Sign in
Sign in
Recover your password.
A password will be e-mailed to you.
୧୦ ଆପ୍ କାଉନସିଲରଙ୍କୁ କିଣିବା ପାଇଁ ବିଜେପି ୧୦୦ କୋଟି ଟଙ୍କା ଲାଞ୍ଚ ଦେଉଛି: ଆପ୍
ନୂଆଦିଲ୍ଲୀ: ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି। ଭାରତୀୟ ଜନତା ପାର୍ଟି ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି)ରେ ନିର୍ବାଚିତ ଆପ୍ କାଉନସିଲରମାନଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଆପ୍ ଅଭିଯୋଗ କରିଛି। ବିଜେପି ଦିଲ୍ଲୀରେ ଡାର୍ଟି ଗେମ୍ ଖେଳୁଛି ବୋଲି!-->…
ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଇଲା ଏନଆଇଏ, ମୁଣ୍ଡପିଛା ୧୦ ଲକ୍ଷ ପୁରସ୍କାର
ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀଙ୍କ ଆତଙ୍କ ଯୋଗୁଁ ହନ୍ତସନ୍ତ ହେଉଥିବା କଶ୍ମୀର ଘାଟିକୁ ବର୍ତ୍ତମାନ ଚିରଦିନ ପାଇଁ ମୁକ୍ତି ମିଳିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ତଥା ଏନ୍ଆଇଏ ଫିଲ୍ମ ଷ୍ଟାଇଲ୍ରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦୀଙ୍କ!-->…
ଗ୍ରାହକ ସେବାକେନ୍ଦ୍ର ରୁ ତାଲାକାଟି ୩୦ହଜାର ଟଙ୍କା ଲୁଟ
ମାଲକାନଗିରି କାଲିମେଳା : କୋଇମେଟଳା ସ୍ଥିତ ଗ୍ରାହକ ସେବାକେନ୍ଦ୍ର ରୁ ଚୋରି ପୋଲିସ ପକ୍ଷରୁ ଖବର ପାଇ ତନାଘନା ଜାରି।ଏହି ପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ସଦରମହକୁମାରେ l ଘଟଣାରୁ ଦେଖିବାକୁ ମିଳିଛି କୋଈମେଟଲା ସଦର ମହକୁମା ରେ!-->…
ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଶହୀଦ ସପ୍ତାହ
ମାଲକାନଗିରି : ମାଲକାନଗିରି ସୀମାନ୍ତ ଘଞ୍ଚ ଜଙ୍ଗଲ ଭିତରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଶହୀଦ ସପ୍ତାହର ଶେଷ ଦିନରେ ପାଳିଲେ ମାଓବାଦୀ । ପି.ଏଲ.ଜି.ଏ ସପ୍ତାହ ଶେଷ ଦିନରେ ଭାଇରାଲ କଲେ ଶହୀଦ ସପ୍ତାହ ର ଭିଡିଓ । ଶହ ଶହ ମାଓବାଦୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ହୋଇ ଚଳିତ ବର୍ଷ!-->…
ସମାଜରେ ମହିଳାମାନଙ୍କ ପ୍ରତି ଦୃଷ୍ଟିକୋଣ ଓ ବିଚାରଧାରା ବଦଳାଇବା “ସଖୀ”ର ପ୍ରୟାସ
ବ୍ରହ୍ମପୁର : ମହିଳା ମାନଙ୍କ ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆଇଏସଆରଡ଼ି - ୱାନ ସ୍ଟପ ସେଣ୍ଟର (ସଖୀ) ଓ ଜିଲ୍ଲା ପ୍ରଶାସକଙ୍କ ମିଳିତ ଆନୁକଲ୍ୟାରେ ସରକାରୀ ଉଚ୍ଚ ବିଦ୍ୟାଳୟ, କୁକୁଡାଖଣ୍ଡି ଠାରେ ମହିଳା ମାନଙ୍କ ମୌଳିକ ଅଧିକାର ବିଷୟରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।!-->…
କୁକିଂ ଟ୍ରେନିଂ ଏବଂ ପ୍ରତିଯୋଗିତା
ଭୁବନେଶ୍ଵର : ବସ୍ତିକୁ ଚାଲ ଅଭିଯାନ କ୍ରମରେ କମିସନରେଟ୍ ପୁଲିସ ଏବଂ ସୋ ଆଇ ଆମ ଫାଉନଣ୍ଡେଶନର ମିଳିତ ସହଯୋଗରେ ଭୁବନେଶ୍ଵର କମିସନରେଟ ମୁଖ୍ୟ କାର୍ଯ୍ୟାଳୟରେ ଆଜି ଏକ କୁକିଂ ଟ୍ରେନିଂ ଏବଂ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ!-->…
ଖାଲରେ ଗାଧୋଇବାକୁ ଯାଇ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଅନ୍ତେବାସୀଙ୍କ ମୃତ୍ୟୁ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ପୋଚିଲିମା ଠାରେ ଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ନିକଟରେ ପାହାଡ ପାଦ ଦେଶରେ ଥିବା ଖାଲରେ ବୁଡି ଜଣେ ଶିଳ୍ପତାଲିମ କେନ୍ଦ୍ର ର ଛାତ୍ର ଙ୍କ ଅକାଳ ବିୟୋଗ ଘଟିଛି। ତହସିଲ ଅଧିକାରୀ ଙ୍କ ଗୋଚରରେ ପାହାଡ ବ୍ଲାଷ୍ଟ କରି ପଥର ଲୁଟି ନେଇ!-->…
ସରସ୍ବତୀ ଶିଶୁ ମନ୍ଦିରର ଶିଶୁଉତ୍ସବର ପୁରସ୍କାର ବିତରଣ
ଉମରକୋଟ : ରାଇଘର ବ୍ଲକର କଦୋଭାଟା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ବାର୍ଷିକ ଶିଶୁ ଉତ୍ସବର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି ଶିଶୁ ଉତ୍ସବର ମୁଖ୍ୟ ନାଚ, କବିତା, ସୃତି ଲେଖନ, ବକ୍ତୃତା ଓ ବିଭିନ୍ନ ପ୍ରତିଯୋଗିତାରେ କୁନି କୁନି ଝିଅ ପୁଅ ଭାଗ ନେଇଥିଲେ | ଆଜିର!-->…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ପକ୍ଷରୁ ମାନବିକ ଅଧିକାର ଦିବସ ପାଳନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ମହିଳା ମହା ବିଦ୍ୟାଳୟ ପରିସରରେ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ପକ୍ଷରୁ ମାନବିକ ଅଧିକାର ଦିବସ ପାଳନ ସହିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି ଦିବସରେ ସତ୍ୟପିର ମିଶ୍ର ଜିଲ୍ଲା ଜର୍ଜ,ଭାସ୍କର!-->…
ଶିଶୁ ମନ୍ଦିରର ୨୫ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ
ବୁଗୁଡା : ତା ୧୦/୧୨/୨୨ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୫ତମ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି । ଉକ୍ତ ତ୍ରିଦିବସୀୟ ବାର୍ଷିକ କ୍ରୀଡାର ଉଦଘାଟନୀ ଉତ୍ସବ ଅବସରରେ ପ୍ରତିଯୋଗୀଙ୍କ ଦ୍ବାରା ବଳଦେବ ମନ୍ଦିରୁ କ୍ରୀଡା ଜ୍ଯୋତି କ୍ରୀଡା ସ୍ଥଳରେ ପହଞ୍ଚି ଥିଲା । ଏଥିରେ ମୁଖ୍ୟ!-->…