ମାନବାଧିକାର ମିସନ : ବିରାଜ କନ୍ଧମାଳ ଜିଲ୍ଲା ସଭାପତି ଓ ଜଳନ୍ଧର ରାଜ୍ୟ ସଭାପତି ଭାବରେ ଦାୟିତ୍ୱ…

ଫୁଲବାଣୀ : ଓଡ଼ିଶା, ମାନବାଧିକାର ମିସନରର ୭୫ତମ ବାର୍ଷିକ ଉତ୍ସବ କଟକ ସ୍ଥିତ ଦରଖା ପାଟନା ରାଜ ଗାଡେନ୍ କଲ୍ୟାଣ ମଣ୍ଡପ ଠାରେ ବହୁ ଆଡ଼ମ୍ବରରେ ଆୟୋଜନ କରାଯାଇଛି। ନେସନାଲ ମାନବାଧିକାର ମିସନର ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାପତି ଆରତୀ ମଙ୍ଗରାଜଙ୍କ ଆଲୋଚନା ପ୍ରକାର।

ଫିଫା ବିଶ୍ବକପ୍‌: ପ୍ରଥମ ଥର ସେମିରେ ମରକ୍କୋ

ଦୋହା : ମରକ୍କୋ ପୁଣି ଏକ ବିପର୍ଯ୍ୟୟ ଘଟାଇ ପ୍ରଥମ ଆଫ୍ରିକୀୟ ଦଳ ଭାବେ ଫିଫା ବିଶ୍ବକପ୍‌ର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଅଲ୍‌ ଥୁମାମା ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ତୃତୀୟ କ୍ବାର୍ଟରଫାଇନାଲ୍‌ରେ ମରକ୍କୋ ୧-୦ ଗୋଲ୍‌ରେ ପର୍ତୁଗାଲ୍‌କୁ ହରାଇ ଏହି ସଫଳତା ପାଇଛି। ଏହାଫଳରେ

ଚିଲିର ଲାସ୍କାର୍‌ ଆଗ୍ନେୟଗିରିରେ ଘଟିଲା ଉଦ୍‌ଗୀରଣ; ୨୦,୦୦୦ ଫୁଟ୍‌ ଉଚ୍ଚକୁ ଉଠିଳା ଧୂଆଁ ଓ ପାଉଁଶ

ସାଣ୍ଟିଆଗୋ: ଶନିବାର ରାତିରେ ଚିଲିର ଉତ୍ତରାଞ୍ଚଳରେ ଥିବା ଆଣ୍ଡିଜ୍‌ ପର୍ବତମାଳାରେ ଆଗ୍ନେୟଗିରି ଉଦ୍‌ଗୀରଣ ଘଟିବାରୁ ସାମାନ୍ୟ ଭୂକମ୍ପନ ଘଟିବା ସହିତ ନିର୍ମଳ ଆକାଶର ୨୦,୦୦୦ ଫୁଟ୍‌ ଉପରକୁ ଧୂଆଁ ଓ ପାଉଁଶର ବାଦଲ ଉଠିଥିଲା। ଚିଲିର ‘ନ୍ୟାସ୍‌ନାଲ୍‌ ଜିଓଲୋଜି ଓ ମାଇନିଙ୍ଗ୍‌ ସର୍ଭିସ୍‌’

ମନିଲଣ୍ଡରିଂ ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କଲେ ‘ଆପ୍‌’ ମନ୍ତ୍ରୀ…

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କ ଡିସେମ୍ବର ୧ ତାରିଖ ରାୟକୁ ଜେଲ୍‌ରେ ଥିବା ‘ଆପ୍‌’ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କରିଛନ୍ତି। ସୂଚନାଯୋଗ୍ୟ, ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ସତ୍ୟେନ୍ଦ୍ର କରିଥିବା ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ

ନାଗପୁର ମେଟ୍ରୋ ଉଦ୍‌ଘାଟନ କରି ୬ଷ୍ଠ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନାଗପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗପୁର ମେଟ୍ରୋ ରେଳ ପ୍ରକଳ୍ପର ‘ଫେଜ୍‌ ୧’ ଉଦ୍‌ଘାଟନ କରିବା ସହିତ ମେଟ୍ରୋରେ ବସି ଫ୍ରିଡମ୍‌ ପାର୍କରୁ ଖପ୍ରି ଯିବା ଲାଗି ଟିକେଟ ଖରିଦ କରିଥିଲେ। ଫ୍ରିଡମ୍‌ ପାର୍କରୁ ଖପ୍ରି ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ମେଟ୍ରୋରେ ଯାତ୍ରା

