ଚାଇନା ସହ ଟେନସନ୍‌: ସୀମାରେ ଭାରତର ଏୟାର ପ୍ୟାଟ୍ରୋଲିଂ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚାଇନାର ଅନୁପ୍ରବେଶ ଉଦ୍ୟମ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଛି। ଚାଇନା ଆକାଶ ପଥରେ ଅନୁପ୍ରବେଶ କରିବାର ଆଶଙ୍କା ଥିବାରୁ ଭାରତୀୟ ସେନା ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଚାଇନାର ସବୁ ହରକତକୁ ପ୍ରତିହତ

କିଡନୀ ଟ୍ରାନ୍ସପ୍ଲାଣ୍ଟ ପରେ ବିଗିଡ଼ିିଲା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା

ପାଟନା: ଆର୍‌ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିବା ନେଇ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଝିଅ ରୋହିଣୀ

ମୋଦି ସରକାର ଥିବା ଯାଏଁ ଇଞ୍ଚେ ଜମି ବି କେହି ନେଇପାରିବେ ନାହିଁ – ଅମିତ ଶାହ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ସେନା ମଧ୍ୟରେ ତୱାଙ୍ଗରେ ହୋଇଥିବା ସଂଘର୍ଷ ଯୋଗୁ ପୁଣିଥରେ ଲାଇନ୍ ଅଫ୍ କଣ୍ଟ୍ରୋଲରେ ସ୍ଥିତି ଉଦ୍‌ବେଗଜନକ ରହିଛି। ଡିସେମ୍ବର ୯ ତାରିଖରେ ହୋଇଥିବା ସଂଘର୍ଷରେ ଉଭୟ ପକ୍ଷର ସେନା ଆହତ ହୋଇଛନ୍ତି। ଏହି ମାମଲରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚୀନ୍‌କୁ

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

ଭୁବନେଶ୍ୱର (୧୨/୧୨) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଆଜି ନବୀନ ନିବାସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ଗତ ୨୨ ତାରିଖ ଦିନ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ ମହାନ୍ତି ଙ୍କ ନେତୃତ୍ୱରେ ୧୨ ଦଫା ଦାବି

ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ

ବୁଗୁଡ଼ା : ତା ୧୨/୧୨/୨୨ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ୨୫ତମ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ତ୍ରିଦିବସୀୟ ବାର୍ଷିକ କ୍ରୀଡାର ବିଭିନ୍ନ ପ୍ରତିଯୋଗିତାରେ କନିଷ୍ଠ, ଶିଶୁ, ବାଲ୍ ଓ କିଶୋର ଆଦି ବର୍ଗର ମୋଟ ୨୩୫ ଜଣ

କରନାଳୀ ପାଣି ପଞ୍ଚାୟତ ନିର୍ବାଚନ : ସରିତାରାଣୀ ପଟ୍ଟନାୟକ ସଭାପତି ନିର୍ବାଚିତ

ହିଞ୍ଜିଳିକାଟୁ (୧୨।୧୨) : ହିଞ୍ଜିଳିକାଟୁ ରିଷିକୁଲ୍ୟା ଜଳସେଚନ ପ୍ରଣାଳୀ ଅନ୍ତର୍ଗତ ୬ ନମ୍ବର କରନାଳୀ ପାଣି ପଞ୍ଚାୟତ ନିର୍ବାହୀ କମିଟି ସଭାପତି ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି । ସରିତାରାଣୀ ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ

ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡ଼ି (୧୨/୧୨) : ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ପାଳନ ନେଇ ବ୍ଲକ ସଭାଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତା କ୍ରମେ ବୈଠକରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ

କୁଇ ଲିପି ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଉଦଯାପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ ସେନାପତି ରେସିଡେନିସ ଠାରେ ଫୁଲବାଣୀ କୂଇ ଭାଷା ସାହିତ୍ୟ ସମିତି ପକ୍ଷରୁ ଆୟୋଜିତ ତିନି ଦିନିଆ କୁଇ ଲିପି ପ୍ରଦର୍ଶନୀ ଓ ଆଲୋଚନା ଚକ୍ରର ଆଜି ତୃତୀୟ ଦିବସରେ ଉଦଯାପିତ ହୋଇଯାଇଛି l ଏହି କର୍ମଶାଳାରେ ଫିରିଙ୍ଗିଆ ଅଂଚଳର ଦୀନବନ୍ଧୁ କହଁରଙ୍କ ପ୍ରସ୍ତୁତ

“ଉଫୁନା” ତରଫରୁ ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମର୍ଦ୍ଧିତ

ଫୁଲବାଣୀ : ଫୁଲବାଣୀର ବିଶିଷ୍ଠ ସାହିତ୍ୟିକ ଓ ସମାଜସେବୀ ଡ଼ଃ ନୃସିଂହାନନ୍ଦ ମହାପତ୍ରଙ୍କୁ ବିଶ୍ୱ ମାନବିକ ଦିବସ ଅବସରରେ ଉତ୍କଳ ଫେଡେରେସନ ଅଫ ଯୁନାଇଟେଡ଼ ନେସନସ ଆସୋସିଏସନ, ( ଉଫୁନା ), ଓଡିଶା ତରଫରୁ ସମର୍ଦ୍ଧିତ କରାଯାଇଛି l ଭୁବନେଶରର ଭଞ୍ଜ କଲମଣ୍ଡପ ଠାରେ ଆୟୋଜିତ ଏହି ସମର୍ଦ୍ଧନା

ଲକ୍ଷାଧିକ ଟଙ୍କାର ଗୁଟ୍‍ଖା ସହ ଗଞ୍ଜେଇ ଜବତ ୭ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ତିନୋଟି ସ୍ଥାନରେ ଚଢଉ କରି ଲକ୍ଷାଧିକ ଟଙ୍କାର ନକଲି ଗୁଟ୍‍ଖା ସହ ୪୫ କିଲୋ ଗଞ୍ଜେଇ ଜବତ ହୋଇଛି। ଉଭୟ ଘଟଣାରେ ୭ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।ସେମାନେ ହେଲେ । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର