Sign in
Sign in
Recover your password.
A password will be e-mailed to you.
ବାରବାଟୀରେ ଦୃଷ୍ଟିବାଧିତ ଟ୍ବେଣ୍ଟି-୨୦ ବିଶ୍ବକପ: ବାଂଲାଦେଶକୁ ୭ ୱିକେଟ୍ରେ ହରାଇଲା ଭାରତ
କଟକ: ବାରବାଟୀରେ ମଙ୍ଗଳବାର ଦୃଷ୍ଟିବାଧିତ ବିଶ୍ବକପ ଟି-ଟ୍ବେଣ୍ଟି କ୍ରିକେଟ ମ୍ୟାଚ ଖେଳାଯାଇଛି। ଏହି ମ୍ୟାଚ୍ରେ ବାଂଲାଦେଶକୁ ଭାରତ ୭ୱିକେଟରେ ପରାସ୍ତ କରିଛି। ଟି ଦୁର୍ଗା ରାଓଙ୍କ ଧୂଆଁଧାର ୭୩ରନ୍ ବଳରେ ଏହି ଚିତାକର୍ଷକ ମ୍ୟାଚକୁ ଜିତି ନେଇଛି ଭାରତ। ପ୍ରାରମ୍ଭିକ ଯୋଡିରେ ଓଡ଼ିଆ ଷ୍ଟାର!-->…
ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା: ଗିରଫ ହୋଇଥିବା ଓକିଲଙ୍କ ସଂଖ୍ୟା ୧୭କୁ ବୃଦ୍ଧି
ସମ୍ବଲପୁର: ସମ୍ବଲପୁରରେ ଆଇନ୍ଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। ଓଡ଼ିଶା ପୁଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ସମ୍ବଲପୁର ପୁଲିସ ଆକ୍ସନ ମୋଡରେ ଥିବା ଜଣାପଡ଼ିଛି। ସମ୍ବଲପୁର କୋର୍ଟ ପରିସର ପୁଲିସ ଛାଉଣୀରେ ପରିଣତ ହୋଇଛି। ଏଯାବତ ୧୭ ଜଣ ଆଇନଜୀବୀ ଗିରଫ ହୋଇସାରିଛନ୍ତି। କୋର୍ଟ!-->…
୪ କୋଟି ଟଙ୍କା ଠକେଇ ଅଭିଯୋଗରେ ‘ବାସ୍ତବ ଇଣ୍ଡିଆ’ର ସଭାପତି ଓ ସଂପାଦକ ଗିରଫ
ଭୁବନେଶ୍ୱର: ୪ କୋଟି ଟଙ୍କା ଠକେଇ ଅଭିଯୋଗରେ ବାସ୍ତବ ଇଣ୍ଡିଆର ସଭାପତି ଓ ସଂପାଦକଙ୍କୁ ଗିରଫ କରାଯାଇଛି। ଗତ ୧୧ ତାରିଖରେ ଉଭୟଙ୍କୁ ରାଞ୍ଚିରୁ ଗିରଫ କରାଯାଇଥିଲା। ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି। ଦୁଇ ଅଭିଯୁକ୍ତ ହେଲେ ବାସ୍ତବ ଇଣ୍ଡିଆର!-->…
୬ ମାସ ପରେ ପୁଣି ଥରେ ଦବିଲା ବ୍ରିଜ୍
ଆନନ୍ଦପୁର : ପୂର୍ତ୍ତ ବିଭାଗର ପାରିବା ପଣିଆ ପଦାରେ ପଡ଼ିଲା। ୬ ମାସ ତଳେ ବ୍ରିଜ୍ ମରାମତି କରାଇଥିଲା। ଏବେ ପୁଣି ଥରେ ଦବି ଯାଇଛି ବ୍ରିଜ୍। ତେଣୁ ଆଉ ଥରେ ମରାମତି ପାଇଁ ବୁଧବାର ବ୍ରିଜ୍ ଉପରେ ଯାତାୟତ ନକରିବାକୁ ପରାମର୍ଶ ଦେଇଛି। ଏପରି ଚିତ୍ର ଆସିଛି ଖଣିଖାଦାନ ଭରା କେନ୍ଦୁଝର!-->…
ବନ କର୍ମଚାରୀ-ଗ୍ରାମବାସୀ ପିଟାପିଟି, ରଣକ୍ଷେତ୍ର ପାଲଟିଲା ଚେକ୍ଗେଟ୍
ବଡ଼ମ୍ବା: କାଠ କଟାକୁ ନେଇ କଟକ ଜିଲ୍ଲା ବଡ଼ମ୍ବା ବନାଞ୍ଚଳର ଯୋଡ଼ାମ୍ବ ସଂରକ୍ଷିତ ଜଙ୍ଗଲର ଗୁଣ୍ଡଦ୍ୱାର ବନ ବିଭାଗ ଚେକ ଗେଟ୍ ପାଲଟିଲା ରଣକ୍ଷେତ୍ର। ଗ୍ରାମବାସୀ ଓ ବନ କର୍ମଚାରୀ ହାତାହାତି ହୋଇଛନ୍ତି। ଯେଉଁଥିରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବଡ଼ମ୍ବା ରେଂଜର ଏବଂ ୨!-->…
ଚିକିତ୍ସା ନାଁରେ ନାବାଳିକାଙ୍କୁ ଅସଦାଚରଣ କଲେ ଡାକ୍ତର!
