Sign in
Sign in
Recover your password.
A password will be e-mailed to you.
ଗୁଜୁରାଟରେ ବିଜେପି ଐତିହାସିକ ବିଜୟ ଦିଗରେ ଅଗ୍ରସର
ଗାନ୍ଧିନଗର : ଗୁଜରାଟରେ ଏକ ଐତିହାସିକ ବିଜୟ ଆଡ଼କୁ ଅଗ୍ରସର ହେଉଛି ବିଜେପି । ସର୍ବଶେଷ ସୂଚନା ଅନୁସାରେ ଦଳ ୧୫୮ ଆସନରେ ଆଗୁଆ ରହିଛି । ବିଜେପି କେବଳ ନିଜର ଗଡକୁ ସୁରକ୍ଷିତ ରଖିଛି ତାହା ନୁହେଁ, ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିଜୟ ହାସଲ କରିଛି ।
ଗୁଜୁରାଟରେ ଗତ ୧୯୯୫ ମସିହା ପରଠାରୁ!-->!-->!-->…
ହାରିଲେ ଗୁଜରାଟର ଆପ୍ ମୁଖ୍ୟ ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ଅହମଦାବାଦ: ଗୁଜରାଟରେ ପରିବର୍ତ୍ତନର ନାରା ଦେଇ ବିଜେପିକୁ ହରାଇବା ଲକ୍ଷ୍ୟ ରଖିଥିବା ଅରିବନ୍ଦ କେଜ୍ରିୱାଲଙ୍କ ଆପ୍ ସୁପର ଫ୍ଲପ ହୋଇଛି। ଏଠାରେ ଦଳ ୧୦ରୁ ବି କମ ଆସନ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ଗୁଜରାଟର ଆପ୍ ମୁଖ୍ୟ ଗୋପାଳ ଇଟାଲିଆ ଓ ଆପ୍!-->…
ପରାଜୟ ସ୍ୱୀକାର କଲେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜୟରାମ ଠାକୁର
ଶିମଲା: ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ସ୍ୱୀକାର କରି ନେଇଛି କ୍ଷମତାସୀନ ବିଜେପି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟ ହୋଇଥିଲେ ମଧ୍ୟ ତାଙ୍କ ଦଳ ବିଜେପି ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୩୫ ଠାରୁ ପଛରେ ରହିବ ବୋଲି!-->…
ଜାନୁଆରୀ ୨୫ ରୁ ୨୯ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ
ଫୁଲବାଣୀ : ଜାନୁଆରୀ ମାସ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଅନୁଷ୍ଠିତ ହେବାକୁ ଯାଉଛି କନ୍ଧମାଳ ମହୋତ୍ସବ ଓପଲ୍ଲିଶ୍ରୀମେଳା – ୨୦୨୩ । ଏହାର ସୁପରିଚାଳନା ପାଇଁ ସମୁଦାୟ ୧୫ ଗୋଟି କମିଟି ମଧ୍ୟ ଗଠନ କରାଯାଇଛି । ପ୍ରସ୍ତୁତି ବୈଠକରେ ସ୍ଥିର କରାଗଲାଯେ,!-->…
ବିଜିପୁର ପରିବା ମାର୍କେଟର ପୁନରୁଦ୍ଧାର ସହ ନୂତନ କୋଠା ନିର୍ମାଣ କରିବା ପାଇଁ ବୈଠକ…
ବ୍ରହ୍ମପୁର : ବିଜିପୁର ପରିବା ମାର୍କେଟର ପୁର୍ନରୁଦ୍ଧାର ସହ ନୂତନ କୋଠା ନିର୍ମାଣ କରିବା ପାଇଁ ଏକ ବୈଠକ ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜିପୁର ମାର୍କେଟରେ ପ୍ରାୟ ୨୮ ଜଣ ବ୍ୟବସାୟୀ ଦୀର୍ଘ ବର୍ଷ ହେଲା ନିଜର ବ୍ୟବସାୟୀ!-->…
୩୦ତମ ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ କଂଗ୍ରେସ…
ବ୍ରହ୍ମପୁର : ଜିଲ୍ଲାସ୍ତରୀୟ ୩୦ତମ ଜାତୀୟ ବିଜ୍ଞାନ କଂଗ୍ରେସ ସ୍ଥାନୀୟ ସରକାରୀ କୁଇନ୍ ଅଫ୍ ଦ ମିଶନ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲା ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ସଂଯୋଜକ ଗୋକୁଳକୃଷ୍ଣ ପଣ୍ଡାଙ୍କ ସଂଯୋଜନାରେ ଏହି ୩୦ତମ ଜିଲ୍ଲାସ୍ତରୀୟ ପିଲାଙ୍କ ଜାତୀୟ!-->…
ଧାନମଣ୍ଡିର ପରିଚାଳନା ଦାୟୀତ୍ୱଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକ ଅନ୍ତର୍ଗତ ଚଲାଣଗୁଡା ପଞ୍ଚାୟାତରେ ହେବାକୁ ଥିବା ଧାନ ମଣ୍ଡିକୁ ନେଇ ନୂଆଗୁଡା ଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏକ ଦାବି ପତ୍ର ଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀ!-->…
ବିଶିଷ୍ଟ ତବଲା ବାଦକ ଉମେଶ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ
ଭୁବନେଶ୍ବର : ପରଲୋକରେ ଓଡ଼ିଶାର ବାଦ୍ୟ କିମ୍ବଦନ୍ତୀ ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର। ଆଜି ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ତାଙ୍କର ବିୟୋଗରେ ଓଡ଼ିଶାର!-->…
ତାମିଲନାଡୁରେ ବାତ୍ୟା ପାଇଁ ସତର୍କ ସୂଚନା ଜାରି ; ସ୍କୁଲ କଲେଜ ଛୁଟି
ଚେନ୍ନାଇ : ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ହୋଇ ବାତ୍ୟାରେ ପରିଣତ ହୋଇଛି। ବାତ୍ୟାଟି ବର୍ତ୍ତମାନ ଦକ୍ଷିଣ ପୂର୍ବ ତାମିଲନାଡୁର ଚେନ୍ନାଇଠାରୁ ଦକ୍ଷିଣ ପୂର୍ବ ୬୨୦ କିମି ଦୂର ରହିଛି। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁର ୧୨୩ଟି ଜିଲା ପାଇଁ ହାଇଆଲର୍ଟ ଜାରି!-->…
ପରାଜୟ ନିଶ୍ଚିତ ହେବା ପରେ ‘ପରିବର୍ତ୍ତନ’ ଘଣ୍ଟା ଉଠାଇ ନେଲା କଂଗ୍ରେସ
ଅହମ୍ମଦାବାଦ: ଏପଟେ ଚାଲୁଥିଲା କାଉଣ୍ଟ ଡାଉନ୍, ସେପଟେ ବି ଚାଲୁଥିବା କାଉଣ୍ଟ ଡାଉନ୍। ଅର୍ଥାତ ଗୋଟିଏ ପରେ ଗୁଜରାଟ ବିଧାନ ସଭା ପାଇଁ ନିର୍ବାଚନ ଗଣତି ଚାଲିଥିବା ବେଳେ ସେପଟେ କଂଗ୍ରେସ ପକ୍ଷରୁ ଅହମ୍ମଦାବାଦ ମୁଖ୍ୟାଳୟରେ ଏକ ବଡ଼ ଘଣ୍ଟା ଲଗାଯାଇଥିଲା। ନାରା ଥିଲା ପରିବର୍ତ୍ତନ।!-->…