ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ

ଶିମଲା : ୪ଥରର ବିଧାୟକ ତଥା କଂଗ୍ରେସ ନେତା ସୁଖବିନ୍ଦର ସିଂ ସୁଖୁ ଆଜି ହିମାଚଳ ପ୍ରଦେଶରେ ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହି ଉତ୍ସବରେ ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତ ଥିଲେ । ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଦଳର ସାଧାରଣ ସମ୍ପାଦକ

ଜାତୀୟ ମାନବାଧିକାର ଦିବସ ପାଳିତ…

ଫୁଲବାଣୀ:- ୧୦/୧୨ କନ୍ଧମାଳ ଜିଲ୍ଲା ସ୍ଥାନୀୟ ପ୍ରେସ କ୍ଲବ ଠାରେ ଶନିବାର ହ୍ୟୁମାନ ରାଇଟ୍ସ କାଉନସିଲ ପକ୍ଷରୁ ଜାତୀୟ ମାନବାଧିକାର ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ କାଉନସିଲର ସଭାପତି ସରୋଜ କୁମାର ତରାସିଆଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ଆଇନଜୀବୀ

ମାଗଣା ଚକ୍ଷୁ ପରିକ୍ଷା ଓ ଚିକିତ୍ସା ଶିବିରର ଆୟୋଜିତ …

ଫୁଲବାଣୀ:- ଫୁଲବାଣୀ ଜବାହର ନବୋଦୟ ଆଲୁମିନି ଏସୋସିଏସନ ପକ୍ଷରୁ ଶନିବାର ସଂଗଠନର ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ମାଗଣା ଚକ୍ଷୁ ପରିକ୍ଷା ଓ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା l ଏହି ଅବସରରେ ସଭାପତି ସୁର ପ୍ରସାଦ ନାୟକଙ୍କ ସଭାପତିତ୍ୱରେ

ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିଚାଳନା ସମିତି ସଭାପତି ରଜନୀ କାନ୍ତ ଭଟ୍ଟ, ମୁଖ୍ୟ

ସ୍ବର୍ଗତ ଚିତ୍ତରଞ୍ଜନଙ୍କ ଦ୍ବାଦଶାହରେ ସ୍ମୃତି ଚାରଣ ସଭା ଓ ଭଜନ କାର୍ଯ୍ୟକ୍ରମ

ବୁଗୁଡ଼ା : ବୁଗୁଡ଼ା ତହସିଲର ମୁଖ୍ୟ କିରାଣୀ ସ୍ବର୍ଗତ ଚିତ୍ତ ରଞ୍ଜନ ପାଢ଼ୀଙ୍କ ଦ୍ବାଦଶାହରେ ତାଙ୍କ ବାସଭବନ ପରିସରରେ ଏକ ସ୍ମୃତି ଚାରଣ ସଭା ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ତହସିଲ କର୍ମଚାରୀ, ଆତ୍ମୀୟସ୍ବଜନ ଉପସ୍ଥିତ ରହି ତାଙ୍କର ଫଟୋ

ଚିକିଟୀ ବ୍ଳକରେ ମନ୍ତ୍ରୀ ଉଷାଦେବୀଙ୍କ ଦ୍ଵାରା ଭତ୍ତା ବଣ୍ଟନ…

ଚିକିଟୀ : ଚିକିଟୀ ବ୍ଲକ କାର୍ଯ୍ୟାଳୟ ପରିସରରେ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ କ୍ରୀଡ଼ା ଉତ୍ସଵ ଆଜି ସ୍ଥାନୀୟ କନ୍ଧମାଳ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରଙ୍କନିଧି

ସ୍ଵାଗତ ସମ୍ବର୍ଦ୍ଧନା ସହ ଆଣ୍ଟି ରାଗିଂ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏମସି ଏସ ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ଯୁକ୍ତ ତିନି ପ୍ରଥମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ସିନିଅର ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି l ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ବ କରି ନୂତନ ଛାତ୍ର

ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

ହିଞ୍ଜିଳିକାଟୁ ୧୦।୧୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ରେଗିଡିସାହି ର ବ୍ୟବସାୟୀ ସୁରେନ୍ଦ୍ର ପାଢୀ ଙ୍କ ର ଶନିବାର ମଧ୍ୟାହ୍ନରେ ପରଲୋକ ଘଟିଛି। ତାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପରିବାର ଲୋକ ଶୁକ୍ରବାର ବ୍ରହ୍ମପୁର ଵଡ ମେଡିକାଲ କୁ ଚିକିତ୍ସା ପାଇଁ ନେଇଥିଲେ। ତେବେ

ଦୁର୍ଗମ ଅଞ୍ଚଳର ଦୁଃଖ ବୁଝିବ କିଏ ? ଜନ ପ୍ରତିନିଧି ନା ପ୍ରଶାସନ..? ଏଠାରେ ସବୁ ଜଳକା..!

ଉମରକୋଟ : ଭାରତ ସ୍ବାଧୀନ ହେବାର ୭୬ ବର୍ଷ ପରେ ବି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଆଜିବି ଅବହେଳିତ ଏହି ଅଞ୍ଚଳ ରେ ନା ଅଛି ଭଲ ରାସ୍ତା ଟିଏ ନା ଅଛି ସରକାରୀ ବ୍ୟବସ୍ଥା, ଏହି ଅଞ୍ଚଳ ରେ ଏଭଳି ଦୁର୍ଗମ ଅଞ୍ଚଳ ଅଛି ଯଦି ସେଠାରେ କୌଣସି ଅଚାନକ ଦୁର୍ଘଟଣା ଘଟିଲେ ତାହାର ନିରାକରଣ ର କିଛି