Sign in
Sign in
Recover your password.
A password will be e-mailed to you.
ଐତିହାସିକ ବିଜୟ ପରେ ମୋଦିଙ୍କ ଆଶୀର୍ବାଦ କାମନା କଲେ କେଜ୍ରିୱାଲ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନରେ ଆପ୍ ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ୧୫ ବର୍ଷ ହେଲା ଏମସିଡିରେ ବିଜେପି ଜାରି ରଖିଥିବା ଶାସନରେ ଆପ୍ ପୂର୍ଣ୍ଣଚ୍ଛେଦ ଟାଣିବା ପରେ ଦଳୀୟ କର୍ମୀ ଓ ନେତାମାନେ ସେଲିବ୍ରେସନ ମୁଡରେ ରହିଛନ୍ତି।
ତେବେ ଦଳୀୟ!-->!-->!-->…
ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଗଡ଼ରେ ବିଜେପିର ବଡ଼ ବିଜୟ
ନୂଆଦିଲ୍ଲୀ: ମହାନଗର ନିଗମ ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ବିପୁଳ ବିଜୟ ହାସଲ କରିଛି। ବିଜେପି ପରାସ୍ତ ହୋଇଛି। ହେଲେ ବିଜୟ ସତ୍ତ୍ୱେ ଦଳକୁ ଦୁଇଟି ବଡ଼ ଝଟକା ଲାଗିଛି। ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଜେଲରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ!-->…
ଦିଲ୍ଲୀ ମହାନଗର ନିଗମ(ଏମସିଡି)ରେ ଏଣିକି ଆପ୍ ର ରାଜତ୍ବ
ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ହେଲା ଦିଲ୍ଲୀ ମହାନଗର ନିଗମ(ଏମସିଡି)ରେ ବିଜେପି ଚଳାଇଥିବା ରାଜରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍) ଏମସିଡି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି। ଆପ୍ର ଦଳୀୟ ଚିହ୍ନ ଝାଡ଼ୁ ବିପୁଳ ପରିମାଣର ଜନମତ ସହ!-->…
ଏସପିଙ୍କ ଦ୍ୱାରା ବାଲିପଦର ପୋଲିସ୍ ଫାଣ୍ଡି ସ୍ଥାୟୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବାଲିପଦର ପୋଲିସ୍ ଫାଣ୍ଡିର ନୂତନ ଗୃହ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବାଲିପଦର ପଥରାଶଙ୍ଖ ଠାରେ ଫାଣ୍ଡି ଅଧିକାରୀ ସମୀର କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି!-->…
ମଶା ଦାଉରୁ ଜନସାଧାରଣଙ୍କୁ ରକ୍ଷା କରିବା ନିମନ୍ତେ ମହାନଗର ନିଗମ କମିଶନର ଦାବୀ ପତ୍ର
ବ୍ରହ୍ମପୁର : ବ୍ରହ୍ମପୁର ମହାନଗରରେ ମଶା ପ୍ରାଦୁର୍ଭାବ ଦିନକୁ ଦିନ ବୢଦ୍ଧି ପାଇବାରେ ଲାଗିଛି ଯାହା ଫଳରେ ବ୍ରହ୍ମପୁର ମହାନଗରରେ ଜନସାଧାରଣ ନାନା ପ୍ରକାର ହଇରାଣ ହରକତ ହେଉଛନ୍ତି । ମଶା ଆତଙ୍କରେ ଡ଼େଙ୍ଗୁ,ମ୍ୟାଲେରିଆ,ଟାଇଫେଡ୍,ଚିକେନ୍ ଗୁନିଆ ଭଳି ମାରାତ୍ମକ ରୋଗ ସହରରେ ବ୍ୟାପିବାର!-->…
ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ
ମାଲକାନଗିରି। : ମାଲକାନଗିରି ମହାବିଦ୍ୟାଳୟ ର ଶହୀଦ ଲକ୍ଷ୍ମଣ ନାୟକ ଓ ଜଗଜୀବନ ରାମ ଛାତ୍ରାବାସର ସମସ୍ତ ଅନ୍ତେବାସୀ ମାନଙ୍କ ମିଳିତ ଉଦ୍ଯମ ରେ ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟ!-->…
ରାସ୍ତା କଡ ଗଛକୁ ପିଟିହେଲା କାର୍, ୨ ଗୁରୁତର
ବୁଗୁଡ଼ା : ବୁଗୁଡ଼ା-ନୟାଗଡ ମୁଖ୍ୟ ରାସ୍ତାର ମତାଝରି ନିକଟରେ ଏକ କାର ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି l କଟକ ଜିଲ୍ଲା ବଡମ୍ବା ଥାନା ମହୁଲିଆ ନିକଟ ମାଣିଆବନ୍ଧ ଗ୍ରାମର ସୁତା ବ୍ୟବସାୟୀ ସୁରେଶ ପାତ୍ର, ଭରତ ପାତ୍ର,!-->…
ଆଶା କର୍ମୀ ଙ୍କ ସ୍ଥାୟୀ ନିଯୁକ୍ତି ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଡାକରା…
ଚିକିଟି : ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଚିକିଟି ବ୍ଲକ ର ଆଶା କର୍ମୀ ମାନେ ଦୀର୍ଘ ଦିନର ନ୍ୟାର୍ଯ୍ୟ ଦାବି ପୂରଣ ସକାଶେ ଅନିର୍ଦ୍ଧିଷ୍ଟ କାଳପାଇଁ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି। ସଭାପତି ରେଣୁବାଳା ପାଢ଼ୀ ଙ୍କ ନେତୃତ୍ବରେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖ ରେ!-->…
ଅନୁସୂଚିତ ଜାତି ନିର୍ଦ୍ଦେଶକଙ୍କ ଦାରିଙ୍ଗବାଡି ଗସ୍ତ…
ଦାରିଙ୍ଗବାଡି,୬/୧୨ ଦାରିଙ୍ଗବାଡି ଗସ୍ତରେ ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକଙ୍କ ସହ ଉପନିର୍ଦେଶକ ଶେଷ ଦେବ ବେହେରା, ସହ-ସଚିବ ପ୍ରବୀର କୁମାର କିଲର ପ୍ରମୁଖ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । ଦାରିଙ୍ଗବାଡି ସିଲେଇ କେନ୍ଦ୍ର ପରିଦର୍ଶନ ସହ!-->!-->!-->…
ମାନସିକତା ପରିବର୍ତ୍ତନ ହେଲେ ଲିଙ୍ଗ ଭିତ୍ତିକ ଅଧିକାର ସାବ୍ୟସ୍ତ ପାଇପାରିବେ…
ବ୍ରହ୍ମପୁର ; ୦୬ /୧୨/୨୦୨୨ ; ଆଇଏସଆରଡ଼ି, ବ୍ରହ୍ମପୁର ଅନୁଷ୍ଟିତ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ଆୟୋଜନ କାର୍ଯ୍ୟକ୍ରମ ରେଲୱେ ଇନ୍ସଟିଟିଉଟ ଠାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀମତୀ ଶୁଭଶ୍ରୀ ରଥ ଉପଜିଲ୍ଲାପାଳ ଯୋଗ ଦେଇ ପ୍ରତ୍ୟେକ ମହିଳା ଅନ୍ୟକୁ ବାଛ ବିଚାର ନକରି!-->…