ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ତେଜିଲା ନିଆଁ

ଭଞ୍ଜନଗର: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ନେଇ ପ୍ରବାସୀ ଓଡିଆଙ୍କ ପକ୍ଷରୁ ଆନ୍ଦୋଳନ। ଗତକାଲି ଦିନ ତମାମ ସୁରଟ ସହରରେ ଆନ୍ଦୋଳନ କରାଯାଇଥିଲ। ଖବର ପାଇ ପୋଲିସ ପ୍ରଶାସନ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ସେପଟେ ଶ୍ରମ ମନ୍ତ୍ରୀ ଓଡିଆ ସମାଜ,

ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା ନିଲମ୍ବିତ

ବଲାଙ୍ଗିର: ସିନ୍ଧେକେଲା ଥାନା ଅଧିକାରୀ ନିଲମ୍ବିତ। ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରାଙ୍କୁ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି। ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା ଭିଜିଲାନ୍ସ ହାତରେ

ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର : କମେଣ୍ଟ ମାରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ଆଇନକୁ ହାତକୁ ନେଲେ ଗ୍ରାମବାସୀ । ୨ପୁଅ ସହ ବାପାକୁ ଉଠବସ୍‌ କରାଇଲେ ଗାଁ ଲୋକେ । ସୋଶିଆଲ ମିଡିଆରେ ଭିଡିଓ କଲେ ଭାଇରାଲ । ତେବେ ଏଭଳି ନିନ୍ଦନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ବରମୁଣ୍ଡା ପାଲା

ସାଲେପୁର ନେମାଳ ଲେଣ୍ଡର ଭଗବାନପୁରରେ ଲୁଟ୍: ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀଙ୍କର ମୃତ, ସ୍ତ୍ରୀ ଗୁରୁତର

ସାଲେପୁର: ସ୍ୱାମୀଙ୍କୁ ହାଣିଲେ । ଘରୁ ଲୁଟିଲେ । ଲୁଟ୍‌ ବେଳେ ବିରୋଧ କରିବାରୁ ଆକ୍ରମଣ । ଏଥିରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ଲେଣ୍ଡର ଭଗବାନପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ସଶସ୍ତ୍ର ଡକାୟତି

ସାପ ପାଇଁ ନାକେଦମ୍‌ ହେଲେ ଏସ୍‌ସିବି ହସ୍ପିଟାଲ କର୍ତ୍ତୃପକ୍ଷ

କଟକ: ସାପ ପାଇଁ ନାକେଦମ୍‌ । ତାହା ପୁଣି କଟକ ଏସ୍‌ସିବି ହସ୍ପିଟାଲରେ । ଯାହା ପାଇଁ ନାକେଦମ୍ ଏସ୍‌ସିବି କର୍ତ୍ତୃପକ୍ଷ। କିନ୍ତୁ ସବୁଠୁ ରୋଚକ କଥା ସବୁ ପରେ ବି ସାପ କିନ୍ତୁ ଗାୟବ! ଏପଟେ ସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ ଆସି ପହଞ୍ଚିଲେ। ବିଦ୍ୟୁତ୍‌

ଜଳେଶ୍ୱର ଥାନା ଭିତରେ ଭୟଙ୍କର ବିସ୍ଫୋରଣ

ଜଳେଶ୍ୱର: ଭୟଙ୍କର ବିସ୍ଫୋରଣ। ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନାର ଏକ ପରିତ୍ୟକ୍ତ ପାଇଖାନା ଘରୁ ଶୁଭିଲା ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ପ୍ରାୟ ୧ କିମି ଯାଏ ଶୁଣିବାକୁ ମିଳିଥିଲା। ବି‌ସ୍ଫୋରଣ ପ୍ରଭାବରେ ପାଇଖାନାର କବାଟ ଉଡ଼ି ଯାଇଥିବାବେଳେ

ବୁଗୁଡ଼ା ପିପୁଲ୍ସ ହାଇସ୍କୁଲର ବାର୍ଷିକ କ୍ରୀଡା…

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ବିଇଓ କବିବର ପ୍ରଧାନ ଉକ୍ତ ବାର୍ଷିକ କ୍ରୀଡାର ଶୁଭାରମ୍ଭ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କ୍ରୀଡା ଉତ୍ସବ ଅବସରରେ ଦୌଡ, ହାଇଜମ୍ପ୍,

ଜବରଦଖଲ ଉଛେଦ : ବାଲୁଙ୍କେଶ୍ୱର ମନ୍ଦିର ନିକଟ ଜଗବନ୍ଧୁ ହୁଡ଼ା ବସ୍ତିର ୯0 ଘର…

ବ୍ରହ୍ମପୁର :-ବ୍ରହ୍ମପୁର ବାଲୁଙ୍କେଶ୍ୱର ମନ୍ଦିର ନିକଟ ଜଗବନ୍ଧୁ ହୁଡ଼ା ବସ୍ତିକୁ ଉଛେଦ କରିଛି ବିଏମସି l ଜାତୀୟ ଗ୍ରୀନ ଟ୍ରି ବୁନାଲଙ୍କ ନିର୍ଦ୍ଧେଶକ୍ରମେ ମହାନଗର ନିଗମ ଅଂଚଳରେ ଥିବା ଜଗବନ୍ଧୁ ପୋଖରୀ ହୁଡ଼ା କଡର ସମସ୍ତ ବସ୍ତିକୁ ଉଛେଦ କରାଯାଇ ସେମାନଙ୍କୁ ରାଜୀବ ଆବାସ ଯୋଜନା

ନଗର ଭବନ ଠାରେ ଜିଲ୍ଲା ବିଜେପି କାର୍ଯ୍ୟକର୍ତା ସମ୍ମିଳନୀ ଆୟୋଜିତ…

ମାଲକାନଗିରି : ସଦରମହକୁମା ନଗର ଭବନ ଠାରେ ଜିଲ୍ଲା ବିଜେପି ତରଫରୁ କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଜିଲ୍ଲା ର ସୁପ୍ତ ପ୍ରାୟ ବିଜେପି କର୍ମକର୍ତ୍ତା,ଯୁବମୋର୍ଚ୍ଚ। ସଂଗଠନକୁ ମଜବୁତ କରିବା ଉଦ୍ଦେଶ୍ୟ ଏହି ବୈଠକର ମୂଳ ଲକ୍ଷ୍ୟ ଥିବା ଜିଲ୍ଲା ସଭାପତି ଶ୍ରୀ ନିମାଇଁ ପାଳ ନିଜ