ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା, ଦିନର ବଢ଼ିବ ତାପମାତ୍ରା…

ଭୁବନେଶ୍ୱର; ରାଜ୍ୟରେ ଦିନରେ ତାପାମାତ୍ରା ବଢ଼ୁଥିବା ବେଶେ ସକାଳୁ କିନ୍ତୁ ଅନେକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ କଟକ ଓ ଭୁବନେଶ୍ୱରରେ କୁହୁଡ଼ି ଦେଖିବାକୁ ମିଳିଥିଲା। ଦିନରେ ଟାଣ ଖରା ଯୋଗୁ ଶୁକ୍ରାବାର ଭୁବନେଶ୍ୱରରେ ଦିନ ୧୧ଟା ସୁଦ୍ଧା ୩୬ଡିଗ୍ରି ହୋଇଥିଲା।…

କାଲିଠୁ ସପ୍ତାହକୁ ଦୁଇ ଥର ରଙ୍ଗେଇଲୁଣ୍ଡାରୁ ଉଡ଼ିବ ୧୦ ସିଟ୍‌ ବିଶିଷ୍ଟ ବିମାନ

ଗଞ୍ଜାମ: ଆସନ୍ତାକାଲି ବିଜୁ ଜୟନ୍ତୀରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ରୁ ଉଡ଼ିବ ବିମାନ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ରନ୍‌ େଓ୍ଵ ଓ ଅନ୍ୟାନ୍ୟ କାମ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ନିଜସ୍ୱ ଖର୍ଚ୍ଚ ଓ ଉଦ୍ୟମରେ ଗଞ୍ଜାମ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ…

ଅତିରିକ୍ତ ଖଣି ନିର୍ଦ୍ଦେଶକଙ୍କ ଘରୁ ମିଳିଲା ନଗଦ କୋଟିଏ ଟଙ୍କା, ୬୫୦ ଗ୍ରାମ ସୁନା ଅଳଙ୍କାର…

ଭୁବନେଶ୍ୱର: ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରୁ ନଗଦ କୋଟିଏ ଟଙ୍କା ମିଳିଛି । ଭିଜିଲାନ୍ସ ରେଡ୍ ବେଳେ କୋଟିଏ ଟଙ୍କା ସହ ପାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅତିରିକ୍ତ ଖଣ ନିର୍ଦ୍ଦେଶକଙ୍କ…

ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲା ବାପା…

ଲାଞ୍ଜିଗଡ଼ : ବାପ-ଝିଅ ଭଳି ପବିତ୍ର ସଂପର୍କରେ ଲାଗିଛି କଳଙ୍କର କଳାଦାଗ। ନିଜ ଔରସରୁ ଜନ୍ମଲାଭ କରିଥିବା ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ବାପା ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍ ଯାଇଛି। ଏଇ ଅଭାବନୀୟ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଲାଞ୍ଜିଗଡ଼ ପୁଲିସ…

ବିଜେପି କର୍ମୀଙ୍କୁ ଆକ୍ରମଣର ପ୍ରତିବାଦ, ରାଜ୍ୟର ବିଭିନ୍ନ ଥାନାରେ ଏତଲା ଦାୟର

ବିଜେପି ଯୁବ ମୋର୍ଚ୍ଚାର କାର୍ୟ୍ୟକର୍ତ୍ତାଙ୍କୁ ପୁଲିସର ଅତର୍କିତ ଓ ମରଣାନ୍ତକ ଆକ୍ରମଣକୁକୁ ବିରୋଧ କରି ପୁଲିସ ଡ଼ିଜିଙ୍କ ବିରୁଦ୍ଧରେ ରାଜ୍ୟର ବିଭିନ୍ନ ଥାନାରେ ବିଜେପି ପକ୍ଷରୁ ଏତଲା ଦାୟର କରାଯାଇଛି। ଏ ନେଇ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଏକ ଦଳ…