ବାରିପଦା : ଅପବାଦର କଳଙ୍କ ମୁଣ୍ଡାଇଲା ଉତ୍ତର ଓଡ଼ିଶାର ଏକ ପ୍ରତିଷ୍ଠିତ ମେଡ଼ିକାଲ୍ କଲେଜ। ସେଠାରେ ଚିକିତ୍ସା ବାହାନାରେ ନାବାଳିକାଙ୍କୁ ଅସଦାଚରଣ କରାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ନାଁରେ ଚାମ୍ୱର ଭିତରେ ନାବାଳିକାଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି!-->…
ରିମାଣ୍ଡର ଶେଷ ଦିନରେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାଙ୍କୁ ବାନ୍ଧିଲା ଇଡି
ଭୁବନେଶ୍ୱର: ଗତ ୭ ଦିନ ଧରି ଜେରା କରିବା ପରେ ଶେଷରେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଙ୍କୁ ବାନ୍ଧିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆଜି ରିମାଣ୍ଡର ଶେଷ ଦିନରେ ତାଙ୍କୁ ଗିରଫ କରିଛି। ମନି ଲଣ୍ଡରିଂ ଆକ୍ଟରେ ତାଙ୍କୁ ବାନ୍ଧିଛି କରିଛି ଇଡି। ପୂର୍ବରୁ ଇଡି ଅର୍ଚ୍ଚନାଙ୍କ!-->…
ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନର ମୁଁ ଅଂଶ ବିଶେଷ: ବିରୋଧୀ ଦଳ ନେତା
ଭୁବନେଶ୍ବର: ସମ୍ବଲପୁରରେ ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି। ମୁଁ ଆନ୍ଦୋଳନର ଅଂଶ ବିଶେଷ।
ସେ ଆହୁରି କହିଛନ୍ତି,!-->!-->!-->…
ଶିମିଳିପାଳ ହାତୀ ମୃତ୍ୟୁ ମାମଲା: ପିସିସିଏଫ୍ ଓ ଜେଟିଏଫଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ
କଟକ: ଶିମିଳିପାଳ ହାତୀ ମୃତ୍ୟୁ ମାମଲା ନେଇ ହାଇକୋର୍ଟରେ ଶୁଣାଣି ହୋଇଛି। ହାତୀ ମୃତ୍ୟୁ ରୋକିବାରେ ସରକାର ବିଫଳ ହେବା ପ୍ରସଙ୍ଗରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ମାମଲାରେ ପିସିସିଏଫ୍ ଓ ଜେଟିଏଫଙ୍କୁ ଭର୍ତ୍ସନା କରିଛନ୍ତି ହାଇକୋର୍ଟ। ଏନେଇ କି ପ୍ରତିକାର ବ୍ୟବସ୍ଥା ହୋଇଛି,!-->…
ଲୋଇସିଂହା ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ, ବିଜେଡି-ବିଜେପି କର୍ମୀ ଠେଲାପେଲା
ବଲାଙ୍ଗିର: ‘ଆମ ନେତା ବ୍ରିଜ ପାଇଁ ପ୍ରୋଜେକ୍ଟ ସାଙ୍କସନ୍ କରିଥିଲେ। କ’ଣ ପାଇଁ ବିଜେପି ବିଧାୟକ ଯାଇ ନଡ଼ିଆ ପିଟିବେ?’ ଏପରି କହି ମଙ୍ଗଳବାର ଭାଲେର-କୁରୁଲ ବ୍ରିଜ ଭିତ୍ତି ସ୍ଥାପନ ପାଇଁ ଯାଉଥିବା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ ବିଜେଡି କର୍ମୀ।!-->…