Sign in
Sign in
Recover your password.
A password will be e-mailed to you.
ବେଆଇନ କୋଠା ନିର୍ମାଣକାରୀ ସାବଧାନ, ଆକ୍ସନ ମୋଡରେ ବିଏମ୍ସି
ବ୍ରହ୍ମପୁର: ଆକ୍ସନ ମୋଡକୁ ଆସିଯାଇଛି ବ୍ରହ୍ମପୁର ମହାନଗର ନିଗମ । ବେଆଇନ କୋଠା ନିର୍ମାଣକାରୀଙ୍କୁ ଆଉ ବରଦାସ୍ତ କରାଯିବନି । ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ନିଜ ଭୁଲ ସୁଧାରିବାକୁ ଦିଆଯାଇଛି ୧୫ ଦିନ ସମୟ। ଏହାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ!-->…
ମା’ ମମତାକୁ ଗୋଇଠା ମାରି ପ୍ରେମିକ ସହ ଚାଲିଗଲା ଝିଅ
ବ୍ରହ୍ମପୁର:ପ୍ରେମରେ ଅନ୍ଧ ହୋଇ ପ୍ରେମିକ ସହ ଘର ଛାଡ଼ି ଦେଇଥିବା ଜଣେ ଝିଅଙ୍କୁ ମା’ର ମମତା ମଧ୍ୟ ଅଟକାଇ ପାରିଲା ନାହିଁ। ଘରକୁ ଫେରି ଆସିବାକୁ କାନ୍ଦି କାନ୍ଦି ମା’ ନିବେଦନ କରୁଥିଲେ। ଝିଅର ଗୋଡ଼ ଧରିଲେ। ବୁଝାଇଲେ। ତଥାପି କିଛି ବୁଝିଲେନି ଝିଅ। ମା’ଙ୍କ ମମତାକୁ ଗୋଇଠା ମାରି ପ୍ରେମିକ!-->…
ଡାକ୍ତରୀ ପଢ଼ିବା ପାଇଁ ଇଫୁ ମଲ୍ଲିକଙ୍କୁ ସହାୟତାର ହାତ ବଢ଼ାଇଲେ ସରକାର
ଭୁବନେଶ୍ୱର: ଡାକ୍ତରୀ ପଢ଼ିବା ପାଇଁ ଟଙ୍କା ନାହିଁ । ବିଲରେ ମୂଲ ଲାଗୁଛନ୍ତି ମେଧାବୀ ଛାତ୍ର ଇଫୁ ମଲ୍ଲିକ । ଏ ଖବର ପରେ ସରକାର ଇଫୁ ମଲ୍ଲିକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୬୨ ହଜାର ୯୫୦ ଟଙ୍କା ସହାୟତା ପ୍ରଥମ ବର୍ଷ!-->…
ସେକ୍ସ ରାକେଟର ପର୍ଦ୍ଦାଫାସ କଲା ମାଲକାନଗିରି ପୋଲିସ, ଦୁଇଯୁବତୀ ସହ ୨ଗ୍ରାହକ ଗିରଫ
ମାଲକାନଗିରି : ମାଲକାନଗିରି ଜିଲ୍ଲା କୁମୁଟିଗୁଡା ସ୍ଥିତ ଅନ୍ନପୂର୍ଣ୍ଣା ରାଇସ ମିଲ ନିକଟ ଏକ ଘରେ ସେକ୍ସ ରାକେଟ ଚାଲୁଥିବା ପୋଲିସ ଜାଣିବାକୁ ପାଇଥିଲେ । କିଛି ମହିଳା ପୋଲିସ ସହ ସେହି ଘରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ଅସଞ୍ଜତ ଅବସ୍ଥାରେ ସେହି ଘରୁ ୨ ଜଣ ଯୁବକ ଓ ଯୁବତୀ କୁ!-->…
ଶିଶୁ ଶ୍ରମିକକୁ ମାଡ଼ ମାରି ୨ ଗିରଫ, ୧୧ ବର୍ଷୀୟ ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ
ଭୁବନେଶ୍ୱର : ସାଲିଆ ସହିରେ ଗତକାଲି ଜଣେ ନାବାଳିକାକୁ ଅତ୍ୟନ୍ତ ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ। ଘଟଣାସ୍ଥଳରେ ଚାଇଲଡ ଲାଇନ ଓ ନୟାପଲ୍ଲୀ ପୋଲିସ ପହଂଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ପରେ ସେମାନଙ୍କ ନାଁ ରେ ମାମଲା ରୁଜ୍ଜୁ ପରେ!-->…
