Sign in
Sign in
Recover your password.
A password will be e-mailed to you.
ଓଡ଼ିଶାର କେଉଁଠି ବି ସ୍ଥାପନ ହେବନି ହାଇକୋର୍ଟ ସ୍ଥାୟୀ ବେଞ୍ଚ: ସୁପ୍ରିମକୋର୍ଟ
ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ । ଯେତେ ସୁରକ୍ଷା ଦରକାର ସେତିକି ମୁତୟନ କରିବାକୁ ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ସୁପ୍ରିମକୋର୍ଟରେ ଭର୍ଚୁଆଲରେ ହାଜର ହୋଇଥିଲେ ପୋଲିସ ଡିଜି ସୁନୀଲ ବଂଶଲ ଓ ସମ୍ବଲପୁର ଆଇଜି!-->…
ଶିମିଳିପାଳରେ ହାତୀ ଶିକାର ଓ ପୋଡିଦେବା ଘଟଣାରେ ଫରେଷ୍ଟରଙ୍କ ସହ ୩ ଗିରଫ
ମୟୂରଭଞ୍ଜ : ଶିମିଳିପାଳରେ ହାତୀ ଶିକାର ଓ ପୋଡିଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ରେଞ୍ଜର ଦାୟିତ୍ୱରେ ଥିବା ଫରେଷ୍ଟରଙ୍କ ସହ ୩ଜଣଙ୍କୁ ଗିରଫ କରିଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ଫରେଷ୍ଟର ହେଲେ ଶିବ ଶଙ୍କର ସାମଲ, ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ କୁମାର!-->…
ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା : ୪୩ ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଲାଇସେନ୍ସ ସସପେଣ୍ଡ
ସମ୍ବଲପୁର: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ବେଳେ ସମ୍ବଲପୁରରେ କୋର୍ଟ ଭିତରେ ବ୍ୟାପକ ଭଙ୍ଗାରୁଜାକୁ ନେଇ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ । କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପୋଲିସ ୧୭!-->…
ଡିଲ୍ ବେଳେ ମାଡିବସିଲା ଏସଟିଏଫ ଟିମ, ମହାବଳ ବାଘ ଛାଲ ଜବତ ସହ ଜଣେ ଗିରଫ
ମୟୂରଭଞ୍ଜ: ଏସଟିଏଫ ଟିମକୁ ଵଡ ସଫଳତା। ବାରିପଦା ବନଖଣ୍ଡ ଅନ୍ତର୍ଗତ ଉଦଳା ରେଞ୍ଜର ବିସିପୁର ଗାଁ ନିକଟରୁ ଜନୈକ ବେପାରୀଙ୍କ ସମେତ ମହାବଳବାଘ ଚମଡା ଜବତ କରିଛି। ପୂର୍ବତନ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟଙ୍କ ସୂଚନା ମୁତାବକ ଭୁବନେଶ୍ୱରରୁ ଆସିଥିବା ଏହି ଏସଟିଏଫ ଟିମ ଗତକାଲି!-->…
ରାଜଧାନୀରେ ଚାଞ୍ଚଲ୍ୟ: ଜନ୍ମଦିନ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବର୍ଥ ଡେ ପାର୍ଟିରେ ମହିଳା ଗଣଦୁଷ୍କର୍ମ ଅଭିଯୋଗ । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା । ଅଭିଯୋଗ ହୋଇଛି ସୋମବାର ସନ୍ଧ୍ୟାରେ ଧିରିକୁଟ ବସ୍ତି!-->…
ନାବାଳିକାକୁ ଏସିଡ୍ ଫିଙ୍ଗିବା ଅଭିଯୋଗରେ ୩ ଗିରଫ
ନୂଆଦିଲ୍ଲୀ: ଆଜି ସକାଳେ ଜାତୀୟ ରାଜଧାନୀରେ ଜଣେ ୧୭ ବର୍ଷର ବାଳିକାକୁ ଏସିଡ୍ ଫିଙ୍ଗିବା ଅଭିଯୋଗରେ ଦିଲ୍ଲୀ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ବୟାନକୁ ଆଧାର କରି ପ୍ରଥମେ ପୁଲିସ ପୂର୍ବରୁ ଜଣେ ଅଭିଯୁକ୍ତକୁ ଅଟକ ରଖିଥିଲା। ପୀଡ଼ିତାଙ୍କ ଭଉଣୀ କହିଛନ୍ତି ଯେ, ମୁଁ ଆଉ ମୋ ଭଉଣୀ!-->…
ଆଉ ୨ଦିନ ଘନ କୁହୁଡ଼ି, ୧୯ରୁ ତାପମାତ୍ରା ବଢିବା ସହ ମେଘୁଆ ପାଗ ହେବାର ସମ୍ଭାବନା
ଭୁବନେଶ୍ୱର: ଆଉ ଦୁଇ ଦିନ ଘନ କୁହୁଡ଼ି। ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ପଡିବ। ଆଗାମୀ ଦୁଇ ଦିନ ତାପାମତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତକାଲି ରାଜଧାନୀ ସମେତ କଟକ, ଚାନ୍ଦବାଲି ପାରାଦୀପ ଓ!-->…
ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଡ଼ିଏନଏ ବଦଳେ ନାହିଁ, ଟିଆରଏସକୁ ଟାର୍ଗେଟ କରି ଏଭଳି କହିଲେ କଂଗ୍ରେସ ନେତା
ନୂଆଦିଲ୍ଲୀ: ଦଳର ନାମ ପରିବର୍ତ୍ତନକୁ ନେଇ ଟିଆରଏସ ମୁଖ୍ୟ କେସିଆରଙ୍କୁ କଡା ଟାର୍ଗେଟ କରିଛି କଂଗ୍ରେସ | ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ଦଳର ନାମ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)କୁ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଭାବରେ ବଦଳାଇବାରୁ କଂଗ୍ରେସ କହିଛି!-->…
‘ଚୋପ୍..’ ବିଜେପି ନେତାଙ୍କ ଉପରେ ରାଗିଗଲେ ନୀତୀଶ
ପଟନା : ବିହାର ବିଧାନସଭାରେ ଆଜି ବିଷାକ୍ତ ମଦମୃତ୍ୟୁ ଘଟଣାକୁ ନେଇ ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିଛି । କିନ୍ତୁ ଏହାର ଜବାବରେ ନୀତିଶ ରାଗି ବିଜେପି ନେତାଙ୍କୁ ଅଣସାମ୍ବିଧାନିକ ଶବ୍ଦ କହିଥିବା ଜଣାଯାଇଛି ।
ମଦ ମୃତ୍ୟୁକୁ ନେଇ ବୁଧବାରଦିନ ବିରୋଧୀ!-->!-->!-->!-->!-->…
ଡୋକଲାମରେ ପୋଲ, ସ୍ଥାୟୀ ଜନବସତି ନିର୍ମାଣ କରିଛି ଚୀନ
ନୂଆଦିଲ୍ଲୀ : ଅରୁଣାଚଳପ୍ରଦେଶର ତଓ୍ବାଙ୍ଗରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ପୁଣି ଥରେ ଚୀନ ସହ ସୀମାବିବାଦ ଚର୍ଚ୍ଚାକୁ ଆସିଯାଇଛି । ତେବେ ୨୦୧୭ରେ ଭାରତ-ଭୁଟାନ ଓ ଚୀନ ତ୍ରିଛକରେ ଥିବା ଡୋକଲାମଠାରେ ହୋଇଥିବା ବିବାଦ ପୁଣି ମୁଣ୍ଡ ଟେକିଛି ।ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ!-->…