Sign in
Sign in
Recover your password.
A password will be e-mailed to you.
ଡିପିଓ ପଡିଆ ଠାରେ ୬୦ତମ ଗୃହରକ୍ଷୀ ଦିବସ ପାଳିତ…
ମାଲକାନଗିରି :୬।୧୨ ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ୫୯ତମ ଗୃହରକ୍ଷୀ ଦିବସ ପାଳିତ ହୋଇ ଯାଇଛିା ଜିଲ୍ଲା ପୋଲିସ ମୁଖ୍ୟାଳୟ ସ୍ଥିତ ଡିପିଓ ପଡିଆ ଠାରେ ଆୟୋଜିତ ପାରେଡରେ ଆରକ୍ଷୀ ଅଧିକ୍ଷକ ନିତିଶ ୱାଧୱାନୀ ପାରେଡରେ ଅଭିବାଦନ ଗ୍ରହଣ କରିଥିଲୋ ନିଜ ଅଭିବାଦନରେ ଶ୍ରୀ ୱାଧୱାନୀ!-->!-->!-->…
ରାଜଧାନୀରେ ନକଲି ସିଗାରେଟ କମ୍ପାନୀ ସିଜ
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଛତାବର ପଞ୍ଚାୟତ ଅଲକର ଗାଁରେ ଏକ ନକଲି ସିଗାରେଟ କମ୍ପାନୀକୁ ସିଜ କରିଛି ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ପୁଲିସ । ଏଠାରେ ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ H-10 ନାଁରେ ଡୁପ୍ଲିକେଟ ସିଗାରେଟ ପ୍ରସ୍ତୁତ ହେଉଥିଲା । ଏହାବ୍ୟତୀତ ଅନ୍ୟ ଏକ ସିଗାରେଟକୁ!-->…
୪୦ ବୋତଲ କଫ ସିରଫ ଜବତ କଲା ଅବକାରୀ ବିଭାଗ, ଜଣେ ମହିଳା ଗିରଫ
ଭୁବନ, ୦୬।୧୨: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାସୁଦେବ ପୁର ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଜଣକ ଘରୁ ୪୦ ବୋତଲ ବେଆଇନ କଫ ସିରଫ ଜବତ କରାଯାଇଛି । ଏଥିସହିତ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଅବକାରୀ ବିଭାଗ । ଗିରଫ ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ଗୋଲାପ!-->…
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ମାଣ୍ଡୋସ
ଭୁବନେଶ୍ୱର, ୦୬।୧୨: ଅବପାତରେ ପରିଣତ ହେଲା ଆଣ୍ଡାମାନ ସାଗରରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏବେ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି!-->…
୬ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ମହିଳା ଗିରଫ
ଢେଙ୍କାନାଳ, ୦୬।୧୨: ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଢେଙ୍କାନାଳରେ ଚଢ଼ାଉ କରାଯାଇ ବ୍ରାଉନସୁଗାର ସହ ଗଞ୍ଜେଇ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ଢେଙ୍କାନାଳ ସହରର ଲକ୍ଷ୍ମୀବଜାରରେ ଚଢ଼ାଉ କରି ଅବକାରୀ ସ୍କ୍ୱାର୍ଡ ୬୮ଗ୍ରାମର ଏହି!-->…
ଧାରଣାରେ ବସି ବାହାରିଲାନି ନିଷ୍କର୍ସ, ତାଲା ଭାଙ୍ଗି ଶ୍ୱଶୂର ଘରେ ପଶିଲେ ବୋହୂ
ସାଲେପୁର ୦୬/୧୨: ଦୀର୍ଘ ୯ଦିନ ହେଲା ନ୍ୟାୟ ପାଇଁ ନିଜ ସ୍ୱାମୀ ଘର ଆଗରେ ବସି ରହିବା ପରେ ଆଜି ତାଲା ଭାଙ୍ଗି ଘରେ ପଶିଛନ୍ତି ସସ୍ମିତା । ଯେହେତୁ ଏତେଦିନ ସଂଘର୍ଷ ପରେ କୌଣସି ନିଷ୍କର୍ଷ ବାହାରିଲାନି । ଏପରିକି ଶ୍ୱଶୁର ଘର ଲୋକେ ଶୁଣୁ ନାହାନ୍ତି କିମ୍ବା ବାସଘରକୁ ଆସୁ ନାହାନ୍ତି । ତେଣୁ!-->…
ନକଲି ମଦ ଚୋରା ଚାଲାଣ ବେଳେ ଚଢ଼ାଉ, ୪ ଅଭଯୁକ୍ତ ଗିରଫ
ଭଦ୍ରକ, ୦୬।୧୨: ବିପୁଳ ପରିମାଣର ନକଲି ମଦ ଜବତ । ମଦଗୁଡିକୁ ଅନ୍ୟ ଅଞ୍ଚଳରୁ ପ୍ଲାଷ୍ଟିକ ବୋତଲରେ ଆଣି କାଚ ବୋତଲରେ ପ୍ୟାକିଙ୍ଗ କରି ବିକ୍ରି କରାଯାଉଥିଲା । ଏପରି ନକଲି ମଦ ଚୋରା ଚାଲାଣ ବେଳେ ଚଢ଼ାଉ କରିଛି ଭଦ୍ରକ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା!-->…
ତହସିଲଦାରଙ୍କୁ ମାଡ ଘଟଣା, ସଂପୃକ୍ତ ୪ ଯୁବକଙ୍କୁ ଉଠାଇ ଆଣିଲା ପୋଲିସ୍
ବାଲିପାଟଣା ୦୬/୧୨: ବାଲିପାଟଣା ତହସିଲଦାରଙ୍କୁ ମାଡ ଘଟଣାରେ ଆକ୍ସନରେ ବାଲିପାଟଣା ପୋଲିସ୍ । ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୪ ଜଣ ଯୁବକଙ୍କୁ ଉଠାଇ ଆଣିଲା ପୋଲିସ୍ । ସମସ୍ତ ୪ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଏବେ ବି!-->…
ଓଟିଏମ୍କୁ ନିଜ ଅକ୍ତିଆରକୁ ନିଆଯାଇଛି, ହାଇକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ
କଟକ ୦୬।୧୨ : ଓଟିଏମକୁ ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେଇସାରିଛନ୍ତି । ଏନେଇ ମଙ୍ଗଳବାର ଏକ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ସରକାରୀ ପକ୍ଷ। ଆସନ୍ତା ୯ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ।
ଖବର ଅନୁଯାୟୀ, ୫ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଓଟିଏମକୁ ନିଜ!-->!-->!-->…
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଘଟଣା, ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ନୋଟିସ୍
ପୁରୀ ୦୬/୧୨: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରିବା ଘଟଣାରେ ପୁରୀ ସିଂହଦ୍ଵାର ଥାନାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି । ତଦନ୍ତ ପରେ ଆଇନ ଅନୁଯାୟୀ ସମ୍ପୃକ୍ତ ଯୁବକ!-->…