୧୫ରୁ ଓଡ଼ିଶା ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନ…

କେନ୍ଦୁଝରଗଡ଼଼: ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆସନ୍ତା ୧୫ରୁ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ସଫଳ କରିବା ପାଇଁ ସଂଘର ଶତାଧିକ ସଦସ୍ୟ ଶୁକ୍ରବାର ଜିଲା ଓ ପୁଲିସ ପ୍ରଶାସନକୁ ଲିଖିତ ଭାବେ ଅବଗତ କରିଛନ୍ତି। ରାଜ୍ୟ ସରକାର ଡ୍ରାଇଭର ମହାସଂଘର ୧୦ଦଫା ସମ୍ବଳିତ ଦାବି ପୂରଣ ନେଇ ଦେଇଥିବା…

ଓଡିଶାରେ ହେବ ଆମେରିକା ଭଳି ରାସ୍ତା: ଗଡକରୀ…

ଭୁବନେଶ୍ୱର: ୨୦୨୪ ଶେଷ ସୁଦ୍ଧା ଓଡିଶାରେ ଆମେରିକା ମାନର ରାସ୍ତା । ଜାତୀୟ ରାଜପଥ ପ୍ରକଳ୍ପ  ଅଧିନସ୍ଥ ସବୁ ରାସ୍ତା ଆମେରିକା ମାନର ହେବ । କେନ୍ଦ ସଡଖ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସୂଚନା । ଓଟିଭି ଫୋରସାଇଟର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ । ଓଡିଶାରେ ଜାତୀୟ…

ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରି ବନ୍ଧା ହେଲେ ଯୁବକ…

ଭୁବନେଶ୍ୱର: ନିଶା ଶକ୍ତ ଅବସ୍ଥାରେ ମହିଳାଙ୍କୁ ଗାଳି ଗୁଲଜ କରିବା ସହ ଜଣେ ଯୁବକଙ୍କୁ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିବା ଅଭିଯୋଗରେ ମୈତ୍ରୀବିହାର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ ଶ୍ରୀନିବାସ ଓଝା । ତାଙ୍କ ଘର ଡମାଣା ଅଞ୍ଚଳରେ । …

ଚାକରାଣୀଙ୍କୁ ଏକ ପାଖିଆ ପ୍ରେମ କରି ବନ୍ଧା ହେଲେ ମାଲିକ…

ବନେଶ୍ୱର: ଚାକରାଣିଙ୍କୁ ଏକ ପାଖିଆ ପ୍ରେମ କରି ବନ୍ଧା ହେଲେ ମାଲିକ । ସମ୍ପୃକ୍ତ ମାଲିକ ଜଣଙ୍କ ହେଲେ କାର୍ତ୍ତିକ ମୁଦୁଲି । ତାଙ୍କ ଘର ସୁନ୍ଦରପଦା, ବିଦ୍ୟୁତ ସବ୍ ଷ୍ଟେସନ ପାଖରେ । ସୂଚନାଯୋଗ୍ୟ ଯେ, ପୀଡ଼ିତା ଜଣକ ହାଉସ ମେଡ ହୋଇଥିବା ବେଳେ କାର୍ତ୍ତିକ ମେକାନିକ ଅଟନ୍ତି । କାର୍ତ୍ତିକ…

ପୁଣି ହାତୀ ନେଲା ଜୀବନ

ମୟୁରଭଞ୍ଜ: ହାତୀପଲ ପାଇଁ ଚରାଭୁଇଁ ପାଲଟିଛି ମୟୂରଭଞ୍ଜ ଜିଲ୍ଲାର ଗାଁ ଠୁ ସହର। ଯଦିଓ ହାତୀ ଜଙ୍ଗଲୀ ଜୀଵ କିନ୍ତୁ ଏବେର ପରିବର୍ତ୍ତିତ ସ୍ଥିତିରେ ହାତୀପଲ ଜଙ୍ଗଲରେ ରହିବାକୁ ସୁରକ୍ଷିତ ମଣୁନଥିବା ଅନୁମାନ କରାଯାଉଛି। ଯୋଉଥିପାଇଁ ଗାଁ ହେଉକି ସହର ଭିତରକୁ ପଶି ଆସୁଛନ୍ତି। ଆଉ ନେଉଛନ୍ତି…