ପୁରୀରେ ୨ ଦିନ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ପୁରୀ: ଲଗାଣ ବର୍ଷା ପରେ ବିଭିନ୍ନ ନଦୀର ଆସିଥିବା ବନ୍ୟାରେ ପୁରୀ ଜିଲ୍ଲା ପୂରା ବେହାଲ୍ ହୋଇ ପଡ଼ିଛି । ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଥିବା ବେଳେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାଣିଘେରରେ । କେଉଁଠି ଘରେ ପାଣି ପଶିଛି ତ ଆଉ କେଉଁଠି ରାସ୍ତା ଉପରେ ଚାଲୁଛି ୩ ଫୁଟରୁ ଅଧିକ ଉଚ୍ଚର ପାଣି ।

ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀ ପୋଲିସର ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ ଘଟଣା। ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଆଉ ୧୫ ଦିନ ଅନ୍ତରୀଣ ସୁରକ୍ଷା ବଢ଼ାଇଲେ ହାଇକୋର୍ଟ। ତା ଭିତରେ ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ। ଆଗୁଆ ଜାମିନ

ପ୍ରକାଶ ପାଇଲା ଯୁକ୍ତ ୨ ନାମଲେଖା ପାଇଁ କଟ୍ ଅଫ୍ ମାର୍କ ତାଲିକା

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ୨ ନାମଲେଖା ପାଇଁ କଟ୍ ଅଫ୍ ମାର୍କ ତାଲିକା। ୨୦୨୨-୨୩ ଶିକ୍ଷାବର୍ଷରେ ଯୁକ୍ତ ୨ ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ

ବିପଦ ସଂକେତ ଉପରେ ପ୍ରବାହିତ ସତ୍ତ୍ୱେ ଖସୁଛି ଦେବୀ ନଦୀ

ଭୁବନେଶ୍ୱର : ବିପଦ ସଂକେତ ଉପରେ ପ୍ରବହିତ ସତ୍ତ୍ୱେ ଖସୁଛି ଦେବୀ ନଦୀ ।ଦଳେଇଘାଇ ଠାରେ ଧୀରେ ଧୀରେ ଖସୁଛି ଦେବୀ ନଦୀ । ବିପଦ ସଂକେତ ୫୭ ଫୁଟ ଥିବା ବେଳେ ଏବେ ଜଳସ୍ତର ୫୯ ଫୁଟ ରେ ପ୍ରବାହିତ ହେଉଛି । ମାଛ ଗାଁ ରେ ବିପଦ ସଂକେତ ୧୪ ଫୁଟ , ଏବେ ୧୫.୬୦ ଫୁଟ ରେ ପ୍ରବାହିତ ହେଉଛି ।

ପିପିଲି ଭାର୍ଗବୀ ନଦୀରେ ଏକାଧୀକ ଘଳିଆ

ପିପିଲି: ଭାର୍ଗବୀ ନଦୀ ନୂଆଶାସନରେ ସୃଷ୍ଟି ହେଲା ଘଳିଆ । ବର୍ତ୍ତମାନ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘଳିଆ ବନ୍ଦ କରିବାକୁ ଚେଷ୍ଟା କରୁଛି । ତେବେ ନଦୀ ବନ୍ଧର ପଶ୍ଚିମ ପାର୍ଶ୍ଵ ଘଳିଆ ଆୟତ୍ତ ହେଉନଥିବାରୁ ଚିନ୍ତାରେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ । ବାଲି ବସ୍ତା ବଲ୍ଲା ଦେଇ ଘଳିଆ କୁ

ବନ୍ୟା ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ବର: ରାଜ୍ଯ ସରକାର ବନ୍ୟା ଆସୁଥିବାର ସ୍ବୀକାର କରିଛନ୍ତି। ଏସଆରସିଙ୍କ ସୁଚନା ଅନୁସାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି ।ତଳିଆ ଅଞ୍ଚଳରେ ଘାଇ ସୃଷ୍ଟିହୋଇ ୩୦୦ରୁ ଉର୍ଦ୍ଧ ଗାଁ ବାହ୍ଯଜଗତରୁ ବିଚ୍ଛିନ୍ନ ହୋଇଛି । ଏହିଭଳି ସ୍ଥିତିରେ ବନ୍ଯା ଅଞ୍ଚଳର ଳୋକମାନଙ୍କ ଦୁଖଃ ସୁଖରେ ଛିଡା

୧୯ରେ ସୃଷ୍ଟି ହେବ ଲଘୁଚାପ, ପ୍ରଭାବରେ ୧୮ରୁ ୨୦ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଅଗଷ୍ଟ ୧୮ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ତେବେ ୧୯ ଏବଂ ୨୦ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢିବ। ୧୯ରେ ରାଜ୍ୟରେ

କାଣୀ ନଦୀରେ ୧୫୦ଫୁଟ ଓ ପାଇକା ନଦୀରେ ୫୦ ଫୁଟର ଘାଇ

ଯାଜପୁର: ମହାନଦୀ ଓ ବୈତରଣୀରେ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନେକଗୁଡ଼ିଏ ଗାଁ ଜଳମଗ୍ନ ହୋଇଥିବାରୁ ଲୋକେ ନାହିଁ ନଥିବା ଦୁଃଖର ସାମ୍ନା କରୁଛନ୍ତି। ବୈତରଣୀ ନଦୀର ଶାଖା କାଣୀ ନଦୀରେ ୧୫୦ଫୁଟର ଘାଇ ସୃଷ୍ଟି ହୋଇଛି।

ବୈତରଣୀରେ ଭାସିଗଲେ ଯୁବକ, ଅଗ୍ନିଶମ ବିଭାଗ ପକ୍ଷରୁ ତଲାସି ଜାରି

ଭଦ୍ରକ: ରାଜ୍ୟରେ ବନ୍ୟାଜଳକୁ ନେଇ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଏହାରି ମଧ୍ୟରେ ଭଦ୍ରକ ଚାନ୍ଦବାଲି ବ୍ଲକ୍‌ ଆରଡ଼ିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବୈତରଣୀରେ ନଦୀରେ ଭାସିଯାଇଛନ୍ତି ମୁଆଁଗାଁର ଜଣେ ଯୁବକ । କୁମ୍ଭୀର ଟାଣି ନେଇଥିବା ସୂଚନା ମିଳିଥିବା ବେଳେ ଖୋଜାଖୋଜି ଜାରି ରହିଛି ।

ହୀରାକୁଦ ଡ୍ୟାମ୍‌ରୁ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଦ୍ବିତୀୟ ଦିନରେ ୪୦ଟି ସ୍ଲୁଇସ୍‌ ଗେଟ ମାଧ୍ୟରେ ଜଳ ନିଷ୍କାସନ ଜାରି ରହିଛି। ଗତକାଲି ସନ୍ଧ୍ୟା ପରଠାରୁ ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯିବା ଫଳରେ ମହାନଦୀର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କର ଦୁର୍ଦ୍ଦଶା ହ୍ରାସ