ଏସିଡ ବିକ୍ରୟ ପାଇଁ ଫ୍ଲିପକାର୍ଟ ଏବଂ ଆମାଜନକୁ ନୋଟିସ ଜାରି କରି ଏଭଳି କଥା କହିଛନ୍ତି ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ଗୁରୁବାର ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଏସିଡ ବିକ୍ରୟ ପାଇଁ ଫ୍ଲିପକାର୍ଟ ଏବଂ ଆମାଜନକୁ ନୋଟିସ ଜାରି କରିଛନ୍ତି । ଦିଲ୍ଲୀରେ ଜଣେ ଝିଅ ଉପରେ ଏସିଡ ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ସ୍ବାତୀ ଏହି ନୋଟିସ ଜାରି

ସ୍କୁଲ୍‌ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ କରିଥିବା ବ୍ୟକ୍ତିକୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ: ଗମ୍ଭୀର

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ବାରକାରେ ଜଣେ ସ୍କୁଲ୍ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ ଘଟଣା ଉପରେ ନିଜର ମତ ରଖିଛନ୍ତି କ୍ରିକେଟ୍‌ ତାରକା ତଥା ବିଜେପି ସାଂସଦ ଗୌତମ ଗମ୍ଭୀର। ସେ କହିଛନ୍ତି କି ଏପରି ଏକ ଘଟଣାରେ ଦୋଷୀକୁ ସର୍ବସାଧାରଣରେ ମୃତ୍ୟୁ ଦଣ୍ଡ ଦିଆଯିବା ଉଚିତ। ପୂର୍ବ

ନେହେରୁ ଡ୍ରଗ୍ସ ସେବନ କରୁଥିବା କହିବା ମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଲା; ଉପୁଜିଲା ବିବାଦ

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍‌ ନେହେରୁ ଓ ଜାତିର ପିତା ମହାତ୍ମା ଗାନ୍ଧୀ ପୁଅ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋର। ଗାନ୍ଧୀଙ୍କ ପୁଅ ଓ ନେହେରୁ ଡ୍ରଗ୍ସ ସେବନ କରୁଥିଲେ ବୋଲି ମନ୍ତ୍ରୀ କହିବା ପରେ ତାଙ୍କ

ଜାତିସଂଘରେ କଶ୍ମୀର ପ୍ରସଂଗ ଉଠାଇବା ପରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଳୀ: ଗତକାଲି ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଂଗ ଉଠାଇବା ପରେ ପାକିସ୍ତାନକୁ କଡ଼ା ଜବାବା ଦେଇଛି ଭାରତ। ଭାରତ ପାକିସ୍ତାନକୁ ତା’ର ଜବାବରେ କହିଛି ଯେଉଁଦେଶ ଅଲ୍‌-କାଏଦା ନେତା ଓସାମା ବିନ୍‌ ଲାଡେନ୍‌ ପରି ଆତଙ୍କବାଦୀ ସୃଷ୍ଟି କରାଇ ପଡ଼ୋଶୀ ଦେଶର ସଂସଦ ଉପରେ ଆକ୍ରମଣ

ବିଷାକ୍ତ ମଦ ନେଲାଣି ୩୯ ଜୀବନ: ମୁଖ୍ୟମନ୍ତ୍ରୀ କହିଲେ-ଯଦି ପିଇବ, ତେବେ ମରିବ

ପାଟନା: ମଦ ବ୍ୟାନ ବିହାରରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ସାରନ ଜିଲ୍ଲାରେ ବିଷାକ୍ତ ମଦ ଇତି ମଧ୍ୟରେ ୩୯ ଜଣଙ୍କ ଜୀବନ ନେଇ ସାରିଲାଣି। ସେହିପରି ଅନେକ ଲୋକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ ପୂରା ବିହାରରେ ହଇଚଇ ଦେଖାଯାଇଥିବା ବେଳେ

ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଉଚ୍ଚ ନ୍ୟାୟିକ ପଦବୀ ଖାଲି ପଡ଼ୁଥିବ; ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ କେନ୍ଦ୍ରକରି ସୁପ୍ରିମକୋର୍ଟଙ୍କ ସହ କେନ୍ଦ୍ର ସରକାରଙ୍କର ବାକ୍‌ ଯୁଦ୍ଧ ଚାଲିଥିବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଆଜି କହିିଛନ୍ତି ଯେ ବିଚାରପତି ନିଯୁକ୍ତିରେ ସରକାରଙ୍କର ସୀମିତ ଭୂମିକା ରହିଛି। ଶ୍ରୀ ରିଜିଜୁ ଆଜି ସଂସଦରେ

କମ୍ବଳ ବଣ୍ଟନ ଦଳାଚକଟା ପଛରେ ଟିଏମସିର ଷଡ଼ଯନ୍ତ୍ର ରହିଛି: ବିଜେପି

କୋଲକାତା: ପଶ୍ଚିମବଙ୍ଗର ଆସନସୋଲର ବୁରଦ୍ୱାନରେ ବୁଧବାର ସନ୍ଧ୍ୟାରେ କମ୍ବଳ ବଣ୍ଟନ ବେଳେ ଦଳାଚକଟା ହୋଇ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ବିତରଣ କାର୍ଯ୍ୟକ୍ରମ ବିଜେପି ନେତାଙ୍କ ପକ୍ଷରୁ ଆୟୋଜନ କାରାଯାଇଥିଲା। ଏହି ସଭାରେ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଭାଷଣ

କଶ୍ମୀର ପଣ୍ଡିତଙ୍କୁ ଆତଙ୍କୀଙ୍କ ଧମକ: ଟ୍ରାନ୍ସିଟ କଲୋନୀ ହେବ ଶ୍ମଶାନ

ଶ୍ରୀନଗର: କଶ୍ମୀର ପଣ୍ଡିତଙ୍କୁ ପୁଣିଥରେ ଧମକ ଦେଇଛନ୍ତି ଆତଙ୍କୀ ସଂଗଠନ। କଶ୍ମୀର ଫାଇଟ୍‌ ନାମକ ଗୋଟିଏ ଆତଙ୍କୀ ସଂଗଠନ ବିସ୍ଥାପିତ ହୋଇ ସରକାରୀ ଚାକିରି କରୁଥିବା କଶ୍ମୀର ପଣ୍ତିତଙ୍କୁ ହତ୍ୟା ଧମକ ଦେଇଛନ୍ତି। ଏଥିସହ ଆତଙ୍କୀ ସଂଗଠନ ପକ୍ଷରୁ ଅଧିକ ମାତ୍ରାରେ ଟାର୍ଗେଟ କିଲିଂ କରାଯିବ ବୋଲି

ଜଙ୍ଗଲରୁ ମିଳିଥିବା ଶ୍ରଦ୍ଧାଙ୍କ ହାଡ଼ ବାପାଙ୍କ ଡିଏନଏ ସହ ମେଳ ଖାଇଲା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଦିଲ୍ଲୀ ପୁଲିସକୁ ମିଳିଥିବା ପ୍ରମାଣ ଉପରୁ ସନ୍ଦେହର ପରଦା ହଟିଛି। ମିଳିଥିବା ପ୍ରମାଣ ପକ୍କା ବୋଲି ପୁଲିସ ନିଶ୍ଚିତ ହୋଇଛି। ମେହରୁଲି ଜଙ୍ଗଲରୁ ପୁଲିସକୁ ଯେଉଁ ହାଡ ମିଳିଥିଲା ତାହା ଶ୍ରଦ୍ଧା ୱାକରଙ୍କର ବୋଲି ସ୍ପଷ୍ଟ ହୋଇଛି।

ସଂଘର୍ଷ ପରେ ସୀମାରେ ଶକ୍ତି ପ୍ରଦର୍ଶନ କଲା ଭାରତୀୟ ବାୟୁ ସେନା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ସୀମାରେ ଭାରତ-ଚାଇନା ସଂଘର୍ଷ ପରେ ଆକାଶମାର୍ଗରେ ଶକ୍ତି ପ୍ରଦର୍ଶନ କରିଛି ଭାରତ। ଭାରତ-ଚାଇନା ଏଲଏସି ନିକଟବର୍ତ୍ତୀ ଅଞ୍ଚଳରେ ଭାରତୀୟ ବାୟୁ ସେନା ପକ୍ଷରୁ ଏକ ପ୍ରକାର ସମରାଭ୍ୟାସ କରାଯାଇଛି । ବାୟୁସେନାର ପୂର୍ବାଞ୍ଚଳ ଏୟାର କମାଣ୍ଡ ପକ୍ଷରୁ ତାର ନୂଆ