ଶିକ୍ଷିତ ସମାଜର ମନୋରଞ୍ଜନ ଲାଗି ଆଦିବାସୀ ସଂସ୍କୃତି ଓ ନିରୀହ ଜନଜାତିକୁ ଉପହସିତ କରି ପ୍ରଶଂସା ସାଉଁଟୁଛି ‘ଦମନ’

ଦମନ ଯଦି ସତ୍ୟ ତେବେ ଏହା କଣ ସରକାରଙ୍କ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ? ଡାକ୍ତରମାନଙ୍କର ରୋଗୀମାନଙ୍କ ଉପରେ ହେଉଥିବା ଅସଲ ଦମନର ନିରାକରଣ କେବେ ?? ମାଲକାନଗିରି : ନିକଟ ଅତୀତରେ ଅର୍ଥାତ୍ ଚଳିତ ନଭେମ୍ବର ୪ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମୁକ୍ତିଲାଭ କରିଥିବା

ପଦ୍ମପୁର ଜନାଦେଶ ପୂର୍ବରୁ ନବୀନ ନିବାସରେ ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କଲେ ସୁପ୍ରିମୋ

ଭୁବନେଶ୍ୱର: ପଦ୍ମପୁର ଜନାଦେଶ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରିଛନ୍ତି । ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି । ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କଠାରୁ ଫିଡବ୍ୟାକ୍‌ ନିଆଯାଉଛି । ଦଳ ଦମ୍ଭୋକ୍ତି ଦେଖାଇଛି, ବିପୁଳ ଭୋଟରେ

ଆସନ୍ତାକାଲି ଆସିବ ପଦ୍ମପୁର ଜନାଦେଶ, ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ହେବ ଭୋଟ୍‌ ଗଣତି

ଭୁବନେଶ୍ୱର: ଆସନ୍ତାକାଲି ଆସିବ ପଦ୍ମପୁର ଜନାଦେଶ । ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ଭୋଟ୍‌ ଗଣତି କରାଯିବ । ସକାଳ ୮ଟାରେ ଆରମ୍ଭ ହେବ କାଉଣ୍ଟିଂ । ପ୍ରଥମେ ୨୯୬ ପୋଷ୍ଟାଲ ବାଲାଟର ଗଣତି ହେବ । ଏହାପରେ ୮ଟା ୩୦ରେ ଖୋଲିବ ଇଭିଏମ୍‌ ପେଡି । ପଦ୍ମପୁର ଆରଏମ୍‌ସି ୟାର୍ଡରେ କାଉଣ୍ଟିଂ

ଗ୍ୟାସ୍‌ ଲିକ୍‌ ଯୋଗୁ ହୋଟେଲରେ ଲାଗିଲା ନିଆଁ!

ଯାଜପୁର : ହୋଟେଲରେ ନିଆଁ। ଯାଜପୁର ଟାଉନ୍‌ ମେଡିକାଲ ଛକ ସ୍ଥିତ ରୁଚିକା ହୋଟେଲରେ ଅଗ୍ନିକାଣ୍ଡ ହୋଇଛି । କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା କାରଣ ଜଣା ପିଡିନି । ତେବେ ଗ୍ୟାସ୍‌ ଲିକ୍‌ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ

ମହଙ୍ଗା ପଡିଲା ରାଗିଂ: ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭ ଜଣ ଛାତ୍ରଙ୍କୁ କରାଗଲା ବହିଷ୍କାର

ବ୍ରହ୍ମପୁର:ମହଙ୍ଗା ପଡିଲା ରାଗିଂ । ୭ ଜଣ ଛାତ୍ରଙ୍କୁ ବହିଷ୍କାର । ଆଣ୍ଟି ରାଗିଂ କମିଟିର ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଅଧ୍ୟକ୍ଷ। ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କିଛି ଛାତ୍ର ସେମାନଙ୍କୁ ରାଗିଂ କରାଯାଉଥିବାନେଇ ୧୯ ତାରିଖରେ ଅଧ୍ୟକ୍ଷଙ୍କ

ଆଜି ସୃଷ୍ଟି ହେବ ସାମୁଦ୍ରିକ ଝଡ଼ ମାଣ୍ଡସ୍‌, ୧୦ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା!

ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ । ଡିପ୍ରେସନ୍‌ ଆଜି ଅଧିକ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି । ଏବେ ଗଭୀର ଅବପାତ ଦକ୍ଷିଣ ପୂର୍ବ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଅଛି । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ଏବେ ଘଣ୍ଟାପ୍ରତି ୧୨ କିଲୋମିଟ

କେନ୍ଦୁଝର ଜୁଡ଼ିଆ ବାଇପାସ ନିକଟରୁ ଗୋରୁ ବୋଝେଇ କଣ୍ଟେନର ଜବତ, ପୋଲିସ୍ ଉପରକୁ ଗୁଳି ଚଳାଇ ମାଫିଆ ଫେରାର୍

କେନ୍ଦୁଝର: ଗୋରୁ ବୋଝେଇ କଣ୍ଟେନର ଜବତ । କେନ୍ଦୁଝର ଜୁଡ଼ିଆ ବାଇପାସ ନିକଟରୁ ଗୋରୁ ବୋଝେଇ ଦୁଇ କଣ୍ଟେନର ଜବତ କରିଛି STF ଟିମ୍‌ । କେନ୍ଦୁଝର ଜିଲ୍ଲା ଦେଇ ସଂଖ୍ୟାଧିକ ବେଆଇନ ଗୋରୁ ଚାଲାଣ ଖବର ପାଇ ଭୁବନେଶ୍ୱରରୁ STF ଟିମ ଟାଉନ ଥାନା ପୋଲିସ ସହଯୋଗରେ ଚଢ଼ାଉ କରିଥିଲା । STF

ନିର୍ବାହୀ ଯନ୍ତ୍ରୀଙ୍କ କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି! ୪ଟି ପ୍ଲଟ ଓ ୨୬ ଲକ୍ଷ ବ୍ୟାଙ୍କ ଜମା ଠାବ କରିଛି ଭିଜିଲାନ୍ସ…

ଖୋର୍ଦ୍ଧା:ନିର୍ବାହୀ ଯନ୍ତ୍ରୀଙ୍କ କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ଠାବ । ୪ଟି ପ୍ଲଟ ଓ ୨୬ ଲକ୍ଷ ବ୍ୟାଙ୍କ ଜମା ଠାବ କରିଛି ଭିଜିଲାଜ ବିଭାଗ । ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ଦାସଙ୍କ ଘର ଓ ଅଫିସରେ ଭିଜିଲାନ୍ସ ରେଡ୍‌ । ଆୟରୁ ଅଧିକ ସମ୍ପତ୍ତି ଠୁଳ

କଟକ ସିଡିଏ ୧୧ ନମ୍ବର ଅଞ୍ଚଳରେ ହାଇଭୋଲଟେଜ୍‌ରୁ ଜଳିଗଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ

କଟକ: ହାଇଭୋଲଟେଜ୍‌ରୁ ଜଳିଗଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ । କଟକ ସିଡିଏ ୧୧ ନମ୍ବର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବରିଷ୍ଠ ସିନିୟର ଆଇନିଜୀବୀ ପ୍ରଫୁଲ କୁମାର ରଥଙ୍କ ଚାମ୍ବରରେ ମଧ୍ୟ ହାଇ ଭୋଲଟେଜର ପ୍ରଭାବ ଦେଖିବାକୁ ମିଳିଛି । ହାଇ ଭୋଲଟେଜ ଯୋଗୁ ଘରର ଫ୍ୟାନ୍‌, ଏସି,

ସମ୍ବଲପୁର ଟାଙ୍ଗରପାଲି ଅଞ୍ଚଳରେ ଥିବା କବାଡ଼ି ଖାନାରେ ଭୟାବହ ଅଗ୍ନିକାଣ୍ଡ

ସମ୍ବଲପୁର: ସମ୍ବଲପୁର ୨୯ ୱମ୍ବର ୱାର୍ଡ ସ୍ଥିତ ଟାଙ୍ଗରପାଲି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ। ଜଳିପୋଡ଼ି ଛାରଖାର ହୋଇଗଲା କବାଡ଼ି ଖାନା । ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ନିଆଁର ପ୍ରକୋପ ଏତେ ଥିଲା ଯେ ପାଖରେ ଯାଇଥିବା ବିଦ୍ୟୁତ୍‌ ତାର ଗୁଡ଼ିକ ଜଳି ଯାଇଥିଲା। ଖବର