ନଗର ନିଗମ ନିର୍ବାଚନରେ ପରାଜୟ ଯୋଗୁଁ ଦିଲ୍ଲୀ ‘ବିଜେପି’ ମୁଖ୍ୟ ପଦରୁ ଇସ୍ତଫା ଦେଲେ ଆଦେଶ ଗୁପ୍ତା

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ‘ଆମ୍‌ ଆଦ୍‌ମୀ ପାର୍ଟି’ଠାରୁ ଦଳ ହାରିଯିବା ପରେ ଦିଲ୍ଲୀ ‘ବିଜେପି’ ମୁଖ୍ୟ ଆଦେଶ ଗୁପ୍ତା ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଗୁପ୍ତାଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦିଆଯିବା ପର୍ଯ୍ୟନ୍ତ

କେଜ୍ରିୱାଲଙ୍କ ହାତ ଛାଡ଼ିବେ ଗୁଜରାଟ ଆପ ବିଧାୟକ.. !

ଅହମ୍ମଦାବାଦ: ଗୁଜରାଟ ରାଜନୀତିରେ ନୂଆ ଟୁଇଷ୍ଟି। ଗୁଜରାଟ ବିଧାନସଭା ନିର୍ବାଚନର ଫଳାଫଳା ଆସିବାର ମାତ୍ର ଦୁଇ ଦିନ ପରେ ଆମ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟକା। ଗୁଜରାଟର ଆପ୍ ପକ୍ଷରୁ ନବନିର୍ବାଚିତ ବିଧାୟକ ଭୂପତ ଭାୟାଣୀ ଦଳରୁ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଛି । ସେ ବିଜେପିରେ ମିଶିବା

ଖେରୀ ହିଂସା: ମୁଖ୍ୟ ସାକ୍ଷୀ ଓ ତାଙ୍କ ଭାଇଙ୍କ ଉପରେ ଖଣ୍ଡାରେ ଆକ୍ରମଣ

ଲକ୍ଷ୍ନୌ: ଉତ୍ତରପ୍ରଦଶେର ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲର ମୁଖ୍ୟ ସାକ୍ଷୀ ପ୍ରଭଜୋତ ସିଂହଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। କେବଳ ସେତିକି ନୁହେଁ ତାଙ୍କ ଭାଇ ସର୍ବଜୀତ ସିଂହ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ପ୍ରଭଜୋତ ଭାଇ ସର୍ବଜିତ ସହ ମିଶି ଏକ କାର୍ଯ୍ୟକ୍ରମରେ

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ ଅନଶନରୁ ଉଠାଇ ନେଲା ପୁଲିସ

ଅମରାବତୀ: କିଛି ଦିନ ତଳେ କାର୍ ସହ ଉଠାଇନେଇଥିଲେ। ଆଉ ଏବେ ଅନଶନରୁ ଉଠାଇ ନେଇଛି ପୁଲିସ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ୱାଇଏସ୍‌ଆର୍‌ଟିପି ମୁଖ୍ୟ ୱାଇ ଏସ୍ ଶର୍ମିଲାଙ୍କ ପାଇଁ ଅଡୁଆ ସାଜିଛି ପ୍ରତିବାଦ। ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ

ସର୍ଟକଟ ରାଜନୀତି ଦେଶ ପାଇଁ ବଡ଼ କ୍ଷତିକାରକ: ମୋଦି

ନାଗପୁର: ଆଜି ବିରୋଧୀଙ୍କୁ ଟାର୍ଗେଟ କରି ସର୍ଟକଟର ରାଜନୀତି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ,ସର୍ଟକଟ ରାଜନୀତି ନୁହେଁ ଦେଶ ପାଇଁ ସ୍ଥାୟୀ ବିକାଶ ଓ ସମାଧାନ ଆବଶ୍ୟକ। ସର୍ଟକଟ ରାଜନୀତି ଦେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। କୌଣସି