ଦେଶୀ ବନ୍ଧୁକ ସହ ଗଂଜେଇ ଜବତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ପୋଲିସ ଟିମ କାଶୀନପଦର ପଂଚାୟତ ର ଗୋପୀଙ୍ଗିଆ ଗ୍ରାମର ପ୍ରତାପ କହଁର ଘର ଉପରେ ଚଢ଼ାଉ କରି ଗୋଟିଏ ଦେଶୀ ବନ୍ଧୁକ ସହ ୩ କେଜି ୫ ସହ ଗ୍ରାମ ଗଂଜେଇ ଜବତ କରିଥିଲେ l

୨୦୦୧ ବ୍ୟାଚର ବନ୍ଧୁମିଳନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ଏ ଯେ ଓ ଉଚ୍ଚ ବିଦ୍ୟାଳୟର ୨୦୦୧ ବ୍ୟାଚର ସମସ୍ତ ଛାତ୍ରଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ଯକ୍ରମ ରଜତ ପଟ୍ଟନାୟକ, ଜ୍ୟୋତି ରଞ୍ଜନ ଚୌଧୁରୀ ଓ ରିଆଜ ଖାନଙ୍କ ନେତୃତ୍ବରେ ତୁଡିପାଜୁ ସ୍କୁଲ ପଛପଟେ ଥିବା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା l ଦୀର୍ଘ ୨୧

ବୁଦ୍ଧଖୋଲରେ ଅଯୋଧ୍ୟାର ସାଧୁସନ୍ଥଙ୍କ ପୂଜାପାଠ

ବୁଗୁଡ଼ା : ବୁଦ୍ଧଖୋଲରେ ପହଞ୍ଚିଛନ୍ତି ଅଯୋଧ୍ୟାର ସାଧୁ ସନ୍ଥ l ସେମାନଙ୍କ ପୂଜାପାଠରେ ପ୍ରକମ୍ପିତ ହୋଇ ଉଠିଛି ବୁଦ୍ଧଖୋଲ ପରିବେଶ l ଅଯୋଧ୍ୟା ତେରାଭାଇ ତ୍ୟାଗୀ ମଠର ୩୫ ଜଣ ସାଧୁ ନେପାଳର ଜନକପୁରୀ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରି ପୁରୀ ପହଞ୍ଚିଥିବା ଏହି ସାଧୁମାନେ

ଗୋରାସେତୁରେ ଠାରେ ବିଏସଏଫର ଜନସମ୍ପର୍କ ଶିବିର ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୋରାସେତୁରେ ବିଏସଏଫ ଏବଂ ଛପନ ଭୋଗ ଅନୁଷ୍ଠାନ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଏସଏଫର ୯ ବାଟାଲିୟନର କମାଣ୍ଡାଣ୍ଟ ସଞ୍ଜୟ କୁମାର ଦାସ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ବିଜୟ କଚ୍ଛପ,

ଧାନ ଗାଡି ଦୁର୍ଘଟଣାରେ ଦୁଇ ମୃତ, ଦୁଇ ଗୁରୁତର ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାମବେଡା ଗ୍ରାମ ନିକଟରେ ଏକ ଧାନ ବୋଝେଇ ୪୦୭ ଗାଡି ଦୁର୍ଘଟଣା ହେବାରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୨ଜଣ ଆହତ । ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିମିଟାପାଲିରୁ ଏକ ୪୦୭ ଗାଡିରେ ୫୦ ବସ୍ତାରୁ

ନାବାଳିକା ଶାଳୀର ଅଶ୍ଳୀଳ ଫୋଟ ଭାଇରଲ୍ ଅଭିଯୋଗରେ ଭିଣୋଇ ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ମାଣିତରା ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମରେ ନାବାଳିକା ଶାଳୀର ଅଶ୍ବିଳ ଫଟୋ ଭାଇରଲ୍ ଅଭିଯୋଗରେ ଭିଣୋଇ ଗିରଫ l ଗିରଫ ଭିଣୋଇ ହେଲେ ମକରାପଲ୍ଲୀ ଗ୍ରାମର ପ୍ରମୋଦ ଆଲଟିଆ (୩୨ )l ପ୍ରମୋଦ ମୋଟାବାଡ଼ି ଗ୍ରାମର ଗୋପାଳ ପ୍ରଧାନଙ୍କ ଝିଅକୁ ଦଶ ବର୍ଷ ତଳେ ବାହା ହୋଇଥିଲେ l

ପାନୀୟ ଜଳ ସମସ୍ୟା ନେଇ ବିଡିଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କଲେ ସୁନ୍ଦରଦଣ୍ଡ ଓ ଲୁକ୍‌ଚେରୀ ଗ୍ରାମବାସୀ

ଦାରିଙ୍ଗବାଡ଼ି,୧୩/୧୨ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ସୁନ୍ଦରଦଣ୍ଡ ଓ ଲୁକ୍‌ଚେରୀ ଗ୍ରାମର ଗ୍ରାମବାସିଙ୍କ ପାନୀୟ ଜଳ ଯୋଗାଣରେ ସମସ୍ୟା ରହିଥିବାରୁ ଗ୍ରାମ ବାସିନ୍ଦା ଆଜି ଜୀବିକା ସୁରକ୍ଷା ମଞ୍ଚର ସହଯୋଗରେ ମହିଳାମାନେ ବ୍ଳକ କାର୍ଯ୍ୟାଲୟରେ ପହଞ୍ଚି ବିଡିଓ ଗଦାଧର ପାତ୍ରଙ୍କୁ ଭେଟି ପାନୀୟ

ସୁନ୍ଦରଗଡ଼ : ହକି ବିଶ୍ୱକପ ପାଇଁ ଡିସେମ୍ବର ୧୪ରୁ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା

ସୁନ୍ଦରଗଡ଼/ରାଉରକେଲା : ହକି ବିଶ୍ୱକପକୁ ସ୍ମରଣୀୟ ଏବଂ ଆକର୍ଷଣୀୟ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ବିଶେଷକରି ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାରେ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ

ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ୫୯ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଇଓ କବିବର

ତାମାଙ୍ଗୀ ଗ୍ରାମପ୍ରତି ଭୁସ୍ଖଳନ ବିପଦ ଥିବା ଆଶଙ୍କା କରି ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

ଦାରିଙ୍ଗବାଡ଼ି,୨୨/୧୦: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ଉପକଣ୍ଠରେ ଥିବା ପାହାଡ଼ରେ ଗତ ଜୁଲାଇ ସାସରେ ଲଗାଣ ବର୍ଷାରେ ଭୂସ୍ଖଳନ ହୋଇ ପ୍ରାୟ ଅଧ କି.ମି. ଦୀର୍ଘର ଏକ ଫାଟ ଦେଖାଯିବା ସହ ଧିରେ ଧିରେ ତାହାର ଦୀର୍ଘତା ବଢ଼ିବାରେ