Sign in
Sign in
Recover your password.
A password will be e-mailed to you.
ଗୁଜରାଟରେ ରେକର୍ଡ ବିଜୟ ଦିଗରେ ବିଜେପି, ହିମାଚଳରେ କଂଗ୍ରେସ ଆଗୁଆ
ନୂଆଦିଲ୍ଲୀ: ଏକଜିଟ ପୋଲ ଓ ବିଭିନ୍ନ ବିଜେପି ନେତା ଗୁଜରାଟ ବିଧାନସଭା ନିର୍ବାଚନ ରେଜଲ୍ଟକୁ ନେଇ କରୁଥିବା ଦାବି ସତ ହେବାକୁ ଯାଉଛି। ଅବ କି ବାର୍ ୧୫୦ ପାର୍ ନାରା ଦେଇ ବିଜେପି ଗୁଜରାଟରେ ନିର୍ବାଚନ ଲଢ଼ୁଥିବା ବେଳେ ଏବେ ଏହା ବାସ୍ତବ ରୂପ ଧାରଣ କରିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।!-->…
ପାର୍ଲାମେଣ୍ଟରେ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ : ବୁଧବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ଲୋକସଭାର ୮ ଜଣ ଓ ରାଜ୍ୟସଭାର ୫ ଜଣ ଦିବଙ୍ଗତ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି କ୍ରମରେ ଓଡ଼ିଶାର ଦିବଙ୍ଗତ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କୁ ଲୋକସଭା ଓ ରାଜ୍ୟସଭାରେ!-->…
ଆଉ ଖୋଲିବନି ଆବାସ ପ୍ଲସ୍ ପୋର୍ଟାଲ୍
ନୂଆଦିଲ୍ଲୀ : ପୁନଃ ସର୍ବେକ୍ଷଣ ପାଇଁ ‘ଆବାସ ପ୍ଲସ୍ ପୋର୍ଟାଲ’ ଖୋଲିବା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧକୁ ଅଗ୍ରାହ୍ୟ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଂଜନା ଜ୍ୟୋତି ବୁଧବାର ଦିନ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ!-->…
ସାଉଦି ପ୍ରିନ୍ସଙ୍କ ବିରୋଧରେ ମାମଲା ଖାରଜ କଲା ଆମେରିକା କୋର୍ଟ
ୱାସିଂଟନ : ଆମେରିକାର ଜନୈକ ଫେଡ଼େରାଲ ଜଜ୍ ମଙ୍ଗଳବାର ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ବିରୋଧରେ ଆମେରିକୀୟ ସାମ୍ବାଦିକ ଜମଲ ଖାସୋଗିଙ୍କ ହତ୍ୟା ଅଭିଯୋଗରେ ରୁଜୁ କରାଯାଇଥିବା ମାମଲାକୁ ଖାରଜ କରିଦେଇଛନ୍ତି। ଜୋ ବାଇଡେନ ପ୍ରଶାସନ ଯୁବରାଜ ନିର୍ଦ୍ଦୋଷ ବୋଲି କହିବା ପରେ କୋର୍ଟ ଏହି!-->…
ଜମ୍ମୁ କାଶ୍ମୀରରେ ଚଳିତ ବର୍ଷ ୩ ପଣ୍ଡିତଙ୍କ ସମେତ ୧୪ ସଂଖ୍ୟାଲଘୁଙ୍କୁ ହତ୍ୟା
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଚଳିତ ବର୍ଷ ୩ କାଶ୍ମୀର ପଣ୍ଡିତଙ୍କ ସମେତ ମୋଟ୍ ୧୪ ଜଣ ସଂଖ୍ୟାଲଘୁଙ୍କୁ ହତ୍ୟା କରାଯାଇଛି। ସରକାର ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି,!-->…
ଶୂନ୍ୟକାଳରେ ବହୁବିଧ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ
ନୂଆଦିଲ୍ଲୀ : ବୁଧବାର ଦିନ ଲୋକସଭା ଶୂନ୍ୟକାଳରେ ବିଜେଡିର ଚାରି ଜଣ ସାଂସଦ ଭିନ୍ନ ଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପରିଚାଳନା ମାର୍ଗଦର୍ଶିକାରେ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।!-->…
ଶୀତ ଅଧିବେଶନର ପ୍ରଥମ ଦିବସ
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଲୋକସଭାରେ ପ୍ରଥମେ ଦିବଂଗତ ରାଜନେତା, ସାଂସଦ ଏବଂ ପ୍ରମୁଖ ବ୍ୟକ୍ତିତ୍ବଙ୍କ ସ୍ମୃତିଚାରଣ କରି ଅଧିବେଶନ ଆରମ୍ଭ ହୋଇଥିଲା। ଅଧିବେଶନ ଆରମ୍ଭରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଦିବଂଗତ ନେତା ମୁଲାୟମ ସିଂହ ଯାଦବଙ୍କୁ!-->…
ସାମୁଦ୍ରିକ ବାତ୍ୟା ‘ମ୍ୟାଣ୍ଡ୍ସ୍’ରେ ପରିଣତ ହେଲା ତୀବ୍ର ଅବପାତ
ନୂଆଦିଲ୍ଲୀ: ଦକ୍ଷିଣପଶ୍ଚିମ ଏବଂ ତତ୍ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ତୀବ୍ର ଅବପାତ ଆହୁରି ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ମ୍ୟାଣ୍ଡସ୍’ରେ ପରିଣିତ ହୋଇଛି। ସେଥିପାଇଁ ଭାରତୀୟ ପାଣିପାଗ ବିଭାଗ ଆଜି ସକାଳେ ଉତ୍ତର ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ!-->…
ପଦ୍ମପୁର ଭୋଟ ଗଣତି: ବଢ଼ିଚାଲିଛି ବିଜେଡି, ଢେର ପଛରେ ବିଜେପି
ବରଗଡ଼: ପଦ୍ମପୁର ଉପନିର୍ବାଚନରେ ଭୋଟ୍ ଗଣତି ଜାରି ରହିଛି। ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୯,୪୫୨ ଭୋଟରେ ଆଗୁଆ ରହିଥିବାର ସୂଚନା ରହିଛି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ଏବେ ୧୯୪୫୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।ଏହି ରାଉଣ୍ଡରେ!-->…
ରାଜ୍ୟ ମାନ୍ୟତା ସୂଚକାଙ୍କ ଶୀର୍ଷରେ ଓଡ଼ିଶା
ଭୁବନେଶ୍ବର : ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ)ର କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ରାଜ୍ୟ ମାନ୍ୟତା ସୂଚକାଙ୍କ ୫ ଜୁଲାଇ, ୨୦୨୨ରେ ଜାରି କରାଯାଇଥିଲା। ଏହି ମାନ୍ୟତାରେ ଓଡ଼ିଶା ୦.୮୩୬ ସ୍କୋର ସହିତ ପ୍ରଥମ ସ୍ଥାନ ହାସଲ କରିଛି। ବିଭିନ୍ନ!-->…