ଜାରକା ଅଞ୍ଚଳରେ ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡର ଚଢ଼ାଉ: ବ୍ରାଉନ ସୁଗାର ଜବତ ସହ, ୨ ଗିରଫ
ଯାଜପୁର: ପକ୍ଷରୁ ଜାରକା ଷ୍ଟାଡିୟମ ନିକଟରେ ଚଢ଼ାଉ କରି ଜଣେ ବେପାରୀକୁ ଉଠାଇ ନିଆଯାଇଥିଲା। ପଚରା ଉଚରା ସମୟରେ ଧର୍ମଶାଳା ଥାନା ଅଞ୍ଚଳର ଜଣେ ଯୁବକ ବ୍ରାଉନ ସୁଗାର କାରବାରରେ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା। ଯାଞ୍ଚ ପରେ ସେମାନଙ୍କ ନିକଟରୁ ୧.୭୭ଗ୍ରାମ ବ୍ରାଉନ ସୁଗାର ସହ!-->…
ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ୍ ବ୍ଯବହାର ନିଷିଦ୍ଧ, ଜାନୁଆରୀରୁ ଲାଗୁ ହେବ କଟକଣା
ପୁରୀ : ଏଣିକି ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ୍ ବ୍ଯବହାର ନିଷିଦ୍ଧ ହେବ। ଆସନ୍ତା ଜାନୁଆରୀ ୧ରୁ ଏହି କଟକଣା ଲାଗୁ କରାଯିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଭିତର ଓ ପରିସର ଫଟୋ ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଜି ଛତିଶା ନିଯୋଗ!-->…
ନୂଆ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ
ଆଠଗଡ଼ : ଆସନ୍ତା ଇଂରାଜୀ ନୂତନ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ପାରିବେ ଭକ୍ତ ଓ ଶ୍ରଦ୍ଧାଳୁମାନେ। ମଞ୍ଚେଶ୍ୱର ଘାଟ ପଟୁ ର୍ନିମାଣ ହେବ ଅସ୍ତାଇ ରାସ୍ତା। ଆସନ୍ତା ୯ ତାରିଖରୁ ହେବ ଟେଣ୍ଡର। ୧୫ତାରିଖରୁ ଆସ୍ତାଇ ରାସ୍ତା କାର୍ଯ୍ଯ ଆରମ୍ଭ ଓ ଡ଼ିସେମ୍ବର ୩୦ ତାରିଖରେ ଶେଷ ପାଇଁ!-->…
ଗାଁରେ ବର୍ଷୁଛି ଗୁଳି, ଭୟଭୀତ ଅବସ୍ଥାରେ ଗ୍ରାମବାସୀ
ଆଠଗଡ଼: ଆଠଗଡ଼ ଖୁଣ୍ଟୁଣି ଥାନା ନୂଆଶାସନ ଗାଁରେ ଗୁଳି ବର୍ଷାକୁ ନେଇ ଚର୍ଚ୍ଚା ଜୋର । ଘଟଣା ସମ୍ପର୍କରେ କଟକ ଗ୍ରାମାଞ୍ଚଳ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କଟକ ଜିଲ୍ଲାପାଳ କହିଛନ୍ତି । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟୁଛି ତାହାର ଅନୁଧ୍ୟାନ ପାଇଁ ଏସପିଙ୍କୁ କହିଛନ୍ତି କଟକ!-->…
ଅର୍ଚ୍ଚନା ନାଗଙ୍କ ରିମାଣ୍ଡର ଆଜି ଦ୍ୱିତୀୟ ଦିନ: ହନିଟ୍ରାପ୍ ଓ ଆର୍ଥିକ କାରବାର ନେଇ ପଚରାଉଚରା
ଭୁବନେଶ୍ୱର: ଅର୍ଚ୍ଚନା କେଳେଙ୍କାରୀ ମାମଲାରେ ଆଜି ଇଡି ଜେରାର ଦ୍ୱିତୀୟ ଦିନ । ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କୁ ମନି ଲଣ୍ଡରିଂ ନେଇ ଗୁଡ଼େଇ ତୁଡେଇ ତଦନ୍ତକାରୀ ଅଫିସର ଜେରା କରୁଛନ୍ତି । ଇଡି ଆଗରେ ଏବେ ଅସମାହିତ ପ୍ରଶ୍ନ । ଜେରାବେଳେ ଗଣମାଧ୍ୟମ ଆଗରେ ଅର୍ଚ୍ଚନା ଯେଉଁ!-->…