Sign in
Sign in
Recover your password.
A password will be e-mailed to you.
ମାଓ ଏନକାଉଣ୍ଟର ନେଇ କନ୍ଧମାଳ ପୋଲିସ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଫୁଲବାଣୀ : କନ୍ଧମାଳ ପୋଲିସକୁ ମିଳିଛି ବଡ଼ ସଫଳତା l କନ୍ଧମାଳ ବୌଦ୍ଧ ଜିଲ୍ଲା ଗୋଛlପଡ଼l ଓ କଣ୍ଟାମାଳ ଥାନା ସିମାନ୍ତ ଅଞ୍ଚଳର ମାଟାକୂପl ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଏନକାଉଣ୍ଟରରେ ଦୁଇ ଜଣ ମହିଳା ମାଓବାଦୀ ନିହତ ହୋଇଥିବା ସହ ବହୁ ମାଓ!-->!-->!-->…
ଆସ୍କା ବ୍ଲକ ଚାଷର ଉନ୍ନତି କଳ୍ପେ ବୈଷୟିକ ବୈଠକ
ଗଞ୍ଜାମ ଜିଲ୍ଲାର ଚାଷୀ ଚାଷ କାର୍ଯ୍ୟରେ କୁଶଳୀ - ଜିଲ୍ଲାପାଳଛତ୍ରପୁର : କୃଷିର ଉନ୍ନତି କଳ୍ପେ ଚାଷ କାର୍ଯ୍ୟର ଆବଶ୍ୟକତା ପୂରଣ ହୋଇ ପାରିଲେ ଚାଷୀକୁଳ ଅଧିକ ସ୍ବାବଲମ୍ବୀ ହୋଇ ପାରିବେ । ବିଶେଷ କରି ଚାଷୀ ଯାହା ଚାଷ କରେ ସେଥି ସକେଶେ ଉତ୍ତମ ମାନର ଚାରା, ଚାଷ କାର୍ଯ୍ୟ ସକାଶେ ବୈଷୟିକ!-->…
ପୁଣି ବାଂଲାଦେଶଠାରୁ ହାରିଲା ଭାରତ
ଢାକା : ଢାକାଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ରୋହିତ ଶର୍ମାଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ଭାରତ ବାଂଲାଦେଶଠାରୁ ୫ ରନରେ ହାରିଯାଇଛି ।
୨୭୨ରନର ପିଛା କରୁଥିବା ଟିମ ଇଣ୍ଡିଆ ଆରମ୍ଭରୁ ବିରାଟ କୋହଲି ଓ ଶିଖର ଧଓ୍ବନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଏହା ପରେ କେଏଲ ରାହୁଲ ଓ!-->!-->!-->…
ଦଳ ବିରୋଧୀ କାର୍ଯ୍ୟକଳାପ ହେତୁ ୩୦ଜଣ ନେତାଙ୍କୁ ବହିଷ୍କାର କଲା କଂଗ୍ରେସ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ କଂଗ୍ରେସରେ ଫାଟ। ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ଜଡିତ ୩୦ଜଣ ନେତାଙ୍କୁ ବହିଷ୍କାର କରିଛି କଂଗ୍ରେସ। ବର୍ତ୍ତମାନ ପାଇଁ ଏହି ନେତାମାନଙ୍କୁ ଆସନ୍ତା ୬ବର୍ଷ ପାଇଁ!-->…
ବଢ଼ିଲା ରେପୋରେଟ୍: ମହଙ୍ଗା ହେବ ହୋମ୍, କାର୍ ଓ ପର୍ସନାଲ ଲୋନ୍
ନୂଆଦିଲ୍ଲୀ: ବଢ଼ିଲା ରେପୋ ରେଟ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୩୫ ବେସିସ୍ ପଏଣ୍ଟ୍ ବୃଦ୍ଧି କରିଛି। ଫଳରେ ମହଙ୍ଗା ହେବ ଋଣ। ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତିକୁ!-->…
ଜାପାନ ନିକଟ ଦ୍ବୀପରେ ଭ୍ରାମ୍ୟମାଣ ‘ଡିଫେନ୍ସ୍ ମିସାଇଲ୍ ସିଷ୍ଟମ୍’ ମୁତୟନ କଲା ରୁଷ୍
