ସାଲେପୁର ବୀଭତ୍ସ ହତ୍ୟାକାଣ୍ଡ ଘଟଣା: ମାଷ୍ଟର ମାଇଣ୍ଡ ନାତି ଗିରଫ, ପୁଅ ହତ୍ୟାକାରୀ ଜାଣିବା ପରେ ବାପା ପିଇଲେ ବିଷ

ସାଲେପୁର: ସାଲେପୁର ନେମାଳ ଲେଣ୍ଡର ଭଗବାନପୁରରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ନାତି। ମୃତ ହୃଷିକେଶ ମୁଦୁଲିଙ୍କ ନାତି ଓମ୍ ପ୍ରକାଶ ମୁଦୁଲିକୁ ପୋଲିସ୍ ଗିରଫ କରିଥିବା ନେଇ ସୂଚନା ମିଳିଛି । ଏପଟେ ନିଜ ପୁଅ ହିଁ ଜେଜେବାପାର ହତ୍ୟାକାରୀ ଜାଣିବା ପରେ ଓମ୍ ପ୍ରକାଶର

ବାଲେଶ୍ୱର କୂଳଡିହା ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର କୂଳଡିହା ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ । ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ବିଟ ଅଧିନ ସିଆଡିମାଳ ନିକଟ କଦମଶୋଳ ଠାରେ ଏକ ବୃଦ୍ଧା ମାଇ ହାତୀର ମୃତଦେହ ଉଦ୍ଧାର କରିଛି କୁଳଡିହା ବନ ବିଭାଗ । ଗତକାଲି ରାତିରେ ହାତୀଟିର ମୃତ୍ୟୁ ହୋଇଥିବା କୁହାଯାଉଛି ।

ସହଜ ହେବ ‘‘ଲିଜ୍ ହୋଲ୍ଡ’’ରୁ ପ୍ରି ହୋଲ୍ଡ୍ ପରିବର୍ତ୍ତନ, ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ…

ଭୁବନେଶ୍ୱର : ସହଜ ହେବ ‘ଲିଜ୍‌ ହୋଲ୍ଡ’ରୁ ପ୍ରି ହୋଲ୍ଡ ପରିବର୍ତ୍ତନ। କ୍ଷମତା ବିକେନ୍ଦ୍ରୀକରଣ ପାଇଁ ପ୍ରସ୍ତାବ। ପ୍ରକ୍ରିୟା ତ୍ୱରାନ୍ଵିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।। ଲିଜ୍‌ ହୋଲ୍ଡ ଜମିର ଫ୍ରି-ହୋଲ୍‌ଡ ପରିବର୍ତ୍ତନକୁ ସହଜ ଓ ସୁଗମ କରିବା ପାଇଁ ରାଜ୍ୟ

୧୨ ଦିନ ଭିତରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ!

ଭଦ୍ରକ:ଗୋଟିଏ ଦିନରେ ଦୁଇଭାଇଙ୍କ ମୃତ୍ୟୁ । ଦ୍ୱାଦଶାହ କାମ ଚାଲିଥିବାବେଳେ ଭାଇବୋହୂର ଗଲା ଜୀବନ । ଭଦ୍ରକ ତିହିଡି ଥାନା ଗୁଆମାଳ ଅଂଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି । ୧୨ ଦିନରେ ୩ଜଣଙ୍କୁ ହରାଇ ସ୍ତବ୍ଧ ହୋଇପଡିଛି ପରିବାର । ଗତ ନଭେମ୍ବର ୨୭ ତାରିଖରେ ଗୁଆମାଳର ଦର୍ଗାପ୍ରସାଦ

ବୋମା ଖଞ୍ଜିଥିବା ଅଭିଯୋଗରେ ୬ ନକଲି ନକ୍ସଲ ଗିରଫ

ରାୟଗଡ଼ା: ବୋମା ଖଞ୍ଜିଥିବା ଅଭିଯୋଗରେ ୬ ନକଲି ନକ୍ସଲ ଗିରଫ। ନିଜକୁ ନକ୍ସଲ ପରିଚୟ ଦେଇ ୫ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ । ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅର୍ନ୍ତଗତ ସୁଙ୍ଗେର ଗାଁରେ ବୋମା ଖଞ୍ଜିଥିବା ଅଭିଯୋଗରେ ପୋଲିସ ୬ ଜଣଙ୍କୁ ଗିରଫ

ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ୍

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ ମିଳିଛି । ହାଇକୋର୍ଟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି । ଜାମିନ ପାଇଁ ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ହାଇକୋର୍ଟ କହିଛନ୍ତି । ୧୦

ମୁଖ୍ୟମନ୍ତ୍ରୀ ରେସ୍‌ରୁ ରାଜ୍ୟ କଂଗ୍ରେସ ସଭାପତି ଆଉଟ୍‌

ଶିମଲା: ହିମାଚଳପ୍ରଦେଶରେ ବିଜେପିକୁ ପରାସ୍ତ କରି କ୍ଷମତାକୁ ଆସିଛି କଂଗ୍ରେସ। ତେବେ ଦଳରେ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏକ ନୂଆ ଟ୍ୱିଷ୍ଟ ଆସିଛି। କାରଣ ମୁଖ୍ୟମନ୍ତ୍ରୀ ଦଉଡ଼ରେ ସବୁଠୁ ଆଗରେ ଥିବା ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା

୧୦ ଆପ୍‌ କାଉନସିଲରଙ୍କୁ କିଣିବା ପାଇଁ ବିଜେପି ୧୦୦ କୋଟି ଟଙ୍କା ଲାଞ୍ଚ ଦେଉଛି: ଆପ୍‌

ନୂଆଦିଲ୍ଲୀ: ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି। ଭାରତୀୟ ଜନତା ପାର୍ଟି ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି)ରେ ନିର୍ବାଚିତ ଆପ୍‌ କାଉନସିଲରମାନଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଆପ୍‌ ଅଭିଯୋଗ କରିଛି। ବିଜେପି ଦିଲ୍ଲୀରେ ଡାର୍ଟି ଗେମ୍ ଖେଳୁଛି ବୋଲି

ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଇଲା ଏନଆଇଏ, ମୁଣ୍ଡପିଛା ୧୦ ଲକ୍ଷ ପୁରସ୍କାର

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀଙ୍କ ଆତଙ୍କ ଯୋଗୁଁ ହନ୍ତସନ୍ତ ହେଉଥିବା କଶ୍ମୀର ଘାଟିକୁ ବର୍ତ୍ତମାନ ଚିରଦିନ ପାଇଁ ମୁକ୍ତି ମିଳିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ତଥା ଏନ୍‌ଆଇଏ ଫିଲ୍ମ ଷ୍ଟାଇଲ୍‌ରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦୀଙ୍କ

ଗ୍ରାହକ ସେବାକେନ୍ଦ୍ର ରୁ ତାଲାକାଟି ୩୦ହଜାର ଟଙ୍କା ଲୁଟ

ମାଲକାନଗିରି କାଲିମେଳା : କୋଇମେଟଳା ସ୍ଥିତ ଗ୍ରାହକ ସେବାକେନ୍ଦ୍ର ରୁ ଚୋରି ପୋଲିସ ପକ୍ଷରୁ ଖବର ପାଇ ତନାଘନା ଜାରି।ଏହି ପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ସଦରମହକୁମାରେ l ଘଟଣାରୁ ଦେଖିବାକୁ ମିଳିଛି କୋଈମେଟଲା ସଦର ମହକୁମା ରେ