ନବବିବାହିତ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ବୁଗୁଡ଼ା : ବାହାଘରକୁ ୬ ମାସ ମଧ୍ୟ ପୁରିନି ଆତ୍ମହତ୍ୟା ପଥ ବାଛିନେଲେ ଯୁବକ l ଏମିତି ଏକ ଦୁଃଖଦ ଘଟଣା ଘଟିଛି ବୁଗୁଡ଼ା ସହରର ବୁଦ୍ଧଖୋଲ ରୋଡରେ l ମୃତ ଯୁବକ ଜଣକ ହେଲେ ବୁଗୁଡ଼ା ବ୍ଲକ ଛକରେ ବଳଦେବ ମୋବାଇଲ ରିପେରିଙ୍ଗ୍ ଦୋକାନ କରିଥିବା ପୂର୍ଣ୍ଣ ଚନ୍ଦ୍ର ହୋତାଙ୍କ ଜ୍ୟେଷ୍ଠ ପୁତ୍ର ଦେବୀ

ଫୁଲବାଣୀ ସ୍ଵଚ୍ଛାସେବୀ ମହାସଂଘର ସଦସ୍ୟ ଅନୁଷ୍ଠାନମାନଙ୍କର ଆର୍ଥିକ ପରିଚାଳନା ଉପରେ କର୍ମଶାଳା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଚ୍ଛାସେବୀ ମହାସଂଘର ସଦସ୍ୟ ଅନୁଷ୍ଠାନ ମାନଙ୍କର ଆର୍ଥିକ ଓ ସାଧାରଣ ପରିଚାଳନା କରିବା ପାଇଁ ବିଭିନ୍ନ ଆଇନିର ଦିଗ ଉପରେ ଏକ ଦିନିଆ କର୍ମଶାଳା ନିପୀଡିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ପ୍ରଦାତା, ଜି.ଉଦୟଗିରି ଓ ସାତୀ,

ପ୍ରାଣୀ ସଂକ୍ରାମକ ରୋଗକୁ ହଟାଇବାକୁ ଜିଲ୍ଲାରେ ଜାରି ହେଲା ହେଲପ ଲାଇନ ନମ୍ବର…

ଫୁଲବାଣୀ :-ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, କନ୍ଧମାଳଙ୍କ ସୂତ୍ରରୁ ପ୍ରକାଶ ଯେ, ଜିଲ୍ଲାର ପଡ଼ୋଶୀ ଜିଲ୍ଲା ମାନଙ୍କରେ ଏବେ ଗାଈଗୋରୁଙ୍କ ଠାରେ ଲମ୍ପି ସ୍କିନ୍ ଡିଜିଜ୍ ବା ଚର୍ମବିଣ୍ଡି ରୋଗ ଦେଖାଦେଉଛି । ଏହା ଏକ ଭୂତାଣୁ ଜନିତ ରୋଗ ଓ କାତ୍ରିପକ୍ବ ନାମକ ଭାଇରସ୍ ଦ୍ବାରା

ବ୍ରାହ୍ମଣୀଗାଁ ରେ ସଂଖ୍ୟା ଲଘୁ ବୈଠକ…

ଦାରିଙ୍ଗବାଡ଼ି :ଆସନ୍ତା ଡିସେମ୍ବର ୧୮ ତାରିଖରେ ଆନ୍ତର୍ଜାତିକ ସଂଖ୍ୟା ଲଘୁ ଦିବସ ପାଳନ ଉଦ୍ଦେଶ୍ୟରେ ବ୍ରାହ୍ମଣୀ ଗାଁ କ୍ୟାଥଲିକ ଚର୍ଚ୍ଚ ପରିସରରେ ଗତ କାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲା ସଂଖ୍ୟା ଲଘୁ ସୋସିଆଲ ଫର୍ମର ସଭାପତି ଶ୍ରୀଯୁକ୍ତ ରାମ

ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ, ଫୁଲବାଣୀରେ ୬.୬ ଡିଗ୍ରୀ ଓ ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ ତାପମାତ୍ରା

ଫୁଲବାଣୀ : କିଛି ଦିନର ବ୍ୟବଧାନ ପରେ କନ୍ଧମାଳକୁ ପୁଣି ଶୀତ ଫେରିଛି l ସମଗ୍ର କନ୍ଧମାଳ ଏବେ ଜାଡରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଶୁକ୍ରବାର ଆଜି ଫୁଲବାଣୀରେ

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୪ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦,୦୦୦ ଜୋରିମାନା

ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏକ ୧୩ ବର୍ଷ ନାବାଳିକାର ଦୁଷ୍କର୍ମ ମାମଲାର ବିଚାର କରି ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଅଭିଯୁକ୍ତ ସୁଧାଂଶୁ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ

ଏଚଡିଏଫସି ବ୍ୟାଙ୍କ ତରଫରୁ ରକ୍ତଦାନ ଶିବିର

ଫୁଲବାଣୀ : ରକ୍ତଦାନ ମହତ ଦାନ ପୂଣ୍ୟର ଦାନ। ରକ୍ତ ଅଭାବରୁ ରାଜ୍ୟରେ ତଥା ଦେଶରେ ଅନେକ ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ଏଣୁ ଏହି ଅଭାବୀ ପରିସ୍ଥିତି କୁ ଦୃଷ୍ଟିରେ ରଖି ଆଜି ଏଚ୍ ଡି ଏଫ ସି(HDFC) ବ୍ୟାଙ୍କ ତରଫରୁ ସର୍ବଭାରତୀୟ ସ୍ତରରେ ରକ୍ତ ଦାନ ଶିବିର ଆୟୋଜିତ କରାଯାଇ ଥିଲା। ଏହି

କିଏ ହେବେ ମୁଖ୍ୟମନ୍ତ୍ରୀ? ହାଇକମାଣ୍ଡ ନେବେ ନିଷ୍ପତ୍ତି

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ କାରିବାକୁ ବହୁମତ ପାଇଥିଲେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଛକପଞ୍ଝା ଜାରି ରହିଛି। କଂଗ୍ରେସ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନ କରି ନିର୍ବାଚନ ଲଢ଼ୁଥିଲା। ନିର୍ବାଚନ ଜିତିବା ପରେ ଆଜି ନବ

ଏମସିଡି ନିର୍ବାଚନ: ଆପ୍‌ରେ ମିଶିଲେ ୨ କଂଗ୍ରେସ କର୍ପୋରେଟର

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କଂଗ୍ରେସକୁ ପୁଣି ଝଟକା ଲାଗିଛି। ଦଳୀୟ ଟିକେଟରେ ଏମସିଡି ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ଦୁଇ ଜଣ କଂଗ୍ରେସ କର୍ପୋରେଟର ଆଜି ଆପ୍‌ରେ ସାମିଲ ହୋଇଛନ୍ତି। ଫଳରେ ଏମସିଡିରେ କଂଗ୍ରେସର ଆସନ

ବିବାହ ବିଚ୍ଛେଦ ପାଇଁ ଥିବା ବଡ଼ ନିୟମକୁ ଉଚ୍ଛେଦ କଲେ କୋର୍ଟ

ଥିରୁଅନନ୍ତପୁରମ: ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କ ବିବାହ ବିଚ୍ଛେଦକୁ ନେଇ ବଡ଼ ରାୟ ଦେଇଛନ୍ତି କେରଳ ହାଇକୋର୍ଟ। ବିବାହ ବିଚ୍ଛେଦ ଆଇନ ୧୮୬୯ରେ ଥିବା ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାକୁ ଆଜି କୋର୍ଟ ଉଚ୍ଛେଦ କରି ଦେଇଛନ୍ତି। ସହମତି ଭିତ୍ତିରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିବା