଶେଷକରି ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଗାଁ ଗାଁରେ ଆଶା ଓ ଅଙ୍ଗନବାଡି କର୍ମୀ ନିଯୁକ୍ତି ହୋଇଛନ୍ତି । ତେବେ ଗର୍ଭବତୀ ମହିଳାମାନଙ୍କ!-->…
ଜିଲାଜଜଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ତଲବ କଲେ ସଚିବ
ଫୁଲବାଣୀ : ବିଭିନ୍ନ ଖବର କାଗଜରେ ପ୍ରକାଶିତ ଖବର ଆଧାରରେ ମାନ୍ୟବର ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଶ୍ରୀମତୀ ଅନୁଶିଳା ରୟ ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ତଲବ କରିଥିବା ଜଣାଯାଇଛି। ବିଧବା ଭତ୍ତା ପାଇବାରୁ ବଞ୍ଚିତ ଖବର ଏବଂ ଇଚ୍ଛାମୃତ୍ୟୁ!-->…
ସୃଷ୍ଟି ହେଲା ଲଘୁଚାପ, ୧୫ ତାରିଖ ସକାଳେ ଅବପାତରେ ପରିଣତ ହେବ
ସୃଷ୍ଟି ହେଲା ଲଘୁଚାପ। ବାତ୍ୟା ପରେ ରାଜ୍ୟରେ ପ୍ରଭାବିତ ହେଉଛି ଶୀତ। ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର କେରଳ ଓ କର୍ଣ୍ଣାଟକ ଉପକୂଳରେ ଏହି ଲଘୁଚାପ ସକ୍ରିୟ ରହିଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ!-->…
ପେନସନ୍ ଓ ପ୍ରମୋଶନ ଅଦାଲତ ଖୁବଶୀଘ୍ର, ଖୋଲିବ ହେଲ୍ପଡେସ୍କ
ଭୁବନେଶ୍ୱର: ସରକାରୀ ଚାକିରିଆ ମାନଙ୍କ ନିମନ୍ତେ ଖୁସି ଖବର। ବିଭିନ୍ନ ପଦବୀରେ ସରକାରୀ ଚାକିରିଆ ଭାବେ କାର୍ୟ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ନୀୟମାନୁଯାୟୀ ସମୟ ଭିତ୍ତିକ ପଦୋନ୍ନତି ଏବଂ ଚାକିରୀରୁ ଅବସର ଗ୍ରହଣ ପରେ ସହଜରେ ସେମାନଙ୍କୁ ପେନସନ ପ୍ରଦାନ ନିମନ୍ତେ ବର୍ତ୍ତମାନ ରାଜ୍ୟ!-->…
ଓକିଲଙ୍କ ଧର୍ମଘଟ ସ୍ଥଗିତ
ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହୋଇଥିବା ଓକିଲଙ୍କ ଧର୍ମଘଟ ଆଜି ସନ୍ଧ୍ୟାରେ ସ୍ଥଗିତ ହୋଇଛି। ପଶ୍ଚିମ ଓଡ଼ିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଓ ସମସ୍ତ ବାର ଆସୋସିଏସନ୍ ପକ୍ଷରୁ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟଙ୍କ!-->…
ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଯିବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ
ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଯିବେ। ଏଥି ସହିତ ତାଙ୍କର ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ନେବ। ଇଡି ପକ୍ଷରୁ ହୋଇଥିବା ରିମାଣ୍ଡ ଆବେଦନକୁ ଖୋର୍ଦ୍ଧା ଓ ଜିଲ୍ଲା ଜଜ୍ କୋର୍ଟ ଗ୍ରହଣ କରିଛନ୍ତି।!-->…