Sign in
Sign in
Recover your password.
A password will be e-mailed to you.
୧୦ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ୧୦ ଲକ୍ଷରୁ ଅଧିକ ଟଙ୍କା, ଅଫର ଦେଲେ ପୁଟିନ୍
ମସ୍କୋ:୧୦ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ଅର୍ଥ ପୁରସ୍କାର। ଅଳ୍ପସ୍ୱଳ୍ପ ନୁହଁ ମୋଟା ଅଙ୍କର ମିଳିବ ଅର୍ଥ। ରୁଷର ମହିଳାମାନଙ୍କୁ ଏମିତି କିଛି ଲୋଭନୀୟ ଅଫର ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ରୁଷରେ ଜନସଂଖ୍ୟା ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ରାଷ୍ଟ୍ରପତି!-->…
ଜମ୍ମୁ :୨୫ ଲକ୍ଷ ବାହାର ଭୋଟର, ଉଠିଲା ବିରୋଧର ସ୍ୱର
ଜମ୍ମୁ:ଜମ୍ମୁ-କଶ୍ମୀରରେ ଭୋଟ ଦେବେ ଅଣବାସିନ୍ଦା। ଜମ୍ମୁ-କଶ୍ମୀର ଭୋଟର ତାଲିକା ସଂଶୋଧନ ପରେ ୨୫ ଲକ୍ଷ ନୂଆ ଭୋଟରଙ୍କୁ ସାମିଲ କରାଯାଇଛି। ଯେଉଁମାନେ ହେଉଛନ୍ତି ଅଣ ଜମ୍ମୁ-କଶ୍ମୀର ବାସିନ୍ଦା। ତେବେ ଭୋଟର ତାଲିକା ସଂଶୋଧନକୁ ନେଇ ଉଠିଛି ବିରୋଧର ସ୍ୱର। ମୁଖ୍ୟତଃ ଏଥିରେ ଅଣ ଜମ୍ମୁ-କଶ୍ମୀର!-->…
ବୁଡ଼ାଗୁଡା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଦଯାପିତ…
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବୁଡାଗୁଡା ଗ୍ରାମ ପଂଚାୟତ ମହକୁମାରେ ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ ନେଇଁ ଆଞ୍ଚଳିକ ସ୍ତରରେ ଭଲିବଲ ଟୁର୍ନାମେଣ୍ଟର ଆୟୋଜନ କରାଯାଇଥିଲା। ସରପଞ୍ଚ ତାତୁରା ପ୍ରଧାନ, ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ, ଜି!-->!-->!-->…
ଜିଲ୍ଲା ବିଜେଡି ସଭାପତିଙ୍କ ନାଁରେ ମ୍ୟାସେଜ କରି ଟଙ୍କା ମାଗୁଛନ୍ତି ଦୁର୍ବୁତ୍ତ : ସାଇବର ଥାନାରେ ଏତଲା…
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ବିଜେଡି ସଭାପତିଙ୍କ ନାମରେ ହ୍ବାଟସ ଆପ ମ୍ୟାସେଜ କରି ଟଙ୍କା ମାଗୁଛନ୍ତି ଦୁର୍ବୁତ୍ତ ।ଏ ନେଇ ଆଜି ଫୁଲବାଣୀ ସାଇବର ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ । ସୂଚନା ଅନୁଯାୟୀ, ଡିପିରେ ସରୋଜଙ୍କ ଫୋଟୋ ଥିବା ଏକ ଫୋନରୁ କିଛି!-->!-->!-->…
ଟାଟା ପାୱାର ଅଧିନରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ…
ଛତ୍ରପୁର ; ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ରୋଜଗାରକ୍ଷମ ଓ ସ୍ୱାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି । କିନ୍ତୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପଖଣ୍ଡରେ ଥିବା ଟାଟା ପାୱାର ଅଧିନରେ କାର୍ଯ୍ୟରତ ସ୍ୱୟଂ ସହାୟିକା!-->!-->!-->…
ଭାରତୀୟ ଜୀବନ ବୀମା ନିଗମ ଛତ୍ରପୁର ଶାଖାର ସହାୟତାଙ୍କ ବିୟୋଗ
ଛତ୍ରପୁର : ଭାରତୀୟ ଜୀବନ ବୀମା ନିଗମ ଛତ୍ରପୁର ଶାଖା ର ସହାୟତା ତପନ କୁମାର ସାହୁ (୫୫) ଙ୍କ ମଙ୍ଗଳ ବାର ରାତ୍ର ୯ ଘଣ୍ଟ ସମୟରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି l ତାଙ୍କର ବିୟୋଗରେ ଛତ୍ରପୁର ଶାଖା କାର୍ଯ୍ୟାଳୟ ପରିସରରେ ଶାଖା ପ୍ରବନ୍ଧକ ସନ୍ତୋଷ କୁମାର ସାମନ୍ତରାୟ ଙ୍କ ଅଧକ୍ଷତାରେ ଶୋକ ସଭା!-->…
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟାଳୟରେ ସଫେଇ
ଛତ୍ରପୁର ସ୍ୱାଧିନତାର ସ୍ୱର୍ଣ୍ଣିମ ଜୟନ୍ତି ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ସରକାର ଅଗଷ୍ଟ ୧୫ ରୁ ଆରମ୍ଭ କରି ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତି ପର୍ଯ୍ୟନ୍ତ ଦୈନନ୍ଦିନ କାର୍ଯ୍ୟ ଖସଡା ପ୍ରସ୍ତୁତ କରି ରାଜ୍ୟର ସମସ୍ତ ଜିଲ୍ଲାର ଡିଏସଡବ୍ଲୁଓ ଏବଂ ଡିସିପିଓ ମାନଙ୍କୁ ଲାଗୁ କରିବାକୁ ନିର୍ଦ୍ଦେଶ!-->…
ଜନ୍ମାଷ୍ଟମୀକୁ ନେଇ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମରେ ପ୍ରସ୍ତୁତି ଜୋରଦାର୍, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଫୁଲବାଣୀ/ବାଲିଗୁଡ଼ା: ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ, ଏହି ତିଥିରେ ପାଳନ ହେଉଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷୀକି । ଏନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।ଜଲେଶପଟ୍ଟା ଆଶ୍ରମରେ ଚାଲିଛି ଜୋରଦାର୍ ପ୍ରସ୍ତୁତି ।ଏଥିରେ!-->…
ଅବକାରୀ କାର୍ଯ୍ୟାନୁଷ୍ଠାନ ଯୋଗୁଁ ତିନିମାସରେ ୧୪,୬୮୮ ଗିରଫ ୫୮୩ ଏନ୍ଡିପିଏସ୍ ମାମଲା ରୁଜୁ : ୭୬୫ ଗାଡିମୋଟର ଜବତ
ଭୁବନେଶ୍ୱର ୧୭/୮ : ଜୋରଦାର ଅବକାରୀ ଚଢଉ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ୧୪,୬୮୮ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି, ଯାହାକି ଗତବର୍ଷର ଏହି ସମୟ ତୁଳନାରେ ୭୦ ପ୍ରତିଶତରୁ ଅଧିକ ରହିଛି । ସେହିଭଳି ଏହି ତିନିମାସ ସମୟ ମଧ୍ୟରେ ଅବକାରୀ ଚଢଉ ଯୋଗୁଁ ୫୮୩ ଏନ୍ଡିପିଏସ୍ ମାମଲା!-->…
ରେଳ ଷ୍ଟେସନ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ସମ୍ବନ୍ଧୀୟ ପଲ୍ଲୀସଭା
ମାଲାକନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ପୌର ପରିଷଦ ଅଂଚଳ ଏମ୍.ଭି. ୪୨ରେ ଆଗାମୀ ଦିନରେ ରେଳ ଷ୍ଟେସନ ହେବାକୁ ଥିବା ବେଲେ ଏହି ରେଳ ଷ୍ଟେସନ ନିମନ୍ତେ ଜମି ଅଧିଗ୍ରହଣ କା ର୍ଯ୍ୟକ୍ରମ ଆରମ୍ଭ ହୋଇଛିା ତେବେ ଏହି ରେଳ ଷ୍ଟେସନ ନିମନ୍ତେ ଏମ୍.ବି. ୪୨ ଗ୍ରାମର ୫୦ ଜଣ ଚାଷୀ!-->…