Sign in
Sign in
Recover your password.
A password will be e-mailed to you.
ନିଯୁକ୍ତିର କିଛି କ୍ଷଣ ମଧ୍ୟରେ ଇସ୍ତଫାଦେଲେ ଗୁଲାମ ନବୀ ଆଜାଦ୍
ଜମ୍ମୁ: କଂଗ୍ରେସର ବରିଷ୍ଠନେତା ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ-କଶ୍ମୀର ପ୍ରଚାର କମିଟିରେ ମୁଖ୍ୟ ଭାବେ ନିଯୁକ୍ତି ମିଳିବା ପରେ ସେ ଏହି ପଦରୁ ଓହରିଯାଇଛନ୍ତି। ଦଳ ଉପରେ ପ୍ରବଳ ଅସନ୍ତୁଷ୍ଟ ଥିବା ଗୁଲାମ ନବୀ ତାଙ୍କୁ ମିଳିଥିବା ପଦକୁ ଅଗ୍ରାହ୍ୟ କରିଦେଇଛନ୍ତି । ସେହିପରି ସେ ଜମ୍ମୁ ଏବଂ!-->…
ଅଜିତ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି: ହଟିଲେ ୩ କମାଣ୍ଡୋ
ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି ଦେଖାଦେଇଛି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ କେନ୍ଦ୍ର ସରକାର ସବୁବେଳେ ତାଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବାକୁ କହିଛନ୍ତି। ହେଲେ ତାଙ୍କ ସୁରକ୍ଷାରେ ନିୟୋଜିତ ୩ ଜଣ କମାଣ୍ଡୋ ଡ୍ୟୁଟିରେ!-->…
ଡିଭାଇଡର ଡେଇଁ କାର ଉପରେ ଓଲଟି ପଡ଼ିଲା ଟ୍ରକ୍, ଚାଲିଗଲା ୪ ଜଣଙ୍କ ଜୀବନ
ଗୁରୁଗ୍ରାମ: ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଗୋଟିଏ ଦ୍ରୁତଗାମୀ ଟ୍ରକ୍ ଡିଭାଇଡର ଡେଇଁ ବିପରୀତ ଦିଗରୁ ଆସୁଥିବା କାର୍ ଉପରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ କାରଟି ସଂପୂର୍ଣ୍ଣ ଚୂରମାର ହୋଇ ଯାଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗୁରୁତର ଆହତ!-->…
ଆଜି ରାତି ଗୁରୁତ୍ୱପୂର୍ଣ୍ଣ, ସମସ୍ତେ ସତର୍କ ରୁହନ୍ତୁ : SRC
ଭୁବନେଶ୍ବର: ବନ୍ୟା ପରିସ୍ଥିତି ନେଇ ସ୍ବତନ୍ତ୍ର ରିଲିଫ କମିସନର (ଏସଆରସି) ପ୍ରଦୀପ ଜେନା ବୁଧବାର ସନ୍ଧ୍ୟାରେ ବିସ୍ତୁତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମହାନଦୀର ମୁଣ୍ଡଳିରେ ବନ୍ୟଜଳସ୍ତର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ରାତି ପାହିଲା ବେଳକୁ ମୁଣ୍ଡଳିରେ ଜଳସ୍ତର ଆହୁରି!-->…
ସଂସଦୀୟ ମେମ୍ବର ବୋର୍ଡ଼ରୁ ବାଦପଡ଼ିଲେ ଗଡ଼କରୀ, ଶିବରାଜ ଚୌହାନ
ନୂଆଦିଲ୍ଲୀ: ସଂସଦୀୟ ମେମ୍ବର ବୋର୍ଡ଼ରୁ ବିଜେପରି ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବାଦ ପଡ଼ିଛନ୍ତି। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ସଂସଦୀୟ ବୋର୍ଡ଼ର ପୁନର୍ଗଠନ କରିଛନ୍ତି। ଏଥିରେ ଉପରୋକ୍ତ ୨!-->…
ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ଓ କୋଲକାତା
ନୂଆଦିଲ୍ଲୀ: ବିଶ୍ୱର ଅଧିକାଂଶ ସହରର ପ୍ରଦୂଷଣ ମାତ୍ରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)ର ବାୟୁ ପ୍ରଦୂଷଣ ଗାଇଡଲାଇନରଠାରୁ ଯଥେଷ୍ଟ ଅଧିକ। ଏହାଦ୍ୱାରା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଭାରତର ଦୁଇ ପ୍ରମୁଖ ସହର ଦିଲ୍ଲୀ ଓ କୋଲକାତା ପ୍ରଦୂଷଣ ତାଲିକାର ୧ନଂ ଏବଂ ୨ନଂ!-->…
ଆଇଟିଆଇ ଛାତ୍ରଙ୍କୁ ମାଡ଼ ଘଟଣା ପ୍ରତିବାଦରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ
ବାରିପଦା : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ବାଇଗଣ ବାଡିଆ ରିତୟିନୀ ବୈଷୟିକ ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଙ୍କୁ ନିର୍ଯାତନା ଘଟଣାରେ ବିଭିନ୍ନ ସଂଗଠନ ପକ୍ଷରୁ ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଛାତ୍ର ମାନଙ୍କୁ ନ୍ୟାୟ ପ୍ରଦାନ ଓ ମାଡ ମାରିଥିବା କଲେଜ!-->…
ଚାଷୀଙ୍କଠୁ ୩୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଲ୍ୟାମ୍ପ୍ ଏମ୍ଡି
କୋରାପୁଟ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଆଲମଣ୍ଡା ଲ୍ୟାମ୍ପର ଏମଡି ଆର ରାମାକ୍ରିଷ୍ଣା ଧାନ ଚାଷୀଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଖରିଫ ଋତୁରେ ଚାଷୀଙ୍କ ନାମ ପଞ୍ଜିକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ଏମଡି ଧରାପଡିଛନ୍ତି ।!-->…
ରୋହିଙ୍ଗ୍ୟାଙ୍କୁ ମିଳିବ କି ଘର? କେନ୍ଦ୍ରମନ୍ତ୍ରୀଙ୍କ ହଁ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନା
ନୂଆଦିଲ୍ଲୀ: ଭାରତରେ ଥିବା ରୋହିଙ୍ଗ୍ୟାମାନଙ୍କୁ କେନ୍ଦ୍ର ସରକାରର ଫ୍ଲାଟ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ କରିବା ପରେ ଏକାଧିକ ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କେନ୍ଦ୍ରମନ୍ତ୍ରୀ ନାଁ ନେଇ ଏହି ଖବରକୁ ଖଣ୍ଡନ କରିଛି। ଏଥିସହ ଦିଲ୍ଲୀ!-->…
ହେଲମେଟ ଚେକିଂ କଡ଼ାକଡ଼ି, ପ୍ରଥମ ଦିନରେ ୪୦୦ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ
ରାଜ୍ୟରେ ରାସ୍ତା ଦୁର୍ଘଟଣା ଚିନ୍ତାଜନକ ସ୍ଥିତିରେ ପହଁଚି ଥିବା ବେଳେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଅଗଷ୍ଟ ୧୬ରୁ ଦୁଇ ସପ୍ତାହ ଧରି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ହେଲମେଟ ଚେକିଂର ସ୍ୱତନ୍ତ୍ର ଡ୍ରାଇଭ କରାଯାଇଛି। ପ୍ରଥମ ଦିନରେ ୪୦୦ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଇ ଥିବା!-->…