ମସ୍କୋ: ଉତ୍ତରାଞ୍ଚଳ କୁରିଲ୍ ଦ୍ବୀପରେ ଭ୍ରାମ୍ୟମାଣ ‘ଡିଫେନ୍ସ୍ ମିସାଇଲ୍ ସିଷ୍ଟମ୍’ ମୁତୟନ କରିଥିବା କଥା ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।ସୂଚନାଯୋଗ୍ୟ, ଯୁଦ୍ଧ ପାଇଁ ଗୁରୁତ୍ବପୂର୍ଣ୍ଣ ଜାପାନ ଓ ରୁଷୀୟ କାମଚାତ୍କା ଉପଦ୍ବୀପ ମଧ୍ୟରେ ଥିବା ଦ୍ବୀପମାଳାରୁ କୁରିଲ୍ ଅନ୍ୟତମ।!-->…
ସବୁ ଦଳ ପ୍ରତି ପ୍ରଧାନମନ୍ତ୍ରୀଙ୍କ ନିବେଦନ: ନୂଆ ସାଂସଦମାନଙ୍କ କଷ୍ଟ ବୁଝ
ନୂଆଦିଲ୍ଲୀ: ଆଜି ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ନୂଆ ସାଂସଦମାନଙ୍କର କଷ୍ଟ ବୁଝିବା ସହିତି ସଂସଦରେ ବାଧାବିଘ୍ନ ସୃଷ୍ଟି ନ କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ନିବେଦନ କରିଛନ୍ତି।
ସଂସଦ ବାହାରେ ସାମ୍ବାଦିକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->!-->!-->…
ବିମୁଦ୍ରାୟନକୁ ବିରୋଧ କରି ଆଗତ ପିଟିସନ୍ର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍କୁ ଅଚଳ କରିବା ଲାଗି ୬ ବର୍ଷ ତଳେ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଚାଲେଞ୍ଜ୍ କରି ଦାଏର ହୋଇଥିବା କେତେଗୁଡ଼ିଏ ପିଟିସନ୍ର ଶୁଣାଣି କରିବା ପରେ ଆଜି ସୁପ୍ରିମ୍ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିବା ‘ଲାଇଭ୍ ଲ’ ରିପୋର୍ଟ!-->…
ଭାରତରେ ଅନୁଭୂତ ହେବ ଅସହ୍ୟ ତାତି, ମଣିଷର ସହିବା ସୀମା ଟପିବ ତାପମାତ୍ରା; ସତର୍କ କଲା ବିଶ୍ବବ୍ୟାଙ୍କ୍
ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ ହୋଇଛି । ଏହା ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ନିୟମିତ ବନ୍ୟାବାତ୍ୟା ହେଉଛି । କିନ୍ତୁ ଆଗକୁ ଭାରତରେ ଏପରି ଗ୍ରୀଷ୍ମପ୍ରବାହ ହେବ ଯେ ତାହାକୁ ମଣିଷ ସହିପାରିବ ନାହିଁ ବୋଲି ବିଶ୍ବବ୍ୟାଙ୍କର ଏକ ରିପୋର୍ଟରୁ!-->…
ବିକ୍ଷୋଭ ରୋକିବାକୁ ଷଡ଼ଯନ୍ତ୍ର, ୧୨୦୦ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ବିଷ
ତେହରାନ: ଇରାନ୍ରେ ଜାରି ରହିଛି ହିଜାବ ବିରୋଧୀ ଲଢ଼େଇ। ଇରାନ୍ ସରକାରଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ବିକ୍ଷୋଭକାରୀଙ୍କ ମଧ୍ୟରେ ଅଛନ୍ତି ଅଧିକ ଛାତ୍ରଛାତ୍ରୀ। ତେବେ ଏହି ବିରୋଧ ପ୍ରଦର୍ଶନକୁ ରୋକିବା ପାଇଁ ଇରାନ୍ ସରକାର କରିଛି ହୀନ ପ୍ରୟାସ। ବିକ୍ଷୋଭ ବନ୍ଦ!-->…