ହସ୍ପିଟାଲ ଛାତରୁ ଖସିଲା ସିମେଣ୍ଟ ପ୍ଲାଷ୍ଟର

ବଲାଙ୍ଗିର: ହସ୍ପିଟାଲ ଛାତରୁ ଖସିଲା ସିମେଣ୍ଟ ପ୍ଲାଷ୍ଟର । ହେଲେ ଅଳ୍ପକେ ବର୍ତ୍ତିଲେ ଚିକିତ୍ସାଧୀନ ରୋଗୀ । ଏପରି ଅଘଟଣ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଗତକାଲି ଘଟିଛି। ଏହାକୁ ନେଇ ରୋଗୀମାନେ ଭୟଭୀତ ହୋଇ ପଡ଼ିଥିବା ବେଳେ ସମ୍ପର୍କୀୟମାନଙ୍କ ମଧ୍ୟରେ ଅସନ୍ତୋଷ

ବାସେଳି ସାହିରେ ବ୍ୟାପିଲା ଝାଡ଼ାବାନ୍ତି

ପୁରୀ: ପୁରୀ ବାସେଳି ସାହିରେ ଘରେ ଘରେ ବ୍ୟାପିଛି ଝାଡାବାନ୍ତି । ପ୍ରତି ଘରର ଅଧିକାଂଶ ସଦସ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପାଣି ପାଇପରେ ଫାଟ ସୃଷ୍ଟି ହୋଇ ପାଣି ଦୂଷିତ ହେବାରୁ ପରିସ୍ଥିତି

ବିବାହ ବିଚ୍ଛେଦ ଖବର ଉପରେ ପୂର୍ଣ୍ଣ‌‌ଚ୍ଛେଦ ପକାଇଲେ ସୋଏବ୍‌ ମଲ୍ଲିକ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍‌ ମଲ୍ଲିକଙ୍କ ବୈବାହିକ ଜୀବନ ଏବେ ଦୋ’ଛକିରେ ପହଞ୍ଚିଛି ବୋଲି ନିକଟରେ ଖବର ପ୍ରକାଶ ପାଇଥିଲା। ମାତ୍ର ଏ ଖବର ଉପରେ ରୋକ ଲଗାଇବାକୁ ଚେଷ୍ଟା କରିଛନ୍ତି ସୋଏବ୍‌। ଅନେକ

ଅନ୍ତଃକନ୍ଦଳ ନ ଦୂରେଇଲେ ଏସବୁ ରାଜ୍ୟରେ ବି ପରାସ୍ତ ହୋଇପାରେ ବିଜେପି

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନରେ ​​ବମ୍ପର ବିଜୟ ସତ୍ତ୍ୱେ ହିମାଚଳ ପ୍ରଦେଶରେ ପରାଜୟ ବିଜେପିର ବିଜୟ ଉତ୍ସବକୁ ଫିକା କରିଦେଇଛି। ହିମାଚଳପ୍ରଦେଶରେ କ୍ଷମତା ହରାଇବା ପରେ ବିଜେପି ଏବେ ପରାଜୟର ସମୀକ୍ଷା କରିବାରେ ବ୍ୟସ୍ତ ଅଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସଂଗଠନରେ ଅନ୍ତଃକନ୍ଦଳ

ଦିଲ୍ଲୀ ବିମାନବନ୍ଦର ପାଇଁ ନୂଆ ଆଡ୍‌ଭାଇଜରି ଜାରି କଲା ଇଣ୍ଡିଗୋ; ଉଡ଼ାଣର ୩.୫ ଘଣ୍ଟା ପୂର୍ବରୁ ପହଞ୍ଚିବେ ଯାତ୍ରୀ

ନୂଆଦିଲ୍ଲୀ: ଦିଲ୍ଳୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଜିଆଇଏ)ରେ ଭିଡ଼ ଓ ବିଶୃଙ୍ଖଳା ନେଇ ଅଭିଯୋଗ ହେବା ପରେ ମଙ୍ଗଳବାର ସକାଳୁ ଇଣ୍ଡିଗୋ ଏୟାରଲାଇନ୍ ପକ୍ଷରୁ ଯାତ୍ରୀମାନଙ୍କ ସକାଶେ ଏକ ପରାମର୍ଶ ପତ୍ର ଜାରି କରାଯାଇଛି। ଏହି ପରାମର୍ଶ ପତ୍ରରେ ଘରୋଇ ଉଡ଼ାଣ କ୍ଷେତ୍ରରେ

କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ୍‌ ଚିହ୍ନଟ

ବେଙ୍ଗାଲୁର: କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟର ରାଇଚୁର୍‌ ଜିଲ୍ଲାରେ ଜଣେ ୫ ବର୍ଷୀୟା ଝିଅ ନିକଟରେ ଏହି ଭାଇରସ୍‌କୁ ଗତକାଲି (ସୋମବାର) ଚିହ୍ନଟ କରାଯାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି। ଦକ୍ଷିଣାଞ୍ଚଳରେ ଏହା

ସନ୍ଦୀପ ପାଠକଙ୍କୁ ଦଳର ଜାତୀୟ ସାଧାରଣ ସଚିବ ଭାବେ ନିଯୁକ୍ତି ଦେଲା ଆପ୍‌

ନୂଆଦିଲ୍ଳୀ: ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସନ୍ଦୀପ ପାଠକଙ୍କୁ ଆମ୍‌ ଆଦ୍‌ମୀ ପାର୍ଟି ଜାତୀୟ ସାଧାରଣ ସଚିବ ଭାବେ ନିଯୁକ୍ତି ଦେଇଛି। ପାଠକ ନିକଟରେ ହୋ‌ଇଥିବା ପଞ୍ଜାବ ଏବଂ ଗୁଜୁରାଟ ନିର୍ବାଚନରେ ଦଳର ନିର୍ବାଚନୀ ଇନ୍‌-ଚାର୍ଜ ଥିଲେ। ପଞ୍ଜାବରେ ଆପ୍‌ କଂଗ୍ରେସକୁ ପରାସ୍ତ

ରାସ୍ତା ମଝିରେ ସିପିଆର୍‌ ସାହାଯ୍ୟ‌ରେ ଅଚେତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ମହିଳା ପୁଲିସ୍‌

ଭୋପାଳ: ପୁଲିସ୍‌ମାନେ ଲୋକଙ୍କ ସୁରକ୍ଷା ପାଇଁ ହିଁ ନିୟୋଜିତ ହୋଇଥାନ୍ତି। ଜଣେ ମହିଳା ପୁଲିସ ଏହି କଥାକୁ ପୁଣି ଥରେ ସତ ପ୍ରମାଣିତ କରିଛନ୍ତି। ଡ୍ୟୁଟିରେ ଥିବା ଜଣେ ମହିଳା ପୁଲିସ୍‌ ନିଜର କର୍ତ୍ତବ୍ୟ ପାଳନ କରି ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ରାସ୍ତାରେ ଅଚେତ ହୋଇ ଯାଇଥିବା ଜଣେ

ଚାରିଥର ହାରିବା ପରେ ଜିତି ମନ୍ତ୍ରୀ ହେଲେ ଭିକୁସିଂହ ପାରମର

ଅହମଦାବାଦ: ଆପଣ ଯଦି ଧୈର୍ଯ୍ୟ ଫଳକୁ ଅପେକ୍ଷା କରିବାକୁ ଚାହୁଁଛନ୍ତି, ତା’ହେଲେ ଭିକୁସିଂହ ପାରମରଙ୍କୁ ଉଦହାରଣ ଭାବେ ନିଅନ୍ତୁ। ଅପେକ୍ଷାର ଫଳ କେତେ ମିଠା, ତା’ର ସ୍ୱାଦ ପାଇଛନ୍ତି ପାରମର। ସେ ରାଜନୀତିକ ମୈଦାନରେ ବାରମ୍ବାର ନିଜର ଭାଗ୍ୟ ପରୀକ୍ଷା କରିବା ପରେ ଏଥର ସଫଳତା ପାଇଛନ୍ତି।

ମେଡ଼ିକାଲ କଲେଜରେ ଚାଲିଥିଲା ରାଗିଂ, ଫିଲ୍ମ ଷ୍ଟାଇଲ୍‌ରେ ପର୍ଦ୍ଦାଫାସ କଲେ ମହିଳା ପୁଲିସ

ନୂଆଦିଲ୍ଲୀ: ମେଡିକାଲ କଲେଜରେ ଦୀର୍ଘ ଦିନ ହେବ ଚାଲିଥିଲା ରାଗିଂ ପ୍ରଥା। ଏନେଇ ଅଭିଯୋଗ ମିଳିବା ପରେ ପୂରା ଫିଲ୍ମ ଷ୍ଟାଇଲ୍‌ରେ ଏହାର ପର୍ଦ୍ଦାଫାସ କରିଛନ୍ତି ମହିଳା ପୁଲିସ ଅଧିକାରୀ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଇନ୍ଦୋର ଏମ୍‌ଜିଏମ୍ ମେଡିକାଲ କଲେଜରୁ। ଜିନ୍ସ ଟପ୍ ଆଉ କାନ୍ଧରେ