ବଣାଇଁରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି

ରାଉରକେଲା/ବଣାଇଁ, : ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କରାଯାଉଛି। ସୋମବାରଦିନ ବଣାଇଁ ବ୍ଲକରେ ଅନୁଷ୍ଠିତ ଯୁଗ୍ମ ଜନଶୁଣାଣିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ରାଉରକେଲା ଏସପି ଶ୍ରୀଯୁକ୍ତ

ପାଗଳା ବିରାଡ଼ି କାମୁଡ଼ା ଭୟରେ ତାଟି କବାଟ ପଡିଲା

ଦାରିଙ୍ଗବାଡ଼ି, ୧୨/୧୨ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟି ଥିବା ଖବର ହସ୍ତଗତ ହୋଇଛି। ଯାହାରି ଫଳରେ ଭୟରେ ଲୋକ ତାଟି କବାଟ ପକାଇ ରହୁଥିବା ଜଣା ପଡ଼ିଛି। ଆଜି ସକାଳୁ ସକାଳୁ ଓଡ଼ିଆ

ବାଲିଗୁଡାରେ ସଙ୍କୁଳସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ବାଲିଗୁଡ଼ା ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ରବିନ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ତଥା ପ୍ରଧାନଆଚାର୍ଯ୍ୟ

ତୁମୁଡିବନ୍ଧ ଶିଶୁ ବିଦ୍ୟାମନ୍ଦିରରେ ସ୍ବଦେଶୀ ସପ୍ତାହ ପାଳନ

ଫୁଲବାଣୀ : ଡ଼ଃ ଆମ୍ବେଦକାର ଛକରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ କୁନି କୁନି ଛାତ୍ରଛାତ୍ରୀମନେ ସ୍ବଦେଶୀ ଜିନିଷଗୁଡିକର ପ୍ରଦର୍ଶନ କରିଥିଲେ l ଡିସେମ୍ବର ଛଅରୁ ଡିସେମ୍ବର ବାର ପର୍ଯ୍ୟନ୍ତ ସାରା ଦେଶରେ ସ୍ବଦେଶୀ ସପ୍ତାହ ପାଳନ କରାଯାଉଛି l ବିଭିନ୍ନ ସ୍ଥାନରେ ଏହି

ଇନଫୋସିଟି ଥାନାରେ ହାଜର ହେଲେ ପୂର୍ବତନ ହକି ତାରକା ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ବହୁ ଚାଞ୍ଚଲ୍ୟ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଇନଫୋସିଟି ଥାନାରେ ହାଜର ହେଲେ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା। ଏଡିସିପି, ଏସିପି, ଆଇଓଙ୍କ ଉପସ୍ଥିତିରେ ବୀରେନ୍ଦ୍ରଙ୍କୁ ପଚରାଉଚରା କରାଯାଉଛି। ବୀରେନ୍ଦ୍ରଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ଆନନ୍ଦଙ୍କ ବାପା। ଫେବ୍ରୁଆରୀ

ଫିଫା ବିଶ୍ବକପ୍‌ର ଦ୍ବିତୀୟ ସେମିରେ ଫ୍ରାନ୍ସ-ମରକ୍କୋ

ଅଲ୍‌ ଖୋର (କାତାର) : ଚଳିତ ଫିଫା ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ର ଫ୍ରାନ୍ସ ଭେଟିବ ମରକ୍କୋକୁ। ଶନିବାର ତୃତୀୟ କ୍ବାର୍ଟରଫାଇନାଲ୍‌ରେ ପର୍ତୁଗାଲ୍‌ ଆଶାରେ ପଣି ଭରି ଦେଇ ମରକ୍କୋ ପ୍ରଥମ ଆଫ୍ରିକୀୟ ଦେଶ ଭାବେ ସେମିଫାଇନାଲ୍‌ରେ ପ୍ରବେଶ କରି ନୂଆ ଇତିହାସ ରଚିଛି। ବିଳମ୍ବିତ

ବାଲୋଚିସ୍ତାନ୍‌ ପ୍ରଦେଶରେ ଆଫଗାନ୍‌ ସେନାର ବେପରୁଆ ଗୁଳି ଚାଳନା; ୬ ମୃତ, ୧୭ ଆହତ

ଇସ୍‌ଲାମାବାଦ: ରବିବାର ଦିନ ଆଫଗାନ ସୀମାନ୍ତ ସୈନ୍ୟମାନେ ବାଲୋଚିସ୍ତାନର ଚମନ୍‌ ଜିଲ୍ଲା ସୀମା ମଧ୍ୟକୁ ଅକାରଣରେ ବେପରୁଆ ଗୁଳି ଚାଳନା କରିବାଦ୍ବାରା ଅନ୍ୟୂନ ୬ଜଣ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଛି ଓ ଆଉ ୧୭ଜଣ ଆହତ ହୋଇଥିବା କଥା ପାକିସ୍ତାନୀ ସେନା କହିଛି। ସେନାର ଗଣମାଧ୍ୟମ

ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଧସ୍ତାଧସ୍ତି ଘଟଣା, ସବୁକିଛି ତଦନ୍ତ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ…

ସମ୍ବଲପୁର: ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଧସ୍ତାଧସ୍ତି ଘଟଣାରେ ସମ୍ବଲପୁର ଏସପି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତକୁ ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ବଲପୁରରେ ଓକିଲ

ନିର୍ଭୟା ପାଣ୍ଠିରେ ବିଧାୟକଙ୍କ ପାଇଁ କାର କିଣୁଛନ୍ତି ସିନ୍ଧେ ସରକାର !

ମୁମ୍ବାଇ: ନାରୀ ସୁରକ୍ଷା ପାଇଁ ଗଠିତ ହୋଇଥିବା ନିର୍ଭୟା ଫଣ୍ଡର ଅସଦବ୍ୟବହାର ଅଭିଯୋଗ ହୋଇଛି। ନିର୍ଭୟା ପାଣ୍ଠିକୁ ମହାରାଷ୍ଟ୍ରର ଏକନାଥ ସିନ୍ଧେ ସରକାର ନିଜ ବିଭାଗରେ ଖର୍ଚ୍ଚ କରୁଥିବା ଅଭିଯୋଗ ହୋଇଛି। ଏହି ନିର୍ଭୟା ପାଣ୍ଠିରେ ମହରାଷ୍ଟ୍ରର ବିଧାୟକ ଏବଂ ଏମପିଙ୍କ ସୁରକ୍ଷା ପାଇଁ ମୁମ୍ବାଇ

ରାଜଧାନୀର ବିଭିନ୍ନ ମେଡିସିନ୍ ହୋଲସେଲ ଦୋକାନରେ ଚଢାଉ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ନକଲି ଔଷଧ କାରବାର । ଭୁବନେଶ୍ୱରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ହେଉଛି ଯୋଗାଣ । ୫ ଜଣିଆ ଡ୍ରଗ ସ୍କ୍ବାଡ୍ ଟିମ୍ ଅଶୋକ ନଗର ସମେତ ଭୁବନେଶ୍ବରର ବିଭିନ୍ନ ହୋଲସେଲ ଦୋକାନରେ ଚଢାଉ କରୁଛି । କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ସ୍ଥାନରେ