Sign in
Sign in
Recover your password.
A password will be e-mailed to you.
ବିଜେଡି ପାଳିଲା ବିଜୟ ଉତ୍ସବ
ହିଞ୍ଜିଳିକାଟୁ ୮।୧୨ : ପଦ୍ମପୁର ଠାରେ ବିଜେଡି ର ବିଜୟ ଘୋଷଣା ପରେ ହିଞ୍ଜିଳିକାଟୁ ରେ ବିଜେଡ଼ି ଦଳ ପାଳନ କରିଛି ଏହାର ବିଜୟ ଉତ୍ସବ। ଗୁରୁବାର ସଂଧ୍ୟାରେ ହିଂଜିଳିକାଟୁ ବିଜୁ ପଟ୍ଟନାୟକ ଛକ ସ୍ଥିତ ସ୍ଵର୍ଗତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ନଗର ସଭାପତି ଭୀମସେନ ଵେହେରା ଙ୍କ!-->…
୨୭ତମ ଜିଲ୍ଲା ସ୍ତରୀୟ ଫୁଟବଲ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ
ଖଜୁରୀପଡ଼ା : କନ୍ଧମାଳ ଜିଲ୍ଲାର ବ୍ଲକ୍ ଉତ୍କଳମଣି ଯୁବକ ସଂଘ, ଦୁତିମେଣ୍ଡି ତରଫରୁ ୨୭ତମ ଜିଲ୍ଲା ସ୍ତରୀୟ ଫୁଟବଲ କ୍ରିଡ଼ା ପ୍ରତିଯୋଗିତା ୧୬ଗୋଟି ଟିମକୁ ନେଇ ଆୟୋଜନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟଟି ତା-୫/୧୨/୨୦୨୨ ରିଖ ଠାରୁ ତା-୭/୧୨/୨୦୨୨ ତିନି ଦିନ ଧରି ଚାଲିଥିଲା ।!-->…
କାହା ସ୍ୱାର୍ଥରେ ସରକାରୀ ଯୋଜନା..? ବିଧବା ଭତା ପାଇବାରୁ ବଞ୍ଚିତ ମହିଳା…
ଦାରିଙ୍ଗବାଡି : ବିଧବା ମହିଳାଙ୍କ ପାଇଁ ସରକାର ବିଧବା ଭତା, ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ଅନେକ ଯୋଜନା ବ୍ୟବସ୍ଥା କରିଛନ୍ତି । ହେଲେ ଏସମସ୍ତ ଯୋଜନାରୁ ବଞ୍ଚିତ ରହିଛନ୍ତି ବିଧବା ମହିଳା । ବିଧବା ହୋଇ ୮ ମାସ ବିତି ଯାଇଥିଲେ ସୁଦ୍ଧା ସରକାରଙ୍କ କୌଣସି ଯୋଜନାର ସୁବିଧା ପାଉ!-->!-->!-->…
ସୁନାକେରା ଗ୍ରାମରେ ମା ବ୍ରାହ୍ମଣୀଦେବୀ ମନ୍ଦିର ପ୍ରତିଷ୍ଠା ଉତ୍ସବ…
ବୁଗୁଡ଼ା:ବୁଗୁଡ଼ା ବ୍ଲକ କଳମ୍ବ ପଞ୍ଚାୟତ ଅନ୍ତର୍ଗତ ସୁନାକେରା ଗ୍ରାମରେ ମା ବ୍ରାହ୍ମଣୀତରଙ୍ଗ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୁନାକେରା ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଉକ୍ତ ଉତ୍ସବ ଅବସରରେ ଦୀକ୍ଷା ଗ୍ରହଣ , ଜଳଯାତ୍ରା , ଅଙ୍କୁରାରୋପଣ , ମହାଦୀପ ସ୍ଥାପନ, ବନର୍ଯାଗ!-->…
ଜିଲ୍ଲା ଡ଼୍ରଗ୍ସ ନିଷ୍କାସନ କମିଟି ପକ୍ଷରୁ ବେଆଇନ ଭାବେ ଚୋରା ଚାଲାଣ ବେଳେ ଜବତ ହୋଇଥିବା ବ୍ରାଉନ୍ସୁଗର ଓ ଗଂଜେଇକୁ…
ବ୍ରହ୍ମପୁର : ଜିଲ୍ଲା ଡ଼୍ରଗ୍ସ ନିଷ୍କାସନ କମିଟି ପକ୍ଷରୁ ବେଆଇନ ଭାବେ ଚୋରା ଚାଲାଣ ବେଳେ ଜବତ ହୋଇଥିବା ଗଂଜେଇକୁ ଆଜି ନଷ୍ଟ କରାଯାଇଛି ।ପୂର୍ବରୁ ମଧ୍ୟ ବିପୁଳ ପରିମାଣର ଗଂଜେଇ କମିଟିର ନିଷ୍ପତିକ୍ରମେ ନଷ୍ଟ କରାଯାଇଥିବା ବେଳେ ଆଜି ୧୫୩୭ କିଲୋଗ୍ରାମର ଗଂଜେଇକୁ ନଷ୍ଟ କରାଯାଇଛି । ଏଥି ସହ!-->…
ପଦ୍ମପୁର ଉପନିର୍ବାଚନ ରେ ବିଜେଡି ର ବାଜିମାତ : ବିଜୟ ଉତ୍ସବ ଧୁମଧାମରେ ପାଳିଛି ବ୍ରହ୍ମପୁର ମହାନଗର ବିଜେଡି…
ବ୍ରହ୍ମପୁର :ଧାମନଗର ଉପନିର୍ବାଚନରେ ବିଜେଡି ହାରିବା ପରେ ପଦ୍ମପୁର ଆସନ ହାତେଇବା ପାଇଁ ବେଶ ଉଦ୍ୟମ ଆରମ୍ଭ କରିଥିଲା ବିଜେଡି।କିଛି ବଛା ,ବଛା ନେତାଙ୍କ ହାତରେ ନ୍ୟସ୍ତ ଥିଲା ପଦ୍ମପୁର ଇଜ୍ଜତ। ନିର୍ବାଚନ ଆରମ୍ଭ ରୁ ରଣନୀତି କିଛି ଅଲଗା ଥିଲା କିନ୍ତୁ ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ!-->…
ଜିଲ୍ଲାରେ ଭୋଟରଙ୍କ ଅନୁପାତ ବୃଦ୍ଧି କରିବାକୁ ଅପିଲ କଲେ ଜିଲ୍ଲାପାଳ
ମାଲକାନଗିରି, ୦୮/୧୨ : ଜିଲ୍ଲାରେ ଚାଲିଥିବା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ ଅଧୀନରେ ପ୍ରାପ୍ତ ହୋଇଥିବା ଦାବି ଓ ଆପତ୍ତି କିମ୍ବା ଅଭିଯୋଗ ତଥ୍ୟକୁ ବିଭିନ୍ନ ରାଜନୈତିକ ଦଳକୁ ପ୍ରଦାନ କରାଯାଇଛି। ଜିଲ୍ଲା ପରିଷଦ ସମ୍ମୀଳନୀ କକ୍ଷ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର!-->…
ଚିକିଟୀ ରେ ବହୁମୁଖି ସ୍ବାସ୍ଥ୍ୟକର୍ମୀ ପିନ୍ଧିଲେ କଳା ବ୍ୟାଜ…
ଚିକିଟି : ଚିକିଟୀ ରେ ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ଅଧୀନ ରେ ରହିଥିବା ବହୁମୁଖି ସ୍ବାସ୍ଥ୍ୟ କର୍ମୀ ଓ ପରିଦର୍ଶିକା ଗଣ ନିଜ ନାର୍ଯ୍ୟ ଦାବି ପୂରଣ ସକାଶେ ଶାନ୍ତିପୂର୍ଣ୍ଣ ଭାବେ କର୍ତ୍ତବ୍ୟ କୁ ସମ୍ମାନ ଦେଇ କଳା ବ୍ୟାଜ ପରିଧାନ କରି ସରକାରଙ୍କ ନିକଟରେ ସେମାନଙ୍କ ନାର୍ଯ୍ୟ!-->…
ମଧ୍ୟାହ୍ନ ଭୋଜନ ଅନିୟମିତତା ନେଇ ଯୋଗିଆପଲ୍ଲୀ ଗ୍ରାମ ବାସି ଘେରିଲେ ଡିଇଓ ଅଫିସ…
ବ୍ରହ୍ମପୁର :-ପ୍ରାୟ ଦେଢ଼ ମାସ ନେଇ ଯୋଗିଆପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅନିୟମିତତା କୁ ନେଇ ଅଭିଯୋଗ ହୋଇ ଆସୁଥିଲା l ଏହି ପରିପେକ୍ଷି ରେ ଆଜି ଜ଼ିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକପତ୍ର ଦେଇଥିଲେ ଗ୍ରାମ ବାସୀ l ଓ ସମସ୍ୟାର ସମାଧାନ ନ ହେଲେ!-->…
ଜିଲ୍ଲା ସ୍ତରୀୟ ଅଗ୍ନି ନିବାରଣ ଏବଂ ପ୍ରଶମନ ବୈଠକ ଅନୁଷ୍ଠିତ…
ଫୁଲବାଣୀ: ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କୁ ଜଙ୍ଗଲ ନିଆଁରୁ ରକ୍ଷା କରିବା ପାଇଁ ସରକାର ଅଗ୍ନିଅସୁରକ୍ଷିତ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ବିଭାଗ ସହିତ ସବୌଭୂମ ସମନ୍ଵୟ ରକ୍ଷା କରିବାକୁ ସ୍ଥିର କରିଛନ୍ତି ଏବଂ ଆଗକୁ ଆସୁଥିବା ଅଗ୍ନିକାଣ୍ଡ ଘଟଣାରେ ଜଙ୍ଗଲରେ ନିଆଁକୁ ରୋକିବା!-->!-->